ଗୌରବ ଗୋଗେଇ ଲୋକସଭାରେ କଂଗ୍ରେସର ଉପ ନେତା…

ନୂଆଦିଲ୍ଳୀ: କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ…

Read More

ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡୀ ମାଡ଼….କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ…ତାହା ଉପରେ ରହିବ ନଜର …..

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପଦରୁ ବିଦା ହୋଇ ପାରନ୍ତି ରଘୁବର ଦାସ। ନିଜ ପୁଅଙ୍କ କଳାକରାନାମା ରଘୁବରଙ୍କ ଆଗାମୀ ଦିନର ରାଜନୈତିକ ଆକାଂକ୍ଷା ଉପରେ ରୋକ୍ ଲଗାଇପାରେ। ରଘୁବରଙ୍କ ପୁଅଙ୍କ ନାମରେ ଆସିଥିବା ଅଭିଯୋଗ ଯଦି ସତ ହୋଇଥାଏ, ତେବେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।  ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି  ଏକ ସଙ୍ଗୀନ ଅଭିଯୋଗ । ନିଜର ୫ଜଣ ସହଯୋଗୀଙ୍କ ସହ ମିଶି ବିଳମ୍ବିତ ରାତ୍ରିରେ ଓଡ଼ିଶା ସଚିବାଳୟ ସେବାର ଜଣେ…

Read More

କ୍ୟାବିନେଟ୍ ବୈଠକରେ ଏହି ସବୁ ନିଷ୍ପତି ଉପରେ ବାଜିଲା ମୋହର ଜାଣନ୍ତୁ…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର ଉନ୍ନତି, ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପ୍ରସାର, ଏବଂ ମୌଳିକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି।…

Read More

ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ହାତେଇବେ କିଏ …….ମନମୋହନ ମାନିବେ ତ……

ଭୁବନେଶ୍ୱର :  ବିଜେପି ନେତା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଯୋଜନା ବୋର୍ଡର ପୁର୍ନଗଠନ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ହେବାରେ ଲାଗିଛି।  ଏଥିରେ ସ୍ଥାନ ପାଇବାପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଲବି ମଧ୍ୟ ଆରମ୍ଭ କରିସାରିଛନ୍ତି। ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ପାଇଁ କେତେକ ହେଭି୍ୱେଟଙ୍କ ନାଁ ଚର୍ଚ୍ଚା ହେଉଛି, ସେହିପରି…

Read More

ବ୍ରିଟେନରେ ହାରିଲେ ଋଷି ସୁନକ, ବହୁମତରେ ସରକାର ଗଢ଼ିଲା ଲେବର ପାର୍ଟି…

ବ୍ରିଟେନ ହୋଇଥିବା ସାଧାରଣ ନିର୍ବାଚନରେ ଋଷି ସୁନକଙ୍କୁ ହରାଇ ବାଜି ମାରିଲେ କେର୍‍ ଷ୍ଟାର୍ମରଙ୍କ ।  ଲେବର ପାର୍ଟିର ଏକ ବଡ଼ ବିଜୟ ପରେ କେର୍‍ ଷ୍ଟାର୍ମରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଯାହା ଫଳରେ ଭାରତୀୟ ମୂଳର ଋଷି ସୁନକ ଆଉ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବେ ନାହିଁ ।  ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର…

Read More

କିଏ ହେବେ ମୋହନଙ୍କ ପାଣ୍ଡିଆନ୍ , ଯୁବ ଆଇଏଏସ୍ ସ୍ତରରେ ଉତ୍ସୁକତା …

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଅଫିସର ଖୋଜା ଆରମ୍ଭ ହୋଇଗଲାଣି।  ଆଜି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ, ସିଏମଓ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ନିଯୁକ୍ତି ପରେ ଏକାଧିକ ଓଏଏସ୍ ଅଫିସର ମଧ୍ୟ ନିଯୁକ୍ତ ହୋଇ ସାରିଲେଣି।  ମାତ୍ର ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ ଟର୍ଚ୍ଚା ଆରମ୍ଭ ହୋଇଛି। ଏହା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ପସନ୍ଦ…

Read More

ଛାତ୍ର ସଂସଦ ନିର୍ବାଚନ କରିବା ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ର ପ୍ରତିନିଧିଙ୍କ ଦାବିପତ୍ର

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ଓ ଛାତ୍ର ବିରୋଧି ନିଟ୍ ପରୀକ୍ଷା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ଗ୍ରହଣ କରିବା ଦାବିରେ ଏଆଇଏସ୍ଏଫ୍ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଗତ ୨୦୧୮ ମସିହାଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନେତୃତ୍ୱର ସଂକଟ ବୃଦ୍ଧି ପାଇବା ସହ କ୍ୟାମ୍ପସରେ ରାଗିଗ୍ଂ ଓ ଅନ୍ୟାନ୍ୟ…

Read More

ମିଛ ମାମଲାରୁ ମୁକୁଳି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ    

                                                                                                          ରାଞ୍ଚି  : ପଡୋଶୀ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବୁଧବାର ଦିନ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ…

Read More

ବବି, ପାଣ୍ଡିଆନଙ୍କୁ ମନଇଚ୍ଛା ଶୁଣାଇଲେ ପ୍ରଭାତ, କହିଲେ କର୍ମଫଳ ମିଳିଛି..

ସାଧାରଣ ନିର୍ବାଚନ ସରିଲା। ବିଜେଡି ନିଜ ରାଜନୈତିକ ଯାତ୍ରାର ପ୍ରଥମ ପରାଜୟ ଚାଖିଲା। ଏହା ପରେ ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନେକ କ୍ଷେତ୍ରରେ ଟାର୍ଗେଟ କରାଯାଇଥିଲା। ଏହା ମଧ୍ୟରେ ଭିକେ ପାଣ୍ଡିଆନଙ୍କୁ ନେଇ ମଧ୍ୟ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା। ଶେଷରେ ବିଜେଡିର ରାଜ୍ୟସଭା ଏମପି ସସ୍ମିତ ପାତ୍ର ଭିକେ ପାଣ୍ଡିଆନ ନବୀନଙ୍କ ନିର୍ଦ୍ଦେଶ କ୍ରମେ ନୂଆଦିଲ୍ଲୀ ଗସ୍ତ କରିଥିବା କହିଥିଲେ। ନବୀନ ପଟ୍ଟନାୟକ…

Read More

ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ…

Read More