ସାମସଂଗ ଓ ଶାଓମିକୁ ପଛରେ ପକାଇ ଭାରତୀୟ ମାର୍କେଟରେ ଭିଭୋ ହେଲା ନଂ-୧ ବ୍ରାଣ୍ଡ
ଉତ୍ତମ ରଣନୀତି ଏବଂ ଭାରତୀୟ ମୋବାଇଲ୍ ବଜାରର ଭଲ ବୁଝାମଣା ଯୋଗୁଁ,ସ୍ମାର୍ଟ ଫୋନଗୁଡ଼ିକ ଭିତରେ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନ। ହେଉଛି ଭିଭୋ । ଭିଭୋ ମଧ୍ୟମ ବର୍ଗର ସେଗମେଣ୍ଟରେ ଭାରତୀୟ ବଜାରରେ ଶୀର୍ଷରେ ରହିଛି । ଏହାର ସୁଲଭ ମଧ୍ୟମ-ରେଞ୍ଜ ଫୋନ୍, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଅନଲାଇନ୍ ଏବଂ ଅଫଲାଇନରେ ଦୃଢ଼ ଉପସ୍ଥିତି ଯୋଗୁଁ ଭାରତୀୟ ମୋବାଇଲ୍ ବଜାରରେ ପ୍ରାଧାନ୍ୟ ବିସ୍ତାର କରିପାରିଛି। ଆଇଡିସି (IDC)ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତରେ…
