ନିଲମ୍ବନ ଉଠିଲା ପରେ ଭକୁଆ ହେବେନି ତ ଚିରଞ୍ଜୀବ ଓ ମୋକ୍କିମ୍….
ଭୁବନେଶ୍ୱର : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ଗତ ମାସରେ ନୂଆ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେଇ ସାରିଥିଲେ। କୁମାର ମଧ୍ୟ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ରହିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଗସ୍ତ ପୂର୍ବରୁ ଅଜୟ କୁମାର ଦୀର୍ଘଦିନ ଓଡ଼ିଶାରେ ରହିବେ। ଏହି ସମୟରେ ନିଲମ୍ବିତ ହୋଇଥିବା ଏକାଧିକ ନେତାଙ୍କ ଉପରୁ ନିଲମ୍ବନ ହଟିବ ବୋଲି ଆଲୋଚନା ହେଉଛି। ଏହା ମଧ୍ୟରେ ଦୁଇ…
