ଲୋୟର ସୁକତେଲ ପ୍ରକଳ୍ପ: ବିସ୍ଥାପିତଙ୍କ ଦୁଃଖର ଅସରନ୍ତି କାହାଣୀ
ବଲାଙ୍ଗୀର: ( ଡ଼ା. ବିଶ୍ୱଜିତ ରାୟ)-ମହାନଦୀର ଏକ ପ୍ରମୁଖ ଉପନଦୀ ସୁକତେଲ ନଦୀ ଉପରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓଡିଶାର ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଦ୍ୱୟର କେତେକ ଅଂଶକୁ ଜଳସେଚନ ଏବଂ ବଲାଙ୍ଗୀର ସହରକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ସର୍ଭେ ୧୯୭୯ ମସିହାରେ କରାଯାଇଥିଲା ଏବଂ ୧୯୯୮ରେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏହାର ପରିବେଶ ମଞ୍ଜୁରୀକୁ ଅନୁମୋଦନ କରିଥିଲା। ଯୋଜନା ଥିଲା,…
