ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ
ଭୁବନେଶ୍ୱର : କେଉଁ ଧର୍ମାନୁଷ୍ଠାନର ବିକାଶ କେମିତି ହେବ ସେକଥା ଲୋକେ ପ୍ରସ୍ତାବ ଦେବେ । ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି । ନୂଆ ଯୋଜନା “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକାରୀ କରିବା ପାଇଁ…
