କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର, ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ନେଉଛନ୍ତି ନିଷ୍ପତ୍ତି ….
ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଗସ୍ତ କାର୍ଯ୍ୟକ୍ରମ ଇତି ମଧ୍ୟରେ ଅହେତୁକ ବହୁତ ବୃଦ୍ଧି ପାଇଛି । ଯାହାକି ସ୍ଥାନୀୟ ଏବଂ ରାଜ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି। ।ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକସଭାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଆଲୋଚନା ଜୋର ଧରିଛି । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜାରି ରହିଛି। ତେଣୁ କୌଣସି ଗୋଟିଏ ଆସନ ସ୍ଥିର…
