କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ନିଯୁକ୍ତି ବୋର୍ଡ ଘୋଷଣା ???

ଭୁବନେଶ୍ୱର : (ଖଟିରୁ ଶ୍ରୀକୁମାର ଶୁକ୍ଲା )-ବିଜେଡି ସରକାର ସମୟରେ ଚାକିରୀ ବିକ୍ରି ହେଉଥିବାରୁ ଲୋକେ ରାଜ୍ୟରେ ବିଜେପି ସରକାରକୁ ଆଣିଲେ। ଅଥଚ ଏମାନେ କେବଳ ପରୀକ୍ଷା ସବୁକୁ ବାତିଲ କରି ଚାଲିଛନ୍ତି। ଏଯାଏଁ *କାହାକୁ ତ ଦଣ୍ଡ ଦେଇପାରିଲେନି ଅନ୍ତତଃପକ୍ଷେ ସିଷ୍ଟମଟାକୁ କାହିଁକି ସଜାଡୁ ନାହାଁନ୍ତି? ବିଜେଡି ବାଲାଙ୍କୁ ଦେଉଥିଲ ଆମକୁ କାହିଁକି ଦେଉନ ବୋଲି କହି ସରକାର ପରୀକ୍ଷା ସବୁ ବାତିଲ କରିଦେଉଛନ୍ତି କିି ବୋଲି ଆଜି ଖଟିରେ ଯଦୁ ଭାଇ ପଚାରିଲେ ।        …

Read More

ସବୁ ଥାଇ କାହିଁକି ଧର୍ମେନ୍ଦ୍ର ଆଜି ବିବଶ.. ଅସହାୟ….

ଭୁବନେଶ୍ୱର : (ସତ୍ୟଜିତ ମିଶ୍ର)-ଛାତିରେ ଥିଲା ଲୌହ ସାଞ୍ଜୁ। ଶତ୍ରୁ ପକ୍ଷର ଭାଲ, ତୀର, ବର୍ଚ୍ଛା ଆସି ଏ ସାଞ୍ଜୁରେ ପ୍ରତିଘାତ ଦେଉଥିଲା। ଝଣ ଝର୍ଯର ଶବ୍ଦରେ ଖସି ପଡୁଥିଲା। ସେନାପତିଙ୍କ ହାତରେ ଥିବା ଲହ ଲହ ଅଶୀ କେତେବେଳେ ସରଳ ରେଖାରେ ତ କେତେ ବେଳେ ଚକ୍ରାକାରରେ ଘୁର୍ଣ୍ଣାୟମାନ ହୋଇ ଶତ୍ରୁର ଶିର ଛେଦନ କରୁଥିଲା। ସେନାପତି ଆଗେଇ ଚାଲୁ ଥିଲେ। ଧୀରେ ଧୀରେ ପାଦ ଅବଶ ହୋଇ ପଡ଼ିଲା। କାରଣ ପିଠିରେ ଲଟକି ରହିଥିଲା…

Read More

ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ

ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ। ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ…

Read More

ଜୁଆଙ୍ଗ ପରିବାର ଯୋଜନାଠୁ ଦୂରରେ..୪ ଭିନ୍ନକ୍ଷମ ଝିଅ ହନ୍ତସନ୍ତ

କେନ୍ଦୁଝର :(ଦିଲ୍ଲୀପ ସାହୁ)- ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ନିର୍ବାଚନ ମଣ୍ଡଳୀର କୋଡିପଶା ପଞ୍ଚାୟତର ଘୁଙ୍ଗୀ ଗ୍ରାମର ନଟବର ଜୁଆଙ୍ଗ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଦୟନୀୟ ଭାବେ ରହୁଛନ୍ତି। କରୁଣ କାହାଣୀ ଏପରି କି ୪ ଝିଅ ମଧ୍ୟରୁ କେହି ବି ଚଲାବୁଲା କରି ପାରନ୍ତିନି ,ଘୋଷରି ଘୋଷରି ଯିବା ଆସିବା କରିଥାଆନ୍ତି ତେଣୁ କେହିବି ସ୍କୁଲକୁ ଯାଇନାହାନ୍ତି ବଡ଼ଝିଅ ଯମୁନା ଜୁଆଙ୍ଗ ୧୬ ବର୍ଷ, ଦ୍ୱିତୀୟ ଝିଅ ସୁନୀତା ଜୁଆଙ୍ଗ ୧୨ ବର୍ଷ,…

Read More

ଲହରୀ… ଲହରୀ…. ଓଡ଼ିଆ ସିନେମା ଆଗକୁ ଯାଉଛି ପହଁରି ପହଁରି…

ଭୁବନେଶ୍ୱର : ପ୍ରଥମ ଆଲ୍ଲେଖ୍ୟ(ଜୟନ୍ତ ସେଠ)’ଭାବିବା ଆଉ କରିବା ଭିତରେ ଅନେକ ପାର୍ଥକ୍ୟ ଅଛି I ‘ ‘ ତୁ ମୋ ଠୁ ଆଇଡ଼ିଆ ନେଇ କିଛି କଲୁ, ମୁଁ ଵି ସେମିତି ଆଉ କାହାଠୁ ଆଇଡ଼ିଆ ନେଇ ବ୍ୟବସାୟ କରୁଛି ‘ ଏବେ ଏବେ ଖେଳୁଥିବା ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜିତ ଏବଂ କ୍ଳାସିକ ଆଇଡ଼ିଆ ମାଷ୍ଟର ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶିତ ଓଡ଼ିଆ ସିନେମା ‘ ଲହରୀ ‘ର ଏଇ କେଇ ପଦ ସଂଳାପରେ ଦୃଷ୍ଟିଭଙ୍ଗୀର ଗଭୀରତା…

Read More

ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ? ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦…

Read More

ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଥିଲେ, ଗଳିଲା ଛାତ ସିଲିଂ.. ଉଚ୍ଚ ସ୍ତରୀୟ ତଦନ୍ତ ଦାବି।

କେନ୍ଦୁଝର : ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଆସି ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁଖ୍ୟ ଅତିଥି ହେବା ସହ ଜିଲ୍ଲାର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ। ଯେ ହେତୁ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ତେଣୁ କେନ୍ଦୁଝର ସହରକୁ ସ୍ୱତନ୍ତ୍ର…

Read More

Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ…

Read More