ରାସନ୍ କର୍ଡରୁ ବାଦ୍ ପଡିଲେ ୮୪,୭୫୭ ହିତାଧିକାରୀ
ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ। ବିଧାୟକ ଅଶ୍ଵିନ ପାତ୍ରଙ୍କ ପ୍ରଶ୍ନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଈ କହିଛନ୍ତି ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ଖାଦ୍ୟ ସୁରକ୍ଷା ଯୋଜନାରୁ ୮୪,୭୫୭ ହିତାଧିକାରୀ ବାଦ୍ ପଡିଛନ୍ତି।ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ୮୪,୭୫୭ ହିତାଧିକାରୀଙ୍କୁ ରାସନ୍ କାର୍ଡୁ ବାଦ୍ ଦିଆଯାଇଛି। ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାସନ ବନ୍ଦ କରାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ…
