ସହର ପରିସ୍ଥିତିକୁ ନେଇ ଗଠିତ ହେଲା କଟକ ଶାନ୍ତି ସଦଭାବନା ସମିତି କଟକ ଭାଇଚାରାର ସହର : ଏଠାରେ ହିଂସାର ସ୍ଥାନ ନାହିଁ . କଟକ :  କଟକ ହଜାର ବର୍ଷର ଐତିହାସିକ ସହର I କଟକର ଭାଇଚାରା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇ ଛିଡା ହୋଇଛି l ଏହାର ଇତିହାସରେ ଦଙ୍ଗାର ସ୍ଥାନ ନାହିଁ, ଦୂର୍ଗା ପୂଜା ଭଷାଣୀ ସମୟରେ ହୋଇଥିବା ଏକ ଦୁର୍ଘଟଣା ପାଇଁ କଟକ ନିନ୍ଦିତ ହୋଇଛି l ଏହାକୁ ଆଉ…

Read More

ଗାନ୍ଧୀ ବିଚାର ଏକ ଅଲିଭା ଦୀପଶିଖା

ଭୁବନେଶ୍ୱର: (ପ୍ରହଲାଦ କୁମାର ସିଂହ): -‘ମୁଁ ଓ ଅନ୍ୟମାନେ ବିପ୍ଲବୀ ହୋଇପାରୁ; କିନ୍ତୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମେମାନେ ହେଉଛୁ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ’ – ମହାନ ବିପ୍ଲବୀ ତଥା ଭିଏତନାମର ଦୀର୍ଘବର୍ଷ ଧରି ରାଷ୍ଟ୍ରପତି ଥିବା ହୋ ଚି ମିନ୍‍ଙ୍କର ଏହା ହେଉଛି ଉଦ୍‍ଘୋଷଣା । ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ପ୍ରଭାବରେ ଦେଶ ବିଦେଶର ବହୁ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି । ତାଙ୍କ ପଥରେ ଚାଲି ମାର୍ଟିନ୍‍ ଲୁଥର କିଙ୍ଗ୍‍, ନେଲସନ୍‍ ମଣ୍ଡେଲା, ଅଙ୍ଗ…

Read More

କୁଆଡେ ଗଲା ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ନିଯୁକ୍ତି ବୋର୍ଡ ଘୋଷଣା ???

ଭୁବନେଶ୍ୱର : (ଖଟିରୁ ଶ୍ରୀକୁମାର ଶୁକ୍ଲା )-ବିଜେଡି ସରକାର ସମୟରେ ଚାକିରୀ ବିକ୍ରି ହେଉଥିବାରୁ ଲୋକେ ରାଜ୍ୟରେ ବିଜେପି ସରକାରକୁ ଆଣିଲେ। ଅଥଚ ଏମାନେ କେବଳ ପରୀକ୍ଷା ସବୁକୁ ବାତିଲ କରି ଚାଲିଛନ୍ତି। ଏଯାଏଁ *କାହାକୁ ତ ଦଣ୍ଡ ଦେଇପାରିଲେନି ଅନ୍ତତଃପକ୍ଷେ ସିଷ୍ଟମଟାକୁ କାହିଁକି ସଜାଡୁ ନାହାଁନ୍ତି? ବିଜେଡି ବାଲାଙ୍କୁ ଦେଉଥିଲ ଆମକୁ କାହିଁକି ଦେଉନ ବୋଲି କହି ସରକାର ପରୀକ୍ଷା ସବୁ ବାତିଲ କରିଦେଉଛନ୍ତି କିି ବୋଲି ଆଜି ଖଟିରେ ଯଦୁ ଭାଇ ପଚାରିଲେ ।        …

Read More

ସବୁ ଥାଇ କାହିଁକି ଧର୍ମେନ୍ଦ୍ର ଆଜି ବିବଶ.. ଅସହାୟ….

ଭୁବନେଶ୍ୱର : (ସତ୍ୟଜିତ ମିଶ୍ର)-ଛାତିରେ ଥିଲା ଲୌହ ସାଞ୍ଜୁ। ଶତ୍ରୁ ପକ୍ଷର ଭାଲ, ତୀର, ବର୍ଚ୍ଛା ଆସି ଏ ସାଞ୍ଜୁରେ ପ୍ରତିଘାତ ଦେଉଥିଲା। ଝଣ ଝର୍ଯର ଶବ୍ଦରେ ଖସି ପଡୁଥିଲା। ସେନାପତିଙ୍କ ହାତରେ ଥିବା ଲହ ଲହ ଅଶୀ କେତେବେଳେ ସରଳ ରେଖାରେ ତ କେତେ ବେଳେ ଚକ୍ରାକାରରେ ଘୁର୍ଣ୍ଣାୟମାନ ହୋଇ ଶତ୍ରୁର ଶିର ଛେଦନ କରୁଥିଲା। ସେନାପତି ଆଗେଇ ଚାଲୁ ଥିଲେ। ଧୀରେ ଧୀରେ ପାଦ ଅବଶ ହୋଇ ପଡ଼ିଲା। କାରଣ ପିଠିରେ ଲଟକି ରହିଥିଲା…

Read More

ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ

ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ। ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ…

Read More

ଜୁଆଙ୍ଗ ପରିବାର ଯୋଜନାଠୁ ଦୂରରେ..୪ ଭିନ୍ନକ୍ଷମ ଝିଅ ହନ୍ତସନ୍ତ

କେନ୍ଦୁଝର :(ଦିଲ୍ଲୀପ ସାହୁ)- ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ନିର୍ବାଚନ ମଣ୍ଡଳୀର କୋଡିପଶା ପଞ୍ଚାୟତର ଘୁଙ୍ଗୀ ଗ୍ରାମର ନଟବର ଜୁଆଙ୍ଗ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଦୟନୀୟ ଭାବେ ରହୁଛନ୍ତି। କରୁଣ କାହାଣୀ ଏପରି କି ୪ ଝିଅ ମଧ୍ୟରୁ କେହି ବି ଚଲାବୁଲା କରି ପାରନ୍ତିନି ,ଘୋଷରି ଘୋଷରି ଯିବା ଆସିବା କରିଥାଆନ୍ତି ତେଣୁ କେହିବି ସ୍କୁଲକୁ ଯାଇନାହାନ୍ତି ବଡ଼ଝିଅ ଯମୁନା ଜୁଆଙ୍ଗ ୧୬ ବର୍ଷ, ଦ୍ୱିତୀୟ ଝିଅ ସୁନୀତା ଜୁଆଙ୍ଗ ୧୨ ବର୍ଷ,…

Read More

ଲହରୀ… ଲହରୀ…. ଓଡ଼ିଆ ସିନେମା ଆଗକୁ ଯାଉଛି ପହଁରି ପହଁରି…

ଭୁବନେଶ୍ୱର : ପ୍ରଥମ ଆଲ୍ଲେଖ୍ୟ(ଜୟନ୍ତ ସେଠ)’ଭାବିବା ଆଉ କରିବା ଭିତରେ ଅନେକ ପାର୍ଥକ୍ୟ ଅଛି I ‘ ‘ ତୁ ମୋ ଠୁ ଆଇଡ଼ିଆ ନେଇ କିଛି କଲୁ, ମୁଁ ଵି ସେମିତି ଆଉ କାହାଠୁ ଆଇଡ଼ିଆ ନେଇ ବ୍ୟବସାୟ କରୁଛି ‘ ଏବେ ଏବେ ଖେଳୁଥିବା ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜିତ ଏବଂ କ୍ଳାସିକ ଆଇଡ଼ିଆ ମାଷ୍ଟର ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶିତ ଓଡ଼ିଆ ସିନେମା ‘ ଲହରୀ ‘ର ଏଇ କେଇ ପଦ ସଂଳାପରେ ଦୃଷ୍ଟିଭଙ୍ଗୀର ଗଭୀରତା…

Read More

ଖାଲି ଟ୍ରମ୍ପ ଆଉ ବିଦେଶକୁ ଦୋଷ ଦେଲେ ହେବନି

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )- ମୁଁ ଟ୍ରମ୍ପଙ୍କୁ ଦୋଷ ଦେବି ନାହିଁ କି ଚାଇନାକୁ ଦୋଷ ଦେବି ନାହିଁ । ସେମାନେ ଯାହା କରନ୍ତି ସେମାନଙ୍କ ଦେଶ ସ୍ବାର୍ଥରେ କରନ୍ତି । କିନ୍ତୁ ଆମ ଦେଶର ସରକାର ? ଆମର ଚଳନ୍ତି ସରକାର ଆସିବା ପରଠାରୁ ଆମଦାନୀ ଉପରେ ସର୍ବାଧିକ ତାରିଫ୍ ଲଗାଇଛି । ତଥାପି ଏ ସରକାର ସମୟରେ ଚାଇନା ସହିତ ଆମର ବାଣିଜ୍ୟ ନିଅଣ୍ଟ ପ୍ରାୟ ୪୮ ବିଲିଅନ୍ ଡଲାରରୁ ପ୍ରାୟ ୧୦୦…

Read More

ପ୍ରକୃତି, ପରିବେଶ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢେ଼ଇ ଜାରି ରହିବ

କାଶୀପୁର,  ୦୯/୦୮: ରାୟଗଡ଼ା ଜିଲ୍ଲା ପ୍ରଶାସନର ସମସ୍ତ ନିଷେଧାଦେଶକୁ ଭ୍ରୁକ୍ଷେପ ନକରି ସିଜିମାଳି ଅଞ୍ଚଳରେ ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।  ମା’ ମାଟି ମାଳି ସୁରକ୍ଷା ମଞ୍ଚ ଆହ୍ୱାନରେ ଆଜି ସହସ୍ରାଧିକ ଆଦିବାସୀ ଓ ଦଳିତ ଅଧିବାସୀ ଶାଗବାରି ର ପୋଡ୍ ବନ୍ଧା ଘାଟିରେ ବିଶ୍ଵ ଆଦିବାସୀ ଦିବସ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମ ପ୍ରସ୍ତୁତି ସମୟରେ ହଠାତ୍ ଗୋଟିଏ ଡ୍ରୋନ୍ ଲୋକଙ୍କ ଉପରେ ଉଡ଼ି ଆସିବା ଏବଂ ବିଶ୍ୱ ଆଦିବାସୀ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More