୪ ମାସ ସୁଦ୍ଧା ରାଜ୍ୟର ସବୁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ତ୍ଵରାନିତ କରିବେ ରାଜ୍ୟ ସରକାର। ଗାଁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ। ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଗ୍ରେଡ…

Read More

ଆସନ୍ତାକାଲିଠୁ ବଢିବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ଏହା ସହିତ ଉଚ୍ଚ ପ୍ରାଥମିକ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା। ଯାହାକି ଆସନ୍ତାକାଲିଠୁ ଲାଗୁ କରାଯିବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଜରିଆରେ ସୂଚନା ଦିଆଯାଇଛି। ଯେଉଁଥିରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ…

Read More

ରାଜ୍ୟରେ କାମ କରୁନି କି ଡବଲ ଇଞ୍ଜିନ୍,ମାନ୍ଦା ହେଲାଣି ଅର୍ଥନୀତି

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)_ଅକ୍ଟୋବର ଶେଷ ସୁଦ୍ଧା ସରକାର ବଜେଟ ଅନୁସାରେ ପାଇବାକୁ ଥିବା ଆୟର ୫୮% ଆସିଯିବା କଥା। କାରଣ ଚଳିତ ଆର୍ଥିକ ବର୍ଷର ୭ ମାସ ପାରି ହୋଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଆୟ ଏହି ସମୟ ମଧ୍ୟରେ ହୋଇଛି ମାତ୍ର ୪୯% । ଏହା ମଧ୍ୟରେ ଆଗ ଇଞ୍ଜିନ୍ ଠାରୁ ପାଇବାକୁ ଥିବା ଆୟ ମାତ୍ର ୪୪% । ଆଗରୁ ମୁଁ ପରନ୍ତୁ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲି କେମିତି କେନ୍ଦ୍ର…

Read More

ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ, ଏହାକୁ ଦୃଷ୍ଟିରେ ରଖି ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୬ ତାରିଖଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାକୁ ଦୃଷ୍ଟିରେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।…

Read More

ଫେବ୍ରୁଆରୀ ୧୮ରୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ବର: +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)। ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ଏନେଇ ସୂଚନା ଦେଇଛି ସିଏଚଏସଇ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ। ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ…

Read More

ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା

ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ  ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ…

Read More

ଆସନ୍ତାକାଲିଠୁ ବଢିବ ରାଜ୍ୟରେ ଶୀତ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ।  ଯଦିଓ ଶୀତଦିନ ଆରମ୍ଭ…

Read More

‘ସୁଭଦ୍ରା’ ଟଙ୍କା ପାଇବା ପାଇଁ ମହିଳାଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା’ ଟଙ୍କା ପାଇବା ନେଇ ବୁଧବାର ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ନିମାପଡ଼ାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ସୂଚନା ଦେଇ ପ୍ରଭାତୀ ପରିଡା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବଇଲ୍‌ ନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କ୍‌ ହୋଇ ପାରିନି । ବ୍ୟାଙ୍କ୍‌ ଆକାଉଣ୍ଟ-ଆଧାର-ମୋବାଇଲ୍‌ ନମ୍ବର ମଧ୍ୟରେ…

Read More

ସରକାରରେ ସବୁକିଛି ଠିକ୍ ଚାଲୁନାହିଁ…. କାହିଁକି ଏମିତି କହିଲେ ରୁବେନ୍ …. ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଖବର ତାଙ୍କୁ ଦେଉଛି କିଏ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ଟିମ୍ ଗଠନ କରିପାରୁନାହାନ୍ତି। ଦଳ ଭିତରେ ହେଉ କି ପ୍ରଶାସନରେ ନିଜର ଛାପ ଛାଡିବା ଭଳି ଟିମ୍ ଗଠନ କରିପାରୁ ନାହାନ୍ତି। ସେ ଭଦ୍ର ଲୋକ ଓ ସମସ୍ତଙ୍କୁ ନେଇ ଆଗକୁ ଯିବାକୁ ଚାହୁଁଛନ୍ତି। ହେଲେ ସେ ଦିଗରେ ସଫଳ ହୋଇନାହାନ୍ତି। ଦଳର ନବ ନିର୍ବାଚିତ ବିଧାୟକ, କର୍ମୀ ଓ ଦଳର କିଛି ପୁରୁଖା ନେତାଙ୍କ ଏକ ଅଦୃଶ୍ୟ ଚାପ ତାଙ୍କ ଉପରେ ରହୁଛି। ତେଣୁ ନିଷ୍ପତ୍ତି ନେବା…

Read More

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ଭୁବନେଶ୍ୱର: ରାଜ୍ୟ ସରକାର ମିନତି ବେହେରାଙ୍କୁ ଓଡିଶା ରାଜ୍ୟ ମହିଳା ଆୟୋଗ (ଓଏସସିଡବ୍ଲୁ) ର ଅଧ୍ୟକ୍ଷା ପଦରୁ ବହିଷ୍କୃତ କରିଛନ୍ତି। ଶନିବାର ମହିଳା ଏବଂ ଶିଶୁ ବିକାଶ ବିଭାଗ ବେହେରାଙ୍କୁ ଏହି ପଦବୀରୁ ହଟାଇବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା । ତେବେ ଆଜି ଅଥବା ସୋମବାର ଏହି ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳର ମହିଳା ୱିଙ୍ଗର ପୂର୍ବତନ ସଭାପତି ମିନତି ବେହେରାଙ୍କୁ ପୂର୍ବ ବିଜେଡି ସରକାର ସେପ୍ଟେମ୍ବର ୨୦୨୨ ରେ ଓଏସଡବ୍ଲ୍ୟୁର…

Read More