କାହା ଅନୁମତିରେ ସୌମ୍ୟ ରଞ୍ଜନଙ୍କ ପାଇଁ ପ୍ରେସ୍ ମିଟ୍ କରିଥିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର, ସାମଗ୍ରିକ ଘଟଣାକୁ ନେଇ ଅସନ୍ତୋଷ ଜାହିର କଲା ଏଆଇସିସି

ଭୁବନେଶ୍ୱର : ଯେଉଁ ପ୍ରସଙ୍ଗ ସାଧାରଣ ଲୋକଙ୍କ ଉପକାରରେ ଆସିବ। ସେହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କର। ଅନ୍ୟ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ଖବରଦାତା ସମ୍ମିଳନୀ କରନାହିଁ।  କଂଗ୍ରେସ ଦେଶର ସବୁଠୁ ବଡ଼ ଓ ପୁରୁଣା ରାଜନୈତିକ ଫୋରମ୍ । କାହାର ନିର୍ଦ୍ଦେଶ ତଥା ସମ୍ମତି କ୍ରମେ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଖବରଦାତା ସମ୍ମିଳନୀ ପ୍ରେସ୍ ମିଟ୍  କଲେ , ତାହାର ସ୍ପଷ୍ଟୀକରଣ ଦିଆଯାଉ। ଏକଥା…

Read More

ରାଜ୍ୟ ବିଜେପିକୁ ବଳ ଯୋଗାଉଛି ପ୍ରଦେଶ କଂଗ୍ରେସ, ଏଆଇସିସିକୁ ରିପୋର୍ଟ ଦେଲା ବେସରକାରୀ ସର୍ଭେକ୍ଷଣ ସଂସ୍ଥା

ଭୁବନେଶ୍ୱର :ରାଜ୍ୟରେ ବିଜେଡି ନେତୃତ୍ୱାଧିନ ସରକାର ବିରୋଧରେ ଶାସକ ବିରୋଧି ହାଓ୍ୱା  ଜୋର ଧରୁଥିଲା। ମାତ୍ର ଏହି ସମୟରେ କେନ୍ଦ୍ର ରାଜନୀତି ଏବଂ ଖଣି ରାଜସ୍ୱ ସ୍ୱାର୍ଥ କାରଣରୁ ରାଷ୍ଟ୍ରୀୟ ବିଜେପି ପଛଘୁଞ୍ଚା ଦେଲା। ଖାଲି ସେତକ ନୁହେଁ, ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଲେ। ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତଥା ସିଏମଓର ପ୍ରଭାବଶାଳୀ ଅଧିକାରୀଙ୍କ ସହ ଆଲୋଚନା କଲେ। ଏହା ପରେ ବିଜେପି ରାଜନୈତିକ ମହଲରେ ଲୋକହସା ହେଲା। ମାତ୍ର…

Read More

ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା

ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ମିଳୁନାହିଁ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ। ବିଜେଡ଼ିକୁ ଦୁଇ ଚାରି ଜଣ ଆଇଏଏସ୍ ଅଫିସର କାହିଁକି ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ମୁଁ ଚେଷ୍ଟା କରିଛି। ହେଲେ ସୁଯୋଗ ମିଳିନାହିଁ ବୋଲି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଶକ୍ତି ମନ୍ତ୍ରୀ ପ୍ରତାପଦେବ ଦଳୀୟ ଫୋରମରେ ନ ରହି ସମ୍ପାଦକୀୟ ଲେଖିବା ଉଚିତ ବୋଲି କହିଥିଲେ। ସୌମ୍ୟ ପୁଣି କହିଛନ୍ତି ଯେ, ମୁଁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଲେଖୁଛି।…

Read More

ଅତନୁ ଓ ଅରୁଣଙ୍କୁ କଟାକ୍ଷ କଲେ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର : ନୟାଗଡ ବିଧାୟକ ଅରୁଣ ସାହୁଙ୍କ ମନ୍ତ୍ରୀ ପଦ ଚାଲିଯାଇଛି। ତେଣୁ ଆଗାମୀ ଦିନରେ ମନ୍ତ୍ରୀ ପଦ ପାଇବାକୁ ପଡିବ। ତେଣୁ ସେ ମୋ ବିରୋଧରେ କହୁଛନ୍ତି। ସମାନ ଅବସ୍ଥା ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତ୍ରୀ ପଦ ଚାଲିଯିବାର ଭୟ ରହୁଛି। ତେଣୁ ସେମାନେ ପ୍ରାୟ ଦୁଇ ସପ୍ତାହ ପରେ କାହା ନିର୍ଦ୍ଦେଶରେ ମୋ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ପାଟକୁରା ଗାନ୍ଧୀଙ୍କ ପୁଅ ହୋଇ କାହିଁକି ଏପରି କହୁଛନ୍ତି, ତାହା ବୁଝା ପଡୁନାହିଁ ବୋଲି ଖଣ୍ଡପଡା…

Read More

ନିର୍ବାଚନ ଋତୁ : ଖୁବ୍ ଶୀଘ୍ର ଆରମ୍ଭ ହେବ ଚାକିରୀ ଛଡ଼ା ପର୍ବ

ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ନିର୍ବାଚନ ହେଲେ ଆହୁରି  ସାତ ମାସ ସମୟ ରହିଛି। ଆଗୁଆ ନିର୍ବାଚନ ହେଲେ ହାତରେ ତିନିରୁ ଚାରିମାସ ସମୟ ରହିଛି। ଓଡ଼ିଶାରେ ଆଶାୟୀ ପ୍ରାର୍ଥୀମାନେ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଶାସକ ଦଳ ପକ୍ଷରୁ ବହୁ  ଅଧିକାରୀଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳିପାରେ। ଭାରତୀୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥାରେ ଉଚ୍ଚ ବେତନରେ କାମ କରୁଥିବା ବହୁ ଆଶାୟୀ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି। ସେପ୍ଟେମ୍ବର…

Read More

ପିସିସିକୁ ଚକମା ଦେଇ ପୁଅଙ୍କ ବିଜେଡ଼ି ଟିକେଟ୍ ଫାଇନାଲ କରିଦେଲେ ସୁର…ଅସୁବିଧା ହେଲେ ବିଜେପି ଦ୍ୱାର ବି ଖୋଲା..

ଭୁବନେଶ୍ୱର:କଂଗ୍ରେସ ନେତା ସୁର ରାଉତରାୟ ନିଜ ଯୋଜନାରେ ସଫଳ ହେଲେ। ବର୍ତ୍ତମାନ ରାଉତରାୟ ପରିବାରରେ ଖୁସି ଖେଳି ଯାଇଛି। କଂଗ୍ରେସରେ ରହି ପୁଅର ବିଜେଡି ଟିକେଟ୍ ନିଶ୍ଚିତ କରାଇଦେଲେ। ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ମନ୍ମଥଙ୍କୁ ନିଲମ୍ବନ ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୁରଙ୍କ ନିକଟ ସମ୍ପର୍କୀୟଙ୍କ କହିବାନୁଯାୟୀ, ରାଜନୀତି ଅପେକ୍ଷା ସୁର ରାଉତରାୟ ବ୍ୟବସାୟକୁ ଗୁରୁତ୍ୱ ଦେଇଥାନ୍ତି। କାରଣ ବାଣିଜ୍ୟେ ବସତେ ଲକ୍ଷ୍ମୀ। କଂଗ୍ରେସ ସରକାର ସମୟରେ କରିଥିବା ସଂସ୍ଥାକୁ ନିୟମିତ ଚଳାଇବା ପାଇଁ ସରକାରଙ୍କ…

Read More

ଥରେ ବସି ଗଲେ ଆଉ ଉଠନ୍ତି ନାହିଁ ନରେନ୍ଦ୍ର ମୋଦି…ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଶୀର୍ଷକ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଚୌକିରେ ବସିଲେ ଆଉ ଉଠନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଗତ ସପ୍ତାହରେ ଲଲନଟପର ଏକ କାର୍ଯ୍ୟକ୍ରମରେ ସେ ଏହି ବିଷୟରେ ଅବତାରଣା କରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ  ବନ୍ଧୁ କହିଥିଲେ ଯେତେବେଳେ ନରେନ୍ଦ୍ର ଯୁବକ ଥିଲେ, ଗୁଜରାଟର ଏକ ସହରରେ ତାଙ୍କ କକାଙ୍କ…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ପୁଣି ମୁହଁ ଖୋଲିଲେ ସୁର, କହିଲେ ପୁଅ କଂଗ୍ରେସରୁ ଲଢିବ… ହେଲେ ମନ୍ମଥ…

ଜଟଣୀ : ବାପା କହୁଥିଲେ ମୁଁ ଜନ୍ମ କଂଗ୍ରେସ। ମରିବି କଂଗ୍ରେସରେ। ମୋ ପରିବାର କଂଗ୍ରେସ। ମୋ ପୁଅ ବି କଂଗ୍ରେସରୁ ଲଢିବ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଘରେ ଆଲୋଚନା କରି ସହମତି ଆଣିପାରିଲେନି ପିତା-ପୁତ୍ର। ବାପ କହିଲେ ଗୋଟିଏ କଥା- ପୁଅ କହିଲେ ଆଉ ଗୋଟିଏ କଥା। ହଁ ପାଠକେ ବନ୍ଧୁ। ଆମେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ପ୍ରବକ୍ତା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ…

Read More