ମନମୋହନ ଓ ଶରତଙ୍କ କମିିଟି ଉପରେ ରହିବ ନଜର
ଭୁବନେଶ୍ୱର, ୧୭/୪(ବ୍ଯୁରୋ) : ସାଧାରଣ ନିର୍ବାଚନ ୨୦୨୪କୁ ଆହୁରି ବର୍ଷେ ସମୟ ରହିଛି। ମାତ୍ର ରାଜଯର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ଯଥା ସମୟରେ ଅନୁଷ୍ଠିତ ହେବ। ହେଲେ ରାଜ୍ଯ ସରକାର ଆଗୁଆ ବିଧାନସଭା ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଥିବା କେତେକ ମହଲରେ ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖୃ ବିଜେଡି ନିଜର ଜିଲ୍ଲା କମିଟି ଏବଂ ପ୍ରଭାରୀ ତାଲିକା ନିକଟରେ ପୁର୍ନଗଠନ କରିଛି। ଅପରପକ୍ଷରେ ମୁଖ୍ୟ ବିରୋଧି ଦଳ ବିଜେପି…
