ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଘରଭଡ଼ା ମିଳିଗଲା, ନିଜାମୁଦ୍ଦିନ ଇଷ୍ଟରେ ଏହି ନେତା ଘରେ ରହିବେ

ନୂଆଦିଲ୍ଲୀ  : ସବୁ ମୋଦି ସାଙ୍ଗିଆଧାରୀ ଚୋର କହିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ରାହୁଲ ଗାନ୍ଧୀ ଏହି କାରଣରୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇସାରିଛି। ସେ ନିଜର ସରକାରୀ ଘର ମଧ୍ୟ କେବେଠୁ ଛାଡି ସାରିଛନ୍ତି। ତେଣୁ ରାହୁଲ ଭଲ ଘର ସନ୍ଧାନରେ ରହିଥିଲେ। ବହୁତ ଘର ଏବଂ ଫ୍ଲାଟ ଦେଖୁଥିଲେ ବି ତାଙ୍କର କିଛି ପସନ୍ଦ ଆସୁନଥିଲା। ମାତ୍ର ଏବେ ଗୋଟିଏ ଫ୍ଲାଟ ତାଙ୍କର ପସନ୍ଦ ଆସିଛି। ଖୁବ୍ ଶୀଘ୍ର ରାହୁଲ ଏହି…

Read More

ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା

ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ନିଜର ବକ୍ତବ୍ୟ…

Read More

କାହା ମୁହଁ ଉପରେ ପରିସ୍ରା କରିବା ଅପରାଧ ନୁହେଁ ବୋଲି କହିଲେ ବ୍ରାହ୍ମଣ ସମାଜ ନେତା

ଭୋପାଳ : ଅସୁବିଧାରେ ପଡିଥିଲେ ସମାଜରେ କେହି କାହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଓଲଟା ଘଟଣା ଘଟିଛି। ନିଜ ସମାଜର ଗୋଟିଏ ଲୋକ ଆଦିବାସୀ ଯୁବକ ଉପରେ ଅମାନବୀୟ ଭାବେ ପରିସ୍ରା କରି ଜେଲ୍ ଯିବା ପରେ ତା ସହିତ ସ୍ଥାନୀୟ ବ୍ରାହ୍ମଣ ସମାଜ ଛିଡା ହୋଇଛି। ବେଆଇନ ଭାବେ ନିର୍ମାଣ ହୋଇଥିବା ତା ଘରକୁ ପ୍ରଶାସନ ଭାଙ୍ଗିଦେବା ପରେ ସେହି ଘରକୁ ତୋଳିବା ପାଇଁ ସମାଜ ପକ୍ଷରୁ ଅର୍ଥ ଆଦାୟ କରାଯାଇଛି। …

Read More

ନେତାଙ୍କୁ ନେଇଯିବା ସହଜ, ଜନତାଙ୍କୁ ବିଜେପି କେମିତି ନବ : ଶରଦ ପାଓ୍ୱାର

ନାସିକ୍ : ଆସନ୍ତା ଲୋକସଭା ନିର୍ବାଚନରେ କୌଣସି ପ୍ରକାରରେ କ୍ଷମତା ହାସଲ କରିବାକୁ ବିଜେପି ଚାହୁଁଛି। ତେଣୁ ଶକ୍ତିଶାଳୀଥିବା ଆଞ୍ଚଳିକ ଦଳଗୁଡିକୁ ଶକ୍ତିହୀନ କରିବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଶିବସେନା,ଏନସିପି, ଜେଡିୟୁ ଇତ୍ୟାଦି ଦଳକୁ ଟାର୍ଗେଟ କରୁଥିବା ଶରଦ ପାଓ୍ୱାର କହିଛନ୍ତି। ମହାରାଷ୍ଟ୍ରର ନାସିକ୍ ସହରରେ ବକ୍ତବ୍ୟ ରଖି ଶ୍ରୀ ପାଓ୍ୱାର ଏହା କହିଛନ୍ତି। ଶରତ କହିଛନ୍ତି ଯେ,  ବିଜେପି ଦେଶର ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ ଥିବା ଆଞ୍ଚଳିକ ଦଳଗୁଡ଼ିକୁ ମାଟିରେ ମିଶାଇବାକୁ ଚେଷ୍ଟା କରୁଛି।…

Read More

ଆଇଏସ୍‌ଆଇଏସ୍‌’ ନେତା ଓସାମା ଅଲ୍‌-ମୁହାଜିର୍ ନିହତ

ଓ୍ୱାଶିଂଟନ ଡିସି : ଗତ ଜୁଲାଇ ମାସ ୭ରେ ପୂର୍ବାଞ୍ଚଳ ସିରିୟାରେ ଡ୍ରୋନ୍‌ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରାଯାଇଛି। ଗତକାଲି ଦିନ ‘ଦି ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଏହା କହିଛନ୍ତି। ଡ୍ରୋନ୍ ଅସ୍ତ୍ର ଆକ୍ରମଣରେ ନିହତ ହୋଇଥିବା ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ ବୋଲି ଆମେରିକା ସେନା ଦାବି କରିଛି।ସମଗ୍ର ସିରିଆରେ ‘ୟୁ.ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଆକ୍ରମଣ କରିବା ଫଳରେ ପୂର୍ବାଞ୍ଚଳ ରେ ଉସାମା ଅଲ୍-ମୁହାଜିର୍‌ ନାମରେ ଜଣେ ‘ଆଇଏସ୍‌ ଆଇଏସ୍‌’…

Read More

ଘଟଣାବହୁଳ ହେବାକୁ ଯାଉଛି ଜୁଲାଇ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରୁ ଆରମ୍ଭ କରି ବଦଳିବ କଂଗ୍ରେସ ପ୍ରଭାରୀ…

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ନିର୍ବାଚନୀ ବର୍ଷରୁ ଗୁରୁତ୍ୱ କାହିଁରେ କେତେ। ନିର୍ବାଚନ ପାଖେଇଲେ କେତେ ଘଟଣା ଘଟେ। ଏହି କ୍ରମରେ ଚଳିତ ମାସ ତଥା ଜୁଲାଇ ଅନେକ ଘଟଣା ବହୁଳ ହେବାକୁ ଯାଉଛି। ରାଷ୍ଟ୍ରୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେପି ଚାରି ରାଜ୍ୟର ସଭାପତିଙ୍କୁ ବଦଳାଇବା ସହ ନିର୍ବାଚନ ହେବାକୁ ଥିବା ରାଜ୍ୟର ନୂତନ ପ୍ରଭାରୀ ନିଯୁକ୍ତ କରିଛି। ଗୌହାଟିରେ ତିନିଦିନିଆ ମନ୍ଥନ ଶିବିର ସମାପ୍ତ…

Read More

ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୧୧ ମୃତ

କୋଲ୍‌କାତା: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ  ହିଂସାକାଣ୍ଡ ଘଟି ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ବାରା ନଷ୍ଟ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ‘ତୃଣମୂଳ କଂଗ୍ରେସ’ର ୫ଜଣ , ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ ରହିଛନ୍ତି ।ଏହାଛଡ଼ା, ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ…

Read More

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ବଳବତ୍ତର, ସୁପ୍ରିମକୋର୍ଟ ପାଇଁ ରହିଛି ବିକଳ୍ପ

ଗାନ୍ଧୀ ନଗର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନାଁର ହୋଇଥିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଶ୍ରୀ ଗାନ୍ଧୀଙ୍କ ବିପକ୍ଷରେ ସେସନ୍‌ କୋର୍ଟ ଦେଇଥିବା ପୂର୍ବ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସେସନ୍‌ କ‌ୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ଶ୍ରୀ ଗାନ୍ଧୀ ଦାଖଲ କରିଥିବା ‘ରିଭ୍ୟୁ ପିଟିସନ୍‌’କୁ ଖାରଜ କରି ସେହି ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।   ଗୁଜରାଟ ହାଇକୋର୍ଟ…

Read More

ଆମେରିକାରେ ସୁଟିଂ ବେଳେ ଆହତ ହେଲେ କିଙ୍ଗ୍ ଖାନ୍

ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନ ନିକଟରେ ସୁଟିଂ ପାଇଁ ଆମେରିକାର ଲସ ଏଞ୍ଜେଲସକୁ ଯାଇଥିଲେ। ସେଠାରେ ସୁଟିଂ  କରୁଥିବା ବେଳେ ତାଙ୍କର ଏକ ଦୁର୍ଘଟଣା ହୋଉଥିଲା । ଏହି ଦୁର୍ଘଟଣାର ଶିକାର ହେବାପ‌ରେ ଡାକ୍ତର ଶାହରୁଖଙ୍କ ଅସ୍ତ୍ରୋପଚାର କରିଛନ୍ତି। ଶାହରୁଖ ଖାନ୍ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସୁଟିଂ ସମୟରେ  ତାଙ୍କ ନାକରେ ଆଘାତ ଲାଗି ରକ୍ତ ବାହାରିଥିଲା , ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଘଟଣାସ୍ତଳରୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…

Read More

ଏକନାଥଙ୍କୁ ପାନେ ଦେବା ପାଇଁ ଅଜିତଙ୍କୁ ବିଜେପି ନେଇଛି : ସଞ୍ଜୟ ରାଓ୍ୱତ

ମୁମ୍ବାଇ : ମୂଳ ଶିବସେନାକୁ ଧୋକ୍କା ଦେଇ ବିଜେପି ସହ ହାତମିଳାଇଥିବା ଏକନାଥ ସିନ୍ଦେ ଖୁବ୍ ଶୀଘ୍ର ପଦରୁ ବିଦା ହେବେ। ତେଣୁ ବିଜେପିକୁ ଏକ ବିକଳ୍ପ ବ୍ୟବସ୍ଥା କରିବାକୁ ପଡ଼ିଲା। ଗତକାଲି କିଛି ବିଧାୟକଙ୍କୁ ନେଇ ଯାଇଥିବା ‘ଏନ୍‌ସିପି’  ବିଧାୟକ ଦଳ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୋମବାର ‘ଶିବସେନା (ୟୁବିଟି)’ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଖୁବ୍ ଶୀଘ୍ର ବାଚସ୍ପତିଙ୍କ ସାହାଯ୍ୟ ନେଉ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ…

Read More