କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଗମନ, ତାଳଚେର-ଅନୁଗୁଳ ରାଜନୀତିରେ ବଦଳୁଥିବା ପବନ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର,ଅନୁଗୋଳକୁ ଏକାଧିକ ଥର ଗସ୍ତ ଜାରି ରଖିଛନ୍ତି। ପ୍ରତିଥର ଆସିଲେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ଏଥର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ରହିଛି। ତାଙ୍କ ପସନ୍ଦର 2ଟି ଆସନ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ। ତେଣୁ ଢେଙ୍କାନାଳ-ଅନଗୁଳୁ ରାଜନୀତି ଶ୍ରୀ ପ୍ରଧାନଙ୍କ ଚାରିପଟେ ବୁଲୁଛି। ତାଙ୍କ ଗସ୍ତକୁ ବିଜେଡି ବଡ଼ ଆକାରରେ ବିରୋଧ କରି ନ ଥାଏ। ହେଲେ ନିକଟରେ ବିଜେଡି…
