
ରେଭେନ୍ସା ନାମ ବଦଳ ପ୍ରସ୍ତାବ ଏକ ବିକୃତ ମସ୍ତିଷ୍କର ପରିଚୟ
ଚଣ୍ଡିଖୋଲ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ବର୍ତ୍ତମାନ ଓଡ଼ିଶା ରେ ନିଜର ପରିଚୟ ବୋଧେ ଖୋଜୁଛନ୍ତି , ତେଣୁ ବେଳେ ବେଳେ ଉଦ୍ଭଟ କଥା ମିଡ଼ିଆରେ ଚର୍ଚ୍ଚା ପାଇଁ ଛାଡୁଛନ୍ତି । କଟକରେ ସ୍ୱାୟତ ଶାସନ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳେଇବା ପାଇଁ ” ବ୍ୟକ୍ତିଗତ ” ପ୍ରସ୍ତାବ ଦେଲେ ।ବୁଦ୍ଧିଜୀବୀ ଏହା ଉପରେ ଚର୍ଚ୍ଚା କରି ମତ ଦେବାକୁ ଆହ୍ୱାନ ଦେଲେ । ଖୁସିର କଥା ଓଡ଼ିଶାର ଅଧିକାଂଶ ବୁଦ୍ଧିଜୀବୀ ଓ ରେଭେନ୍ସାର ପ୍ରାକ୍ତନ ଛାତ୍ରଛାତ୍ରୀ…