ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

ଭୁବନେଶ୍ୱର, ୨୪/୦୭: ଗତକାଲି (୨୩ ଜୁଲାଇ ୨୦୨୫) ଭୁବନେଶ୍ୱରର ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି – ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡାଙ୍କୁ ସମ୍ମାନିତ କରିଛନ୍ତି । ଏହି ଯୁବ ଖେଳାଳିମାନେ ସମ୍ପ୍ରତି ଋଷର ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉଶୁ ଚାମ୍ପିଅନସିପରେ ଭାରତକୁ ପ୍ରତିନିଧିତ୍ୱ କରି ପୁରୁଷ ୪୮ କିଲୋଗ୍ରାମ ଏବଂ ୫୨…

Read More

ପରିବର୍ତ୍ତନ ହେଲା ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଲିମିଟେଡର ନାମ

ନୂଆଦିଲ୍ଲୀ, ୨୩/ ୭ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଲିମିଟେଡର ନାମ ବଦଳି ୨୨ ଜୁଲାଇ ୨୦୨୫ରୁ ଜିନ୍ଦଲ ଷ୍ଟିଲ ଲିମିଟେଡ ହୋଇଛି। ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟର ରେଜିଷ୍ଟ୍ରାର ଅଫ୍ କମ୍ପାନିଜର ମଞ୍ଜୁରୀ ପରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି।ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡର ନାମ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ କୁ ପରିବର୍ତ୍ତନ କରିବା ପଛରେ ମୁଖ୍ୟ କାରଣ ହେଉଛି ଯେ କମ୍ପାନୀ କେବଳ ଏହାର ପ୍ରମୁଖ ବ୍ୟବସାୟ ଅର୍ଥାତ୍ ଇସ୍ପାତ…

Read More

ମତାମତ ଦେଇ ପାରିବେ ଉପଭୋକ୍ତା

ଭୁବନେଶ୍ୱର : (ଆନନ୍ଦ ମହାପାତ୍ର)-ଓଡିଶାର ଏକକୋଟି ଉପଭୋକ୍ତାଙ୍କୁ ପ୍ରାୟ ୫ ବର୍ଷଧରି ଟାଟା ପାୱାର ବିଦ୍ୟୁତସେବା ଯୋଗାଇ ଆସୁଛି। କେନ୍ଦ୍ରୀୟ ଓଡିଶାର ୮ ଟି ଜିଲ୍ଲାକୁ ଜୁନ ପହିଲା ୨୦୨୦ରୁ ଟିପିସିଓଡ଼ିଏଲ ବିଦ୍ୟୁତସେବା ଯୋଗଉଥିବା ବେଳେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲା ଓ ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାକୁ ଜାନୁଆରୀ ପହିଲା ୨୦୨୧ରୁ ଯଥାକ୍ରମେ ଟିପିଡବ୍ଲୁଓଡ଼ିଏଲ ଓ ଟିପିଏସଓଡ଼ିଏଲ ବିଦ୍ୟୁତ ଯୋଗାଣ କରୁଛି। ସେହିପରି ଉତ୍ତର ଓଡିଶାର ଅବଶିଷ୍ଟ ୫ଟି ଜିଲ୍ଲାକୁ ଏପ୍ରିଲ ପହିଲା ୨୦୨୧ରୁ ଟାଟା…

Read More

ଭୁବନେଶ୍ବର: ରିତସିକା ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ ବନମହୋତ୍ସବ ୨୦୨୫ ତଥା “ଏକ ପେଡ୍ ମା କେ ନାମ” ପ୍ରକଳ୍ପକୁ ଆଧାର କରି ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ରୋପଣ କରାଯାଇଅଛି । ଫାଉଣ୍ଡେସନର ସଭାପତି ଦେବସ୍ମିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ବରର ଟଙ୍କପାଣି ରୋଡ ସ୍ଥିତ ଶ୍ରୀ ଜଗନ୍ନାଥ ଆଶ୍ରମ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଆଶ୍ରମର କର୍ମକର୍ତ୍ତା ଓ ଆୟୋଜକମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ କରାଯାଇଥିଲା ।…

Read More

ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଏବେ ବି ଅସମାହିତ ଅନେକ ପ୍ରଶ୍ନ

ଭୁବନେଶ୍ବର /ବାଲେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରୀ ସୌମ୍ୟାଶ୍ରୀ ବିଶି ସୋମବାର ବିଳମ୍ବିତ ରାତିରେ ଏମ୍ସ-ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପାହାନ୍ତିଆରେ ପୋଷ୍ଟ ମର୍ଟମ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କ ବାପା ବଳରାମ ବିଶି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋତେ ଏକ ବାର୍ତ୍ତା ପଠାଇ ଉପଯୁକ୍ତ ତଦନ୍ତ ପାଇଁ ଆଶ୍ୱାସନା ଦେଇଛନ୍ତି। ମୋର ସରକାର, ପ୍ରଶାସନ ଏବଂ ଆଇନର ଶାସନ ଉପରେ ବିଶ୍ୱାସ ଅଛି। ଆହୁରି ମଧ୍ୟ…

Read More

ଲଘୁଚାପ ବର୍ଷା ପରେ ସ୍ଥିର ହେବ ଡ୍ୟାମର ଜଳ ନିଷ୍କାସନ ନିଷ୍ପତି

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓ ଉତ୍ତର ଓଡ଼ିଶା ଉପକୂଳରେ ଏବେ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଯାହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜିର ସ୍ଥିତି ଅନୁସାରେ, ବିଭିନ୍ନ…

Read More

ଦୀର୍ଘ ସ୍ଥାୟିତ୍ୱ ଓ ମାନବ ଅଧିକାର ପ୍ରତି ଟାଟା ଷ୍ଟିଲ୍ ଦୃଢ ପ୍ରତିବଦ୍ଧ

ଭୁବନେଶ୍ୱର, ୭/୭/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ମୂଲ୍ୟବୋଧ ନୀତି ଆଧାରରେ ମାନବ ଅଧିକାର ଓ ପରିବେଶ ଉପଯୋଗୀ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇ ବ୍ୟବସାୟ ଅଭ୍ୟାସକୁ ନୂଆ ଆକାର ପ୍ରଦାନ କରାଯାଉଛି। ସହଭାଗୀମାନଙ୍କ ସହ ଆଲୋଚନା ଜରିଆରେ ପରିବେଶ ଅନୁକୂଳ ଦିଗରେ ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରାଯାଇ ସାମାଜିକ ଓ ପରିବେଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରାଥମିକତାର ସହ ସମାଧାନ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ପରିବେଶ ପ୍ରଦୂଷଣ ହ୍ରାସ କରିବା ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଅନେକ…

Read More

କ’ଣ ପାଇଁ ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକା ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା?

ନ୍ୟୁୟର୍କ : (ବିଜୟ ସାହୁ)-ଏବେ ବି ବୁର୍ଜୁଆ ବୁଦ୍ଧିଜୀବୀଙ୍କ ବିତର୍କର ଅନ୍ତ ହେଇନାହିଁ କାହିଁକି ଆମେରିକା ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ଶେଷ ପର୍ଯ୍ୟାୟରେ ମିତ୍ର ଶକ୍ତି ସାମ୍ମୁଖ୍ୟରେ ଯୋଗଦେଲା । ରାଷ୍ଟ୍ରପତି Woodrow Wilson ଯୁଦ୍ଧରୁ ଦୂରେଇ ରହିବାକୁ ଚାହୁଁଥିଲେ ।ସେ ଏହି ଯୁଦ୍ଧକୁ ଇଉରୋପର ରକ୍ତସ୍ନାତ ଯୁଦ୍ଧ ଭାବରେ ଅଭିହିତ କରି ସେଥିରେ ଗା-ଧୋଇବାକୁ ଚାହୁଁ ନଥିଲେ । ୧୯୧୪, ଅଗଷ୍ଟ ୧୯ ରେ ରାଷ୍ଟ୍ରପତି ଔପଚାରିକ ଭାବରେ ଘୋଷଣା କରିଥିଲେ –” The…

Read More

କ୍ରମାଗତ ୧୧ ବର୍ଷ ଧରି ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା

( ନବଯୌବନ ଦର୍ଶନଠାରୁ ଆଜି ପର୍ଯ୍ୟନ୍ତ ରଥଯାତ୍ରାରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ, ସୁନାବେଶ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ୨୦ଲକ୍ଷରୁ ଅଧିକ ଭକ୍ତଙ୍କୁ ଅନ୍ନ ସେବା ପ୍ରଦାନ ଲକ୍ଷ୍ୟ ) ଭୁବନେଶ୍ୱର (୦୩/୦୭) : ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ୍ ଲଗାତାର ୧୧ତମ ବର୍ଷ ଧରି ପୁରୀରେ ରଥଯାତ୍ରାର ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛି । ଏହି ବର୍ଷ, ନବ ଯୌବନ ଦର୍ଶନ ଦିନଠାରୁ ଆଜି…

Read More

ମଧ୍ୟଯୁଗୀୟ ମନୁବାଦୀ ବିଚାରରେ ମହିଳା ଓ ଦଳିତଙ୍କୁ ଅସୁରକ୍ଷିତ ଅବସ୍ଥାରେ ରଖିଥିବା ବିଜେପି ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛି – ରାଷ୍ଟ୍ରୀୟ ଯୁବା ସଙ୍ଗଠନ

ଭୁବନେଶ୍ବର : ଓଡ଼ିଶାରେ କ୍ରମାଗତ ଭାବେ ମହିଳାଙ୍କ ପ୍ରତି ହିଂସା ଓ ଗଣଦୁଷ୍କର୍ମ ବଢିଚାଲିଥିବା ବେଳେ ସଂଖ୍ୟାଲଘୁ ଆଦିବାସୀ ଓ ଦଳିତମାନଙ୍କ ଉପରେ ମଧ୍ୟଯୁଗୀୟ ବର୍ବରତା ବଢିଚାଲିଛି। ଗଞ୍ଜାମ ଜିଲ୍ଲାର ମୋଟ ୧୪ଟି ବିଧାନସଭା କ୍ଷେତ୍ରର ୧୩ ଟି ଆସନରେ ଏବଂ ୨ଟି ଲୋକସଭା ଆସନରୁ ଦୁଇଟି ଯାକ ଆସନରେ ବିଜେପି ଜିତିଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପଳପୁର ବେଳାଭୂମିର ପର୍ଯ୍ୟଟକ ଚୌକିରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଦଶଜଣ ଅପରାଧୀ ଆକ୍ରମଣ କରି ପୁରୁଷ ବନ୍ଧୁଙ୍କୁ…

Read More