ସ୍ପିନ ଡକ୍ଟରର୍ସ ଅପରେସନ ଟେବୁଲରେ ବୈଜୟନ୍ତ-ଵିଜୟ-ଦିଲ୍ଲୀପ
ସଙ୍ଘମ ଶରଣମ ଗଚ୍ଛାମି ଭୁବନେଶ୍ୱର: (ବିଜୟ ସାହୁ)-ଆସ୍ତେ ଆସ୍ତେ ବିଜେଡି ଆକାଶରୁ ବାଦଲ ଅପସରି ଯାଉଛି । ଡିସେମ୍ବର 26ରେ ବିଜୁ ଜନତା ଦଳର ଅଧୁନା ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରି ବୈଜୟନ୍ତ ପଣ୍ଡା ଦଳର ସଭାପତି ହେବା ପ୍ରାୟ ସୁନିଶ୍ଚିତ ହେଇ ଗଲାଣି ବୋଲି ମିଡ଼ିଆରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚା । 26 ଡିସେମ୍ବରଟି ବିଜୁ ଜନତା ପାର୍ଟି ପାଇଁ ସ୍ମୃତି ଦିବସ । ଏହି ଦିବସରେ ବିଜୁ ପରିବାରର ଦାୟାଦମାନେ ବିଜୁବାବୁଙ୍କ…
