ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…

Read More

ଟିପିଏସ୍ଓଡିଏଲ ପକ୍ଷରୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି

ଭଞ୍ଜନଗର : ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ସେଥିପାଇଁ ଟ୍ରାନ୍ସଫର୍ମରର କ୍ଷମତା ବଢ଼ାଇ ଦିଆଯାଇଛି। ଏହି କ୍ରମରେ ଗମୁଣ୍ଡି ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମରର କ୍ଷମତା 100 କେଭିରୁ 250 କେଭିକୁ ବୃଦ୍ଧି କରାଯାଇଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ଅସୁବିଧା ଦୂର ହୋଇ ପାରିବ। ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ…

Read More

ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବା ପାଇଁ ମେୟର ସୁଲୋଚନା ଦାସ ନିର୍ଦ୍ଦଶ ଦେଇଛନ୍ତି ।ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ ମିଳିବା ସହ ,ଯୋନସ୍ତରରେ ଖୋଲାଯିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ…

Read More

ଅଘରୀଆ ସମାଜକୁ ପ୍ରାଥମିକତା

ଭୁବନେଶ୍ୱର : ଅଘରୀଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ…

Read More

ବିଜେପିକୁ ଝଟକା, ଦଳ ଛାଡିଲେ ଝାରସୁଗୁଡା ଜିଲ୍ଲା ସଭାପତି

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ସପ୍ତାହ ବାକି ରହିଛି l ହେଲେ ଏହା ପୂର୍ବରୁ ବୁଧବାର ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଶକ୍ତ ଝଟକା ଲାଗିଛି। ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଦଳୀୟ…

Read More

ବନ୍ୟପ୍ରାଣୀ ଆକ୍ରମଣ କ୍ଷୟକ୍ଷତି ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷ ମଧ୍ୟରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି। ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପଶୁ ମାନଙ୍କର ମଧ୍ୟ ପ୍ରାଣ ହାନି ଘଟୁଛି।  ଯାହାଦ୍ବାରା କ୍ଷତିଗ୍ରସ୍ତ ପରିବାର ନିଜ  ପ୍ରିୟଜନମାନଙ୍କୁ ହରାଇବାସହ କ୍ଷତି ସହି ଗଭୀର ମାନସିକ ଚାପରେ ରହିଥାନ୍ତି। ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ପାଇଁ ସହାୟତା ରାଶିରେ…

Read More

ଗ୍ରୀଷ୍ମ ଋତୁରେ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ

ରାୟଗଡା: ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ରାୟଗଡ଼ା ଜିଲ୍ଲାର ବିଷମକଟକ ନିକଟରେ ସେଥିପାଇଁ ଟ୍ରାନ୍ସଫର୍ମର ନିୟମିତ ଯାଞ୍ଚ ଓ ମରାମତି କରାଯାଉଛି। ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ ମାନଙ୍କୁ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ଏପରି ପଦକ୍ଷେପ ନେଉଛି ।

Read More

ରାଜ୍ୟର କାଳବୈଶାଖି ସମ୍ଭାବନା ନେଇ ୭ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର ; ରାଜ୍ୟରେ କା‌ଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି ।  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସକାଳୁ ଆକାଶ ମେଘାଛନ୍ନ ରହିଛି ।   ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ୭ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରିକରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।  କେନ୍ଦ୍ରାପଡ଼ା, ବୌଦ୍ଧ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି,…

Read More

କୃଷିଜାତ ସାମଗ୍ରୀର ବଜାର ସୁବିଧା:ଓଏସଏଏମ ବୋର୍ଡ ଓ ଆଇସିଆରଆଇଏସ୍ଏଟି ମଧ୍ୟରେ ରାଜିନାମା

ଭୁବନେଶ୍ୱର, ୨/୫-(ବ୍ୟୁରୋ ) : ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ୮୦୦ ଏଫ୍ପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଏବଂ ହାଇଦ୍ରାବାଦ ସ୍ଥିତ…

Read More

ବାତ୍ୟାର ଗତି ଜଟିଳ, ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨/୫ (ବ୍ୟୁରୋ ): ବଙ୍ଗୋପସାଗରରେ ମେ  ମାସ ରେ  ବାତ୍ୟାର ଆସି ଥାଏ l ଗତ  ତିନି  ବର୍ଷ  ମଧ୍ୟରେ   ଓଡିଶା  ମଧ୍ୟ   ମେ  ମାସ  ବାତ୍ୟାର  ସମ୍ମୁଖିନ  ହୋଇଛି  l ଏ  ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର  ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଗ୍ରୀଷ୍ମ ଋତୁ ର ବାତ୍ୟା   ସମ୍ପର୍କରେ ଆଲୋଚନା  କରିଥିଲେ ଗ୍ରୀଷ୍ମ  ରୁତୁ  ବାତ୍ୟା ର ର  ଗତି  ଜଟିଳ।   ଫନି   ବାତ୍ୟା  ସମ୍ପର୍କରେ  ସ୍ମରଣ  କରି …

Read More