ଧର୍ମେନ୍ଦ୍ର-ମନମୋହନ ଛକାପଞ୍ଝା…..ମନମୋହନଙ୍କ ପଛରେ ସାଂସଦ ଲବି…..ଗୋଲକଙ୍କୁ ମାର୍କେଟକୁ ଛାଡି…ଘାଣ୍ଟୁଛନ୍ତି ମୁକୁ…

ଭୁବନେଶ୍ୱର – ସରିଛି ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ, ସରିଛି ପ୍ରବାସୀ ଭାରତୀୟ ଦିବସ। ଏଥର ଉତ୍ସବ କୈନ୍ଦ୍ରିକ ବିଜେପି ଇକୋ ସିଷ୍ଟମ ହେବ ଦଳ ମୁହାଁ। ନଜର ରହିବ ସଙ୍ଗଠନ ହାତଉଛି କିଏ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ନା ବୈଜୟନ୍ତ-ପ୍ରତାପ-ଅପରାଜିତା ଷଡଙ୍ଗୀ-ଜୁଏଲ ସମର୍ଥନ ଥିବା ମନମୋହନ ସାମଲଙ୍କ କ୍ୟାମ୍ପ। ଉତ୍ସବର ଭିଡ ଭିତରେ ସାମାନ୍ୟ ଶିଥିଳ ହୋଇଯାଇଛି ବିଜେପିର ସଭାପତି ବଛା ଖବର। ଦିନ କେଇଟା ପରେ ପରବର୍ତ୍ତୀ ସଭାପତି ଉପରୁ…

Read More

ସାଧାରଣ ଲୋକଙ୍କ ପାଇଁ ଆଉ ଦୁଇଦିନ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର : ଜନତା ମଇଦାନରେ ଆୟୋଜିତ ୧୮ ତମ ପ୍ରବାସୀ ଭାରତୀୟ ଦିବସର ଆଜି ହେଉଛି ତୃତୀୟ ବା ଉଦଜାପନୀ ଦିବସ। ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। ତେବେ ପୂର୍ବରୁ ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ ସାଧାରଣ ଲୋକଙ୍କୁ ପ୍ରବେଶର ଅନୁମତି ନଥିଲା। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀକୁ…

Read More

+୨ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଆକ୍ସନ ମୋଡରେ ଏବେ ଉଚ୍ଚ ଶିକ୍ଷା ବିଭାଗ। କପି ରୋକିବା ନେଇ ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ ଗଠନ ହେବ। କାରଣ ପୂର୍ବରୁ ରାଜ୍ୟସ୍ତରୀୟ ସ୍କ୍ୱାର୍ଡ ଗଠନ ହେଉଥିଲା ଯାହା ଫଳରେ ବିଭିନ୍ନ ଜିଲ୍ଲାରେ ସ୍କ୍ଵାଡ୍‌ ପହଞ୍ଚିପାରୁନଥିଲେ।  ଗତବର୍ଷ ପରୀକ୍ଷା ମୂଳକ ଭାବରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍‌ ଗଠନ କରି ସଫଳତା ମିଳିଥିଲା। ବଡ ବଡ ଜିଲ୍ଲାରେ ୨ଟି ଏବଂ ଛୋଟ ଜିଲ୍ଲାରେ ଗୋଟିଏ…

Read More

ବିଜେଡିର ଦରବୃଦ୍ଧି ଆନ୍ଦୋଳନ ଖବରକୁ ଧୋଇଦେବ କି ପ୍ରବାସୀ ଭାରତୀୟ ଦିବସ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ଏହି କ୍ରମରେ ପ୍ରତି ଦଳ ନିଜ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଶାସକ ବିଜେପି ଦଳର ସାଙ୍ଗଠନିକ ନିର୍ବାଚନ ଜାରି ରହିଛି। କିଛି ସପ୍ତାହ ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ। ଜାତୀୟସ୍ତରରେ ମଧ୍ୟ ବିଜେପି ନୂଆ ସଭାପତି ପାଇବ। ସେହିପରି ରାଜ୍ୟର ନୂଆ ସରକାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବାକୁ ଲାଗୁଛି। ଏସବୁ ପରେ ଏ ବର୍ଷର ସବୁଠୁ ବଡ଼ ରାଜନୈତିକ…

Read More

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ସୁବିଧା ମିଳିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬…

Read More

ସମୟ କୌଣସି ଅପରାଧକୁ ବେଶିଦିନ ଗୁପ୍ତ ରଖେନି,

ଭୁବନେଶ୍ୱର : (ବିଜୟ ସାହୁ)-ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ ନିଜକୁ ପ୍ରୋଜେକ୍ଟ କରିବାକୁ ଯାଇ ଯେଉଁ ନାଟକ ରଚିଲେ ସେଇ ନାଟକ ହିଁ ଲୋକଙ୍କୁ ଅତୀତର କଥା କୁ ତାଙ୍କ ଆଗରେ ଦର୍ପଣ ଭଳି ଥୋଇଦେଲା । ଅବଶ୍ୟ 2014ରେ ମୋଦୀ ଯେତେବେଳେ ବହୁମତ ନେଇ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରତାପ ସାରଙ୍ଗୀଙ୍କୁ କ୍ୟାବିନେଟରେ ନେବାକୁ ମାନବ ଅଧିକାର ସଙ୍ଗଠକ ମାନେ ଦିଲ୍ଲୀର କିଛିଟା ବିରୋଧ କରିଥିଲେ, କିନ୍ତୁ ତାହା ବହୁଳ ପ୍ରଚାରିତ ହେଲା ନାହିଁ। ମୋଦୀଙ୍କପ୍ରଧାନମନ୍ତ୍ରୀ…

Read More

ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…

ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି।…

Read More

ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ…

Read More