ଜାନୁଆରୀ ମାସରୁ ରାସନ କାର୍ଡରେ ମିଳିବ ଗହମ
ଭୁବନେଶ୍ୱର: ରାସନ୍ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର। ପୁର୍ବ ଭଳି ରାସନ୍ କାର୍ଡରେ ମିଳିବ ଗହମ। ଜାନୁଆରୀ ମାସରୁ ଗହମ ମିଳିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଲୋକଙ୍କ ଚାହିଦା ହିସାବରେ ଗହମ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ। ସେହିପରି ଅପରପକ୍ଷେଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ଵନ୍ଦ୍ର ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ…
