ପଶ୍ଚିମ ଓଡ଼ିଶା ବହୁ ବିଧାନସଭା ଆସନରେ ବିଜେଡ଼ିର ଭୋଟ ହ୍ରାସ ପାଉଛି

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। କିଛି ଦିନ ତଳେ ପ୍ରକାଶ ପାଇଥିବା ଛତିଶଗଡ ନିର୍ବାଚନ ଫଳାଫଳ ରାଜ୍ୟ ବିଜେପିକୁ ମନସ୍ତ୍ୱାତ୍ତିକ ଫାଇଦା ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜୟ ପରେ ଦଳର ଦୁଇ ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିକୁ ହଜମ ହୋଇନାହିଁ କଂଗ୍ରେସର ଛତିଶଗଡ଼ ପରାଜୟ। ତେଣୁ ଦଳ କଂଗ୍ରେସ ସହ ଭିତିରିଆ ମେଣ୍ଟ କରି ପଶ୍ଚିମ ଓଡ଼ିଶାର ଆସନ…

Read More

ରେବନ୍ତଙ୍କୁ କଂଗ୍ରେସ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ନେତା

ଭୁବନେଶ୍ୱର:  ତେଲେଙ୍ଗାନାର ଦ୍ୱିତୀୟ ତଥା କଂଗ୍ରେସ ପାର୍ଟିର ପ୍ରଥମ ରାଜନେତା ଭାବେ ରେବନ୍ତ ରେଡ୍ଡି ଗୁରୁବାର ଶପଥ ନେବାକୁ ଚାହୁଁଛନ୍ତି। ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପରବର୍ତ୍ତୀ ସମୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ପୁଣି ତେଲୁଗୁ ଦେଶମ ପାର୍ଟି ହୋଇ କଂଗ୍ରେସରେ ଯୋଗ ଦେଇଥିଲେ ରେବନ୍ତ। ମାତ୍ର ଟିଡିପି ଛାଡି କଂଗ୍ରେସ ଆସିବା ପାଇଁ ସମୟ ନେଇଥିଲେ ରେବନ୍ତ। ଏଆଇସିସି, ରାହୁଲ ଗାନ୍ଧୀଙ୍କୁ ମନାଇ ତାଙ୍କୁ କଂଗ୍ରେସ ଆଣିବା ଏବଂ ପରବର୍ତ୍ତୀ ସମୟରେ ଦାୟିତ୍ୱ…

Read More

ବଦଳୁଛି ରାଜ୍ୟ ବିଜେପି ରଣନୀତି, ବୈଜୟନ୍ତଙ୍କ ପ୍ରୟାସ-ବିଜୟଙ୍କ ନିର୍ଣ୍ଣାୟକ ଲଢେଇର ଅୟଃ ଆରମ୍ଭ…

ଭୁବନେଶ୍ୱର- ରାଜନୀତିରେ କେତେବେଳେ କ’ଣ ଘଟିବ, ତାହା ତାତ୍କାଳିକ ପରିସ୍ଥିତି ଉପରେ ନିର୍ଭର କରେ। ଏହି କ୍ରମରେ ଦୁଇ ଦିନ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। ସ୍ୱାଭାବିକ ଭାବେ ଏହା ଓଡ଼ିଶା ବିଜେପିର ମନସ୍ତତ୍ତ୍ୱ ଉପରେ ଭଲ ପ୍ରଭାବ ପକାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଗତ ସୋମବାର ବିଜୟ ଶୋଭାଯାତ୍ରା କରାଯାଇଛି। ରାଜଧାନୀରେ ମଧ୍ୟ ଏପରି ଏକ କାର୍ଯ୍ୟକ୍ରମ…

Read More

ଚିନ୍ତାରେ ବିଜେଡି-ପୂର୍ବ ନିର୍ବାଚନ ଅପେକ୍ଷା ନିଜକୁ ଦୁର୍ବଳ ମନେ କରୁଛନ୍ତି ଦଳ ପରିଚାଳକ

ଭୁବନେଶ୍ୱର : ରାଜନୀତି ଶତ ସମ୍ଭାବନାର ତୀର୍ଥକ୍ଷେତ୍ର। ଏହି ଉକ୍ତିଟି ଗତକାଲିର ନିର୍ବାଚନ ଫଳାଫଳ ପରେ ପୁଣି ପ୍ରମାଣିତ ହୋଇଛି। ନିର୍ବାଚନ ପୂର୍ବର ଅଙ୍କ କଷା, ନିର୍ବାଚନ ସମୟର ରଣନୀତି ଏବଂ ଭୋଟ ଗଣତି ଆକାଶ ପାତାଳ ଫରକ ହୋଇପାରେ। ଦୀର୍ଘଦିନ ଧରି ରହିଥିବା ଏକ ମତକୁ ଆସନ୍ନା ନିର୍ବାଚନ ପରିବେଶରେ କଠିନ ପରିଶ୍ରମ ଓ ଉପଯୁକ୍ତ ରଣନୀତି ଦ୍ୱାରା ବଦଳାଇ ଦିଆଯାଇପାରେ।  ରାଜସ୍ଥାନ ଓ ତେଲେଙ୍ଗାନାର ଫଳାଫଳ ସାଧାରଣ ଭାବେ ଦୃଶ୍ୟମାନ ହେଉଛି। ହେଲେ ଛତିଶଗଡ଼ର…

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More

ସରକାରୀ ଟଙ୍କାରେ ନିଜର ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି, କଂଗ୍ରେସ ଆଣିଲା ଅଭିଯୋଗ

ଭୁବନେଶ୍ୱର : : ଓଡ଼ିଶା ସରକାର ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ପ୍ରଚାରରେ ବ୍ୟବହାର କରୁଛନ୍ତି । ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ “ଶଙ୍ଖ”  ବ୍ୟବହାର କରାଯାଉଛି । ଓଡ଼ିଶାର ସାଧାରଣ ଜନତାଙ୍କ ଟଙ୍କାକୁ ବିଜୁ ଜନତା ଦଳର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ନିୟମ ବିରୋଧୀ ବୋଲି ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। “ଆଚରଣ ବିଧି”…

Read More

ଓଡ଼ିଆ-ଅଣ ଓଡ଼ିଆ ବିବାଦରେ ସାମାଜିକ ଗଣମାଧ୍ୟମ ସରଗରମ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଦିନ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ବିଜୁ ଜନତା ଦଳରେ ବିଧିବଦ୍ଧ ଯୋଗଦାନ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ଓଡ଼ିଶା ନୁହେଁ, ସେ ତାମିଲ ଜନ୍ମିତ। ମାତ୍ର ଦୀର୍ଘ ଅଢେଇ ଦଶନ୍ଧିରୁ ସାମାନ୍ୟ କମ୍ ସମୟ ସେ ଓଡ଼ିଶାରେ ବିତାଇଛନ୍ତି। ତାଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା। ପାଣ୍ଡିଆନଙ୍କ ଯୋଗଦାନ ପରେ ଓଡ଼ିଆ-ଅଣ ଓଡ଼ିଆ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଆମେ ଏଠାରେ କହିରଖିବାକୁ ଚାହୁଁ ଯେ,…

Read More

ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର…

Read More

ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର: କେବଳ ଦଳ  ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ…

Read More

କେଉଁ ପଦରେ ରହିବେ ପାଣ୍ଡିଆନ୍ !

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି। ଦଳର ସମସ୍ତ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ତାଙ୍କ ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି। ବରିଷ୍ଠ ନେତା ପିନାକୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ମାନସ ମଙ୍ଗରାଜ ସର୍ବପ୍ରଥମେ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଦାୟିତ୍ୱ  ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।  ସେ ବିଜେଡିର…

Read More