ବୌଦ୍ଧ ଧର୍ମ ଧ୍ୱଂସ ପାଇଁ ବ୍ରାହ୍ମଣଙ୍କ ହାତରେ ଥିଲା ରାଜପୁତ ଅସ୍ତ୍ର

ହର୍ଷବର୍ଦ୍ଧନଙ୍କ କେନ୍ଦ୍ରୀଭୂତ ସାମ୍ରାଜ୍ୟ ପତନ ପରେ ଗଢି ଉଠିଥିବା ରାଜପୁତନା ଓ ପଞ୍ଜାବର ରାଜପୁତ ରାଜାମାନଙ୍କ ଶାସନକୁ ଐତିହାସିକମାନେ କହିଛନ୍ତି ଏହି ଶାସନ ନିଃସନ୍ଦେହରେ ଏକ ବିଶୁଦ୍ଧ ରାଜପୁତ ସାମରିକ ସାମ୍ରାଜ୍ୟ ଥିଲା । ଶୋଷଣସର୍ବସ୍ୱ ରାଜପୁତ ରାଜା ଓ ସଦାସର୍ବଦା ଅସନ୍ତୁଷ୍ଟ ବ୍ରାହ୍ମଣ ପଣ୍ଡିତକୁଳଙ୍କ ଏହି ଗଠବନ୍ଧନ ଶାସନରେ ସାଧାରଣ ଜନତା ପେଷି ହେଉଥିଲେ । ରାଜପୁତ ରାଜାମାନଙ୍କ ରାଜପ୍ରାସାଦ ଓ ଦୁର୍ଗ ଏବଂ ପଣ୍ଡିତକୁଳଙ୍କ ପାଇଁ ମନ୍ଦିର ନିର୍ମାଣ ବ୍ୟୟ ଭରଣା ନିମନ୍ତେ ପ୍ରଜାଙ୍କ…

Read More

ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…

ନୂଆଦିଲ୍ଲୀ : ଭାରତୀୟ ମାନେ ଆବ୍ଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ହଁ ପାଠକେ ବନ୍ଧୁ ଯେତିକି ଦରକାର, ସେତିକି ଅଧିକା ଖାଉଛନ୍ତି। ଏକଥା ଆମେ ଆମ ମନରୁ କହୁନାହୁଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ପକ୍ଷରୁ କୁହାଯାଇଛି। ଜଣେ ଭାରତୀୟ ପ୍ରତିଦିନ ହାରାହାରି ଆଠ ଗ୍ରାମ ଲୁଣ ଖାଉଛି। ଜଣେ ଭାରତୀୟ ପୁରୁଷ 8.9 ଗ୍ରାମ ଖାଉଥିବା ବେଳେ, ଜଣେ ମହିଳା 7.1 ଗ୍ରାମ ଲୁଣ ଖାଉଛନ୍ତି। ମାତ୍ର ହୁ ପକ୍ଷରୁ ଦିନକୁମାତ୍ର ପାଞ୍ଚ…

Read More

କାହା ହାତରେ ସଞ୍ଚୟ ପାଇଁ ରହୁନି ଟଙ୍କା, ହେଲେ ଖର୍ଚ୍ଚ ବଢି ଚାଲିଛି

ନୂଆଦିଲ୍ଲୀ : ଦେଶରେ ନଗଦ ପାରିବାରିକ ସଂଚୟ ଗତ ପ୍ରାୟ ୫୦ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନଗଦ ପାରିବାରିକ ସଂଚୟ ଜିଡିପିର ୭.୨ % ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ %କୁ ହ୍ରାସ ପାଇଛି। ଦୁଇଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି।  ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ପଟେ ଲୋକଙ୍କ ଆୟ ହ୍ରାସ ପାଇଛି ଅନ୍ୟପଟେ ଖର୍ଚ୍ଚ ବଢ଼ିଛି। କେବଳ ପାରିବାରିକ ସଞ୍ଚୟ ହ୍ରାସ…

Read More

ସ୍ୱର ବଦଳାଇଲାଣି କଂଗ୍ରେସ, ବହୁଜନ ସମାଜ ନିକଟତର ହେବାକୁ ଚେଷ୍ଟା..ସୋନିଆ ଦେଲେ ସଙ୍କେତ

ନୂଆଦିଲ୍ଲୀ : ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ମଣ୍ଡଳ କମିଶନ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ସୁପାରିସ୍ କଂଗ୍ରେସ ବହୁମତରେ ଥିବା ସତ୍ତ୍ୱେ ଲାଗୁ କରିପାରି ନ ଥିଲା। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଏହି ସୁପାରିଶ୍ ଲାଗୁ କରିପାରି ନ ଥିଲେ। ମାତ୍ର ମେଣ୍ଟରେ ଥିବା ଭି.ପି ସିଂଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲା। କଂଗ୍ରେସ ଏହାକୁ ବିଧିବଦ୍ଧ ଭାବେ ପି.ଭି ନରସିଂହ ରାଓଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲା। ମାତ୍ର ଏହାକୁ…

Read More

ମ୍ୟାଚ୍ ଫିକ୍ସିଂ ଘଟଣାର ମୁଖାଖୋଲିଲା ଆଇସିସି, ଯେଉଁଥିରେ ସାମିଲ୍ ଅଛନ୍ତି ୩ ଭାରତୀୟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ୟୁଏଇରେ ଖେଳାଯାଇଥିବା ଏମିରେଟ୍ସ ଟି 10 ଲିଗରେ ଆସିଛି ଦୁର୍ନୀତି ଅଭିଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୩ ଜଣ ଭାରତୀୟଙ୍କ ବ୍ୟତୀତ ୮ ଜଣ ବ୍ୟକ୍ତି ଏବଂ କିଛି ଅଧିକାରୀ ଅଭିଯୋଗ ନାମରେ ଏମିତି କିଛି ଅଭିଯୋଗ ଆଣିଛି। ସେମାନଙ୍କ ମଧ୍ୟରେ ୨ ଜଣ ଦଳର ମାଲିକ ଅଟନ୍ତି। ଏହା ବ୍ୟତୀତ ବାଂଲାଦେଶ ଦଳର ପୂର୍ବତନ ଖେଳାଳି ନାସିର ହୁସେନ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।ଦୁର୍ନୀତି କାର୍ଯ୍ୟକଳାପରେ…

Read More

ମମତା ବାନାର୍ଜୀଙ୍କ ସହ ବିଦେଶ ଗସ୍ତରେ ସୌରଭ ଗାଙ୍ଗୁଲି; କ୍ରିକେଟ୍ ପରେ ଏହି କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି ଦାଦା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଦିନ ସ୍ପେନର ମାଡ୍ରିଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ନିଜେ ଏହା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ଆରମ୍ଭ କରି ସୌରଭ ଗାଙ୍ଗୁଲି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରି ସାରିବା ପରେ ସୌରଭ ଗାଙ୍ଗୁଲି…

Read More

ପରସ୍ପରକୁ ଦେଲେ ଏହି ଅସ୍ତ୍ର, ହେଲେ କାହିଁକି କଲେ ପୁଟିନ୍-କିମ୍

ଭୁବନେଶ୍ୱର : ଏକ ନାଟକୀୟ ଘଟଣା କ୍ରମରେ ଉପହାର ଭାବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ନିଜ ନିଜର ‘ରାଇଫଲ୍‌’ ଅଦଳ ବଦଳ କରି ପରସ୍ପରକୁ ପ୍ରଦାନ କରିଛନ୍ତି। ଏନେଇ ଦିନକ ପୂର୍ବରୁ  ‘କ୍ରେମ୍‌ଲିନ୍‌’ ପକ୍ଷରୁ  ଘୋଷଣା କରାଯାଉଛି।  କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ପୁଟିନ୍‌ ଆମେ ଉତ୍ପାଦନ କରୁଥିବା ଉତ୍କୃଷ୍ଟ ଧରଣର ଗୋଟାଏ ରାଇଫଲ୍‌ ଦେଲେ (କିମ୍‌ଙ୍କୁ)। ପ୍ରତି-ଉପହାର…

Read More

ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର

ନୂଆଦିଲ୍ଲୀ : ଦୁଇ ଦିନ ପରେ ବିଶ୍ୱକର୍ମା ପୂଜା। ଏହା ପରେ ଗଣେଶ ପୂଜା। ପୁଣି ଆସିବ ଦଶହରା। ଏହି ସମୟରେ ଗହମ, ଚାଉଳ ଏବଂ ଚିନିର ଆବଶ୍ୟକତା ଅଧିକ ପଡିଥାଏ। ମାତ୍ର ଏହି ସମୟରୁ ଫାଇଦା ନେବା ପାଇଁ କେତେକ ବ୍ୟବସାୟୀ ଅନେଇ ରହିଥାନ୍ତି। ଜାଣିଶୁଣି କୃତ୍ରମି ମହଜୁଦୀକରଣ କରିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ, ଚାଉଳ, ଗହମ…

Read More

କେରଳରେ ଡରାଇଲାଣି ନିଫା

ନିପା ଭୂତାଣୁ ପାଇଁ ଆଜି କେରଳ ସରକାର କୋଜିକୋଡ଼ ଅନ୍ତର୍ଗତ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା କରିଛନ୍ତି । ‘ନିପା’ ଭୂତାଣୁ ଯୋଗୁଁ ଏହି ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲାନିପା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ମଧ୍ୟ ସରକାର କଟକଣା ଓ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷିୟ ବାଳକ ସମେତ ୪ଜଣଙ୍କର ମୃତ୍ୟୁ ଘଟଣାରେ ‘ନିପା’ ଭୂତାଣୁ ସଂକ୍ରମଣ କଥା ସୁନିଶ୍ଚିତ କରାଯିବା ପରେ ରାଜ୍ୟ ସରକାର ଏଭଳି…

Read More

ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା

ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ…

Read More