ଜମୁଛି ରାଜନୈତିକ ର‍୍ୟାଲି ରାଜନୀତି.. ମୋଦି…ନବୀନ..ରାହୁଳ… କାହା କାର୍ଯ୍ୟକ୍ରମ ଥିଲା କେମିତି….?

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୨୪ ସରିବାର ବର୍ଷେ ପୂରିଲାଣି। ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଶାସକ ବିଜେପି ଏକାଧିକ ଥର ତାହାର ଶକ୍ତି ପ୍ରଦର୍ଶନ କରିସାରିଛି। ଅନୁରୂପ ଭାବେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। କଂଗ୍ରେସ ମଧ୍ୟ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଲାଣି। ତେବେ କାହାର କାର୍ଯ୍ୟକ୍ରମ କିପରି, ତାହାକୁ ନେଇ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଉଛି। ପ୍ରଥମେ ବିଜେପି କଥା ଆଲୋଚନା କରାଯାଉ। ବିଜେପି…

Read More

ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜୟ ପ୍ରକାଶ ବୁଝେଇ ପାରିଲେନି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ନେହରୁ ଓ ଜୟ ପ୍ରକାଶ ପରିବାର ଗୋଟିଏ ପରିବାର କହିଲେ ଭୁଲ ହେବ ନାହିଁ । ଜୟ ପ୍ରକାଶ ନେହେରୁଙ୍କୁ ବଡ଼ ଭାଇ ଭାବରେ ବିଚାର କରୁଥିଲେ , ତାଙ୍କର ପତ୍ନୀ ପ୍ରଭାବତୀ ଦେବୀ ନେହେରୁଙ୍କ ପତ୍ନୀ କମଳା ନେହରୁଙ୍କୁ ନିଜର ବଡ଼ ଭଉଣୀ ଭାବରେ ବିଚାର କରୁଥିଲେ ।ସେଇ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ ହେଉଛନ୍ତି ଜୟପ୍ରକାଶଙ୍କ ଝିଆରୀ । ଜୟ ପ୍ରକାଶ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଇନ୍ଦୁ ବୋଲି ଡାକୁଥିଲେ…

Read More

ମଧ୍ୟଯୁଗୀୟ ମନୁବାଦୀ ବିଚାରରେ ମହିଳା ଓ ଦଳିତଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖିଥିବା ବିଜେପି ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛି – ରାଷ୍ଟ୍ରୀୟ ଯୁବା ସଙ୍ଗଠନ

ଭୁବନେଶ୍ବର : ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ଗଣଦୁଷ୍କର୍ମ ବଢିଚାଲିଥିବା ବେଳେ ସଂଖ୍ୟାଲଘୁ ଆଦିବାସୀ ଓ ଦଳିତମାନଙ୍କ ଉପରେ ମଧ୍ୟଯୁଗୀୟ ବର୍ବରତା ବଢିଚାଲିଛି। ଗଞ୍ଜାମ ଜିଲ୍ଲାର ମୋଟ ୧୪ଟି ବିଧାନସଭା କ୍ଷେତ୍ରର ୧୩ ଟି ଆସନରେ ଏବଂ ୨ଟି ଲୋକସଭା ଆସନରୁ ଦୁଇଟି ଯାକ ଆସନରେ ବିଜେପି ଜିତିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପଳପୁର ବେଳାଭୂମିର ପର୍ଯ୍ୟଟକ ଚୌକିରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଦଶଜଣ ଅପରାଧୀ ଆକ୍ରମଣ କରି ପୁରୁଷ ବନ୍ଧୁଙ୍କୁ…

Read More

ରାଜ୍ୟ ବିଜେପିରେ ଭୟଙ୍କର କ୍ଷମତା ଯୁଦ୍ଧ, ପାଗ ଦେଖି ପାନେ ନେବେ ମନମୋହନ

ଭୁବନେଶ୍ୱର 🙁 ସତ୍ୟଜିତ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବିଜେପି ବିଧାୟକଙ୍କ ସହ ଏକ ହୋଟେଲରେ ରାତ୍ରି ଭୋଜନ କଲ l ମନେ ରଖିଥିବେ, ଯଦି ଆପଣ ସ୍ଟ୍ରାଟେଜି ଜାଣିବେ, ଏ ରାତ୍ରି ଭୋଜନ ରାଜ୍ୟ ବିଜେପି ରାଜନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁ ବ୍ୟକ୍ତି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫୋଟୋ ଦେଖାଇଲେ ଓ ତାଙ୍କ ମୁହଁକୁ ପଢିଲେ ଯାହାକୁ ଇଂରାଜୀରେ…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ରାଜଧାନୀରେ ଉଠିଲା ଓଡ଼ିଶା ନାରୀ ନିର୍ଯ୍ୟାତନାର ସ୍ୱର

ଭୁବନେଶ୍ୱର : ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଞ୍ଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଝା ସାମିଲ…

Read More

ଆବଶ୍ୟକତା ଠାରୁ ଅଧିକ ବିଳାସ କରୁଛନ୍ତି ମୋହନ : ରୁବେନ

ଭୁବନେଶ୍ୱର : ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ଏକ ୟୁଟ୍ୟୁବ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଁ ରୁବେନ କହୁଛି ନାମକ ଏହି ଚ୍ୟାନାଲରେ ରୁବେନ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟର ସୌଖୀନ ଜୀବନ ବିଷୟରେ ଆଲୋଚନା କରିଛନ୍ତି । ରୁବେନ ଜୋର ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀଙ୍କ ବିଳାସପୂର୍ଣ୍ଣ ଜୀବନ ଜାପାନ ତଥା ଓଡ଼ିଶା ବାହାରକୁ କୌଣସି ଗସ୍ତ ସମୟର…

Read More

ନିଶାଡ଼ିକୁ ଜଣା ନ ଥାଏ କେତେ ନିଶା ତାକୁ ଚଢ଼ିଛି..

ଭୁବନେଶ୍ୱର : ୧ /୪ – ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି। ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ ସେତେବେଳେ ଜନ୍ମ…

Read More

ମୋଦୀଙ୍କ “ଉତ୍କଳ” ବନାମ ମାଝିଙ୍କ “ଓଡ଼ିଶା”: କାହାର ନାମକରଣ ସଠିକ୍?

ଭୁବନେଶ୍ୱର,୧ / ୪ : ଆଜି ଏପ୍ରିଲ୍ ୧, ୨୦୨୫—ଓଡ଼ିଶାର ଜନ୍ମଦିନ ପାଳନ ଅବସରରେ ଏକ ନୂଆ ଝଡ଼ ଉଠିଛି। ଏହି ଦିନଟିକୁ “ଉତ୍କଳ ଦିବସ” କିମ୍ବା “ଓଡ଼ିଶା ଦିବସ” ଭାବେ ନାମିତ କରିବା ନେଇ ରାଜ୍ୟ ଓ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ତୀକ୍ଷ୍ଣ ମତାନ୍ତର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ନେତାମାନଙ୍କ ବିଭିନ୍ନ ବୟାନ ଏହି ବିତର୍କକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More

ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More