ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More

AI ଦୂରୁପଯୋଗ : ଭୟଭୀତ ମହିଳା; ଚିନ୍ତା ବଢ଼ାଇଲାଣି ଡିପ୍‌ଫେକ୍‌ ଫଟୋ, ଭିଡିଓ … Viral ଡ଼ର

ଭୁବନେଶ୍ବର(ଐଶ୍ଵର୍ଯ୍ୟା ପରିଜା): ଡିଜିଟାଲ ଯୁଗରେ ସବୁକିଛି ହାତ ପାହାନ୍ତାରେ ମିଳୁଛି । ଯାହା ସାଧାରଣ ଜୀବନକୁ ଯେତିକି ସହଜ କରିଛି ସେତିକି ବିପଦ ମଧ୍ୟ ବଢାଇଛି । ଡିଜିଟାଲ ଯୁଗରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଆଜିର ପ୍ରଯୁକ୍ତିବିଦ୍ୟା କେତେବେଳେ ସଶକ୍ତିକରଣ ତ ଆଉ କେତେବେଳେ କାହା ପାଇଁ ଶୋଷଣର ମାଧ୍ୟମ ସାଜିଛି । ସାଇବର ଧମକ, ଡିଜିଟାଲ ଷ୍ଟକିଂ, ସୋସିଆଲ ମିଡ଼ିଆ ଟ୍ରୋଲ, ବ୍ୟକ୍ତିଗତ ଡାଟାର ଦୁରୂପଯୋଗର ଶିକାର ହେଉଛନ୍ତି । ବିଶେଷ କରି ଏବେ…

Read More

୧୩ ଦଫା ଦାବି : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ବିଧାନସଭା ସମ୍ମୁଖରେ ଧାରଣା

ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟ ସଂଘର ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ୮୦ ରୁ ଅଧ‌ିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାନକୁ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଏହି ସମସ୍ୟାଗୁଡିକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷଙ୍କ ସ୍ୱର ଆଜି ଗୋଟିଏ ସ୍ବର ପାଲଟିଛି, “ଆମର ଦାବି ସରକାର ମାନି ନିଅନ୍ତୁ” । ସୂଚନା ଯୋଗ୍ୟ ଯେ, ଓଡ଼ିଶାର…

Read More

ବାରବାଟୀ ଆମ କ୍ରିକେଟ ଐତିହ୍ୟ…. ଜୟ ଯାତ୍ରା…..

କଟକ : (ଚିତ୍ତ ରଞ୍ଜନ ମହାନ୍ତି)-ବାରବାଟୀ ଷ୍ଟାଡ଼ିୟମ୍ ପୁଣିଥରେ ଖବରରେ ରହିଛି, କାରଣ ଡିସେମ୍ବର ୯ ତାରିଖରେ ଏଠାରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଆୟୋଜିତ ହେବ।ଏହି ମ୍ୟାଚ୍ ଓଡ଼ିଶାର କ୍ରୀଡ଼ା ପ୍ରେମୀମାନଙ୍କୁ ନୂଆ ଉତ୍ସାହ ପ୍ରଦାନ କରିବ ଓ ଷ୍ଟାଡ଼ିୟମ୍ର ଐତିହ୍ୟକୁ ଆହୁରି ଉଜ୍ଜ୍ୱଳ କରିବ। ବାରବାଟୀ ଷ୍ଟାଡ଼ିୟମ୍: ଓଡ଼ିଶାର କ୍ରୀଡ଼ା ଇତିହାସର ଏକ ଅମର ଅଧ୍ୟାୟକଟକର ହୃଦୟସ୍ଥଳୀରେ ଅବସ୍ଥିତ ବରବାଟୀ ଷ୍ଟାଡ଼ିୟମ୍ ଓଡ଼ିଶାର କ୍ରୀଡ଼ା ଜଗତର ଏକ ପ୍ରତୀକ। ଏହା କେବଳ…

Read More

ଲୋକ ସେବକ ନବକୃଷ୍ଣ ଚୌଧୁରୀ :
କିଛି କଥା ଅନେକ ବ୍ୟଥା

ଭୁବନେଶ୍ୱର : (ବିଜୟ ସାହୁ)-1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ  ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଚାପରେ ଓଡ଼ିଶାର ଷଢ଼େଇକଳା -ଖରସୁଆଁ ବିହାରରେ ମିଶିଯିବ ।କିଛି ଛାତ୍ର ନେତା ନବବାବୁଙ୍କୁ ଭେଟିବାକୁ ଚାହିଁଲେ । କିନ୍ତୁ…

Read More

RSS@100 ଓଡ଼ିଶାରେ କେମିତି ହିନ୍ଦୁତ୍ୱ ରାଜନୀତି ପ୍ରବେଶ କଲା ?

ଭୁବନେଶ୍ୱର :(ବିଜୟ ସାହୁ)-ଇତିହାସ, ଲୋକକଥା ଓ ମାଦଳା ପାଞ୍ଜି ସୂତ୍ରରୁ ଜଣା ପଡେ ଓଡ଼ିଶାର ଦାଣ୍ଡମୁକୁନ୍ଦ ଗାଁର ବିଧବା ବ୍ରାହ୍ମଣୀ ଲଳିତା ହେଉଛନ୍ତି ପ୍ରଥମ ମୁସଲିମ ଓ ତାଙ୍କର ପୁତ୍ର ଲାଲ ବେଗଙ୍କ ପୁତ୍ର ହେଉଛନ୍ତି ସାଲବେଗ । ସେମିତି କଟକ ଜିଲ୍ଲାର ଜଣେ ବ୍ରାହ୍ମଣ ଗଙ୍ଗାଧର ଷଡଙ୍ଗୀ ହେଉଛନ୍ତି ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିୟାନ । ଉପରୋକ୍ତ ଦୁଇ ଧର୍ମାନ୍ତର ଘଟଣା ଯଥାକ୍ରମେ ସପ୍ତଦଶ ଶତାବ୍ଦୀ ଓ ଉନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ଵିତୀୟ ଦଶକରେ ଘଟିଥିଲା…

Read More

କଂଗ୍ରେସ କିଛି ବୁଝି ପାରୁନି

ନୂଆଦିଲ୍ଲୀ : (ବିଜୟ ସାହୁ) – ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶା ଉପନିର୍ବାଚନ ଫଳାଫଳ ପରେ ମହା ଗଠବନ୍ଧନ ନେତା ଓ କଂଗ୍ରେସ ଲୋକସଭାରେ ବିରୋଧୀ ଦଳ ନେତା ବିହାର ଭୋଟରଙ୍କୁ ଅଭିନନ୍ଦନ ଜଣେଇଲେ ଓ ମହା ଗଠବନ୍ଧନ କାହିଁକି ନିର୍ବାଚନରେ ଅସଫଳ ହେଲେ ତାହା ମିଶି କିରି ସମୀକ୍ଷା କରିବେ ବୋଲି ବିବୃତି ଦେଲେ ।ତାଙ୍କର X -A/C ରେ ବିବୃତି ଟି ନିମ୍ନ ପ୍ରକାର –“ମୁଁ ବିହାରର ସେହି କରୋଡ଼ ମତଦାତାଙ୍କୁ ହାର୍ଦ୍ଦିକ…

Read More

ମୁକ୍ତା ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମରେ ଆଲୋକର ପର୍ବ ଦୀପାବଳି ପାଳିତ

(ମୁକ୍ତା ଫାଉଣ୍ଡେସନର ଶୁଭାରମ୍ଭ) ଭୁବନେଶ୍ୱର : ଆଡ଼ମ୍ବର କି ସାଜସଜ୍ଜା ନଥିଲା କିନ୍ତୁ ଆନନ୍ଦ ଓ ଉଲ୍ଲାସର ସହିତ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀ ଶ୍ରୀ ମା’ ଆନନ୍ଦ ଆଶ୍ରମ ପରିସରରେ ପିଲାମାନଙ୍କ ସହିତ ଦୀପାବଳି ପାଳନ ସହିତ ଆନୁଷ୍ଠାନିକ ଭାବରେ ଫାଉଣ୍ଡେସନର ଶୁଭାରମ୍ଭ ହୋଇଯାଇଛି। ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ଟ୍ରଷ୍ଟି ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ଫାଉଣ୍ଡେସନର ଉପଦେଷ୍ଟା ନମ୍ରତା ଚଢ଼ା, ସମାଜସେବୀ ନିବେଦିତା ଲେଙ୍କା,…

Read More

RSS @100: କଟକ ବିବାଦ ଏକ ଦୀର୍ଘମିଆଦୀ ପରୀକ୍ଷଣ

ଭୁବନେଶ୍ୱର :(ବିଜୟ ସାହୁ)-କିଛି ବନ୍ଧୁ ଏପରି କି ଯେଉଁମାନେ ବିଜେପି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସାମ୍ପ୍ରତିକ କ୍ରିୟାକଳାପ ଉପରେ ଅସନ୍ତୁଷ୍ଟ କିମ୍ବା ବିରୋଧୀ ସେମାନଙ୍କ କଟକ ଦଶହରା ମେଢ଼ ଭଷାଣିକୁ କେନ୍ଦ୍ରକରି ଯେଭଳି ପରିସ୍ଥିତି ସୃଷ୍ଟି ହେଲା ତାହାକୁ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ଚଷମାରେ ଦେଖୁଛନ୍ତି। ଏ କ୍ଷେତ୍ରରେ ଭିନ୍ନ ଭିନ୍ନ ମତ ସୋସିଆଲ ମିଡିଆ ଅଥବା ଟିଭି ସାକ୍ଷାତକାର / ୱେବ ଚାନେଲରେ ଦେଉଛନ୍ତି।ଗୋଟିଏ ଗୋଷ୍ଠୀଙ୍କ ମତ ହେଲା ମୋହନ ସରକାରଙ୍କ…

Read More

ନୂଆପଡା : ନ ଦେଖିଲା ଓଉ ଛ ଫଡା , ଅଯଥାରେ ବାଉଳା ହେଉଛନ୍ତି କି?

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ନୂଆପଡା ନିର୍ବାଚନର ଫଳ ଯାହା ହେଉ ନାହିଁ ନା କାହିଁକି, ଏହାର ଓଡିଶା ରାଜନୀତି ଉପରେ ଜିରୋ ପ୍ରଭାବ ପଡିବ । ସରକାରର ସ୍ଥିରତା ଉପରେ ଜିରୋ ପ୍ରଭାବ । ୨୦୨୯ ବିଧାନସଭା ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ କାରଣ ୨୦୨୯କୁ ଲମ୍ବା ସମୟ ବାକି ଅଛି । ଓଡିଶାର ଅର୍ଥନୀତି, ଏପରିକି ନୂଆପଡାର ଅର୍ଥନୀତି ଉପରେ ଏହାର ପ୍ରଭାବ ଜିରୋ ରହିବ ।‌ କୌଣସି ଫିଲ୍ମଷ୍ଟାର, କ୍ରିକେଟ…

Read More