ରାଜ୍ୟ ବିଜେପିର କେଉଁ ସବୁ ପ୍ରସଙ୍ଗ ଗୌହାଟିରେ ହେଲା ଆଲୋଚନା ……

ଗୌହାଟି : ସବୁ ରାଜ୍ୟରେ ଇଡି, ସିବିଆଇ, ଆୟକର ବିଭାଗ ଜୋରଦାର ଚଢଉ ହେଉଛି। ମାତ୍ର ଓଡ଼ିଶାରେ ସେପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଶାହ ଓଡ଼ିଶା ଆସିବା ନାଁ ଧରୁନାହାନ୍ତି। ରାଜ୍ୟ ବିଜେପି ରାସ୍ତାକୁ ବାହାରିଲା ବେଳକୁ କେନ୍ଦ୍ର ବିଜେପି କଣ ନିର୍ଦ୍ଦେଶ ଦେବ ସେ ନେଇ ସ୍ପଷ୍ଟତା ଆସୁନି। ଗୋଟିଏ ସରକାର ବିରୋଧରେ ଦୁଇ ଦଶନ୍ଧିର ଶାସକ ବିରୋଧି ହାଓ୍ୱାର ରହିଛି। ଏଥିସହ ବିଜେଡିରେ ଅସନ୍ତୋଷ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ତାଲିକା, ରେଭେନ୍ସା ଶୀର୍ଷରେ

ଗୁରୁବାର ଚଳିତ ଶିକ୍ଷାବର୍ଷ(୨୦୨୩-୨୪) ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେଧା ତାଲିକା ସାର୍ବଜନୀନ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟର ସମସ୍ତ କଲେଜକୁ ପଛରେ ପକାଇ ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୭ ରୁ ଆରମ୍ଭ ହୋଇ ଆସନ୍ତା ୧୩…

Read More

ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅଟକ ରଖିଲେ ପାରା ମେଡିକାଲ, ନର୍ସିଂ କର୍ମଚାରୀ

କଟକ: ଓଡ଼ିଶା ସରକାରଙ୍କ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ତଥା ସୋନପୁରର ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଗୁରୁବାର କଟକରେ ହଟହଟା ହେବାକୁ ପଡିଛି। କଟକ ସ୍ଥିତ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗସ୍ତରେ ଥିବା  ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରି ଅଟକ ରଖିବା ଲକ୍ଷ୍ୟ ରଖାଯାଇଥିଲା। ସେମାନଙ୍କ ପକ୍ଷରୁ ଏକାଧିକ ଦାବି ଓ ତାହାର ତୁରନ୍ତ ସମାଧାନ ପ୍ରତିଶ୍ରୁତି ନେଇ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଅଟକ…

Read More

ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର

ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ…

Read More

ଓଡ଼ିଶାରୁ କାହାକୁ ମନ୍ତ୍ରୀ କରିବେ ମୋଦି, ଶାହା… ପଦ ପାଇଁ କିଏ ଲବିରେ…

ଭୁବନେଶ୍ୱର : ବିଜେପି ଶାସନରେ ନଅ ବର୍ଷ ପୂରଣ କରିଛି। ଆଉ ଶାସନକୁ ନଅ ମାସ ସମୟ ରହିଛି। ଆଗାମୀ ରଣନୀତିକୁ ଦୃଷ୍ଟିରେ ରଖି ବିଜେପି ବ୍ୟାପକ ଅଦଳବଦଳ କରିବାକୁ ଯାଉଛି। ଏହି କ୍ରମରେ ମଙ୍ଗଳବାର ଏକାଧିକ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି। ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡିଛି। ଏହି କ୍ରମରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯିବ ବୋଲି ଜଣାପଡିଛି। ହେଲେ କାହାକୁ କରାଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଘଟିଥିଲା ବାହାନଗା ରେଳ ଦୁର୍ଘଟଣା

ବାଲେଶ୍ବର : ଗତ ମାସ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା  ମର୍ମନ୍ତୁଦ ଦୁର୍ଘଟଣାରେ  ଏପର୍ଯ୍ୟନ୍ତ  ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।  ତେବେ ଏହାରି ଭିତରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିଗନାଲ୍ ଓ ଟେଲିକମ୍‌ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍‌ଏସ୍‌)…

Read More

ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

ବିଶ୍ୱକପ୍ ମ୍ୟାଚ ପାଇଲାନି ବାରବାଟୀ, କ୍ଷତି ଭରଣା ପାଇଁ ଚେଷ୍ଟା କରୁଛି ଓସିଏ

କଟକ :  ଓଡ଼ିଶା କ୍ରୀଡ଼ା ରାଜଧାନୀ। ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ବିଶେଷ ସ୍ଥାନ। ହେଲେ କ୍ରିକେଟ ପାଗଳ ଭାରତବର୍ଷରେ ଅଢେଇ ମାସ ପରେ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଃଖର ବିଶୟ ଅତୀତରେ ଏକାଧିକ ବିଶ୍ୱକପ୍ ମ୍ୟାଚ ଆୟୋଜନ କରିଥିବା କଟକର ବାରବାଟୀ ଷ୍ଟାଡିୟମ ଏଥିରୁ ବଞ୍ଚିତ ହୋଇଛି। ଏହା ରାଜ୍ୟର କ୍ରିକେଟ ପ୍ରେମୀଙ୍କୁ କଷ୍ଟା ଦେଇଛି। ଏନେଇ ବହୁ ପୂର୍ବତନ ରଣଜୀ ଖେଳାଳି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଅପରାଗତାକୁ ଦାୟୀ କରିଛନ୍ତି।  ରାଜ୍ୟ…

Read More

ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ।…

Read More