ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ §  କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ §  ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ…

Read More

Whatsup University ରୁ ଯାହା ଆସିଲା ତାହା ଖବର, ଅନୁସନ୍ଧାନ କି ଦରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)-ଶ୍ୟାମ ବେନେଗଲଙ୍ଗ ନିର୍ଦ୍ଦେଶିତ ଏକ ବ୍ୟଙ୍ଗାତ୍ମକ ଓ ମନୋରଞ୍ଜନଧର୍ମୀ ଚଳଚିତ୍ର ଆସିଥିଲା।‌ଚଳଚ୍ଚିତ୍ରର ନାଁ ହେଉଛି ଓ୍ବେଲଡନ୍ ଆବା ।ଏହି ଫିଲ୍ମରେ ଦେଖା ଯାଇଛି ଗୋଟିଏ କୁଅ ଚୋରି ହୋଇ ଯାଇଛି। ହଁ ଆଜ୍ଞା, ପାଣି କୁଅ । ଏକଥା ମନେ ପଡିଗଲା କାହିଁକି ନା, ସମ୍ବାଦରେ ପ୍ରକାଶ ପାଇଛି, କେଜରିୱାଲ ଯେଉଁ ଘର ଖାଲି କଲେ ସେ ଘରୁ ଗୋଟିଏ ପାଇଖାନା ଚୋରି ହୋଇ ଯାଇଛି। ‘କେଜରିଓ୍ବାଲଙ୍କ ପୁରୁଣା ଘରୁ ୧୨ ଲକ୍ଷର…

Read More

ନେଡିଗୁଡ଼ କହୁଣୀକୁ ବୋହିଗଲା ପରେ ଫାଳେ ବୁଝୁଛି ବିଜେଡି…..ପ୍ରକୃତ ପ୍ରସଙ୍ଗକୁ ଫେରୁଛି

ଭୁବନେଶ୍ୱର-  ସମୟ ଓ ଧୈର୍ଯ୍ୟଠୁ ବଳି ବଡ଼ କେହି ଯୋଦ୍ଧା ନାହାନ୍ତି। ଏକଥା ଇତିହାସରେ ବହୁଥର ବିଭିନ୍ନ ଉଦାହରଣରେ ଉଲ୍ଲେଖ କରାଯାଇଛି। ସମୟ ହିଁ ବଳବାନ , ଏହା ରାଜନୀତିରେ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶା ରାଜନୀତି ମଧ୍ୟ ଠିକ୍ ସେହିପରି କଡ଼ ଲେଉଟାଇଛି। ଯେଉଁ ସବୁ ପ୍ରସଙ୍ଗ ବିଜେଡି ଅଣଦେଖା କରୁଥିଲା। ସେହି ପ୍ରସଙ୍ଗରେ ଆଜି ପ୍ରଥମେ ହାଜିରା ପକାଉଛି। ଦୁଇଦିନ ତଳେ ସିପିଏମ୍ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

Read More

ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସରେ ସେବା ଦିବସ ପାଳିତ

ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହାର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସକୁ ଅକ୍ଟୋବର ୨୦ ଦିନ ସେବା ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି । ସାମୁଦାୟିକ ବିକାଶ ପାଇଁ ଶ୍ରୀମତୀ ଜିନ୍ଦଲଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାର କରି ସେବା ଦିବସ ପାଳନ ଅବସରରେ ଜିନ୍ଦଲ ଫାଉଣ୍ଡେସନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ମାନଙ୍କ ଦ୍ବାରା ବହୁ…

Read More

ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଦୁବାଇ: ମଧ୍ଯପ୍ରାଚ୍ଯରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ନିମିତ୍ତ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଦୁବାଇ ଠାରେ ଗତ ୦୮ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ହାସଲ କରିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ୍ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା।…

Read More

ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା

ଭୁବନେଶ୍ୱର : (ଅଧିବକ୍ତା। ଆହୂତି ମହାନ୍ତି)-ଆଜିର ପିଢ଼ିକୁ ଅଖଣ୍ଡ ଭାରତ ଗଠନର ଶିଳ୍ପ ପ୍ରକ୍ରିୟା ବିଷୟରେ ଜଣାଇବା ନିହାତି ଅପରି ହାର୍ଯ୍ୟ।ବର୍ତ୍ତମାନକୁ ନେଇ କେବେ ଆଜିର ଭାରତ ପରି କଳ୍ପନା କରା ଯାଇ ନାହିଁ।ଲାଲା ଲଜପତ୍ ରାୟ,ରାଜା ରାମ ମୋହନ ରାୟ,ବାଲ୍ ଗଙ୍ଗାଧର ତିଳକ,ବିପିନ ଚନ୍ଦ୍ର ପାଲ, ସୁବାଷ ବୋଷ,ମହାତ୍ମା ଗାନ୍ଧୀ,ମୋତି ଲାଲ୍ ନେହେରୁ ଙ୍କ ସ୍ୱାଧୀନତା ପୂର୍ବର ବଳିଦାନକୁ ଅସ୍ବୀକାର କରିବା ଅସମ୍ଭବ।ସ୍ୱାଧୀନତା ପର ଭାରତ ବର୍ଷର ବୋଝ ମୁଣ୍ଡାନ୍ତି ସର୍ଦାର ବୋଲବ ଭାଇ ପଟେଲ…

Read More

ରାଷ୍ଟ୍ରଭାଷା ପରୀକ୍ଷାର ମର୍ଯ୍ୟାଦାହାନି ନକରିବାକୁ ଅନୁରୋଧ

ଭୁବନେଶ୍ୱର,୪ା୧୦: ୧୯୫୪ ମସିହାରୁ ଓଡ଼ିଶାରେ ହିନ୍ଦୀ ପ୍ରଚାର, ପ୍ରସାର ଜାରି ରହିଛି । ଓଡିଶା ରାଷ୍ଟ୍ରଭାଷା ପରିଷଦ, ଜଗନ୍ନାଥଧାମ, ଚକ୍ରକୋଟଲେନ, ଦାମୋଦରରୋଡ, ବଳିଆପଣ୍ଡା, ପୁରୀ-୧ ପକ୍ଷରୁ ଏହା ଚାଲୁରହିଛି । ଏହି ସଂସ୍ଥାଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଭାରତ ସରକାର ତଥା ଓଡିଶା ସରରକାରଙ୍କ ସ୍ଥାୟୀ ମାନ୍ୟତା ପାଇଛି । ପ୍ରତି ବର୍ଷ ଏହି ସଂସ୍ଥାରେ ହଜାର ହଜାର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କର୍ମ…

Read More

ଶକ୍ତି ପ୍ରଦର୍ଶନ ସହ ବ୍ରହ୍ମଗିରି ଫେରିଲେ ସଞ୍ଜୟ

ବ୍ରହ୍ମଗିରି : ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକଙ୍କ ଆହ୍ୱାନ କର୍ମେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ବ୍ଲକ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମଗିରି ବ୍ଲକ ଉତ୍ତରସ୍ଵର ମନ୍ଦିର ପ୍ରାଙ୍ଗଣ ଠାରୁ ପ୍ରାୟ ତିନି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ଅଲାରନାଥ ଲାଇବ୍ରେରୀ ଠାରେ ପହଞ୍ଚି ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପରମ ପୂଜ୍ୟ ଜାତୀର ପିତା…

Read More

ବଲାଙ୍ଗୀର ପାଟଣାଗଡ଼ଠାରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଭୁବନେଶ୍ଵର/ ପାଟଣାଗଡ଼, ଅକ୍ଟୋବର ୨, ୨୦୨୪ ଶିଳ୍ପପତି ତଥା ସମାଜସେବୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଏହାର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି।  ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ମାନ୍ୟବର ସାଂସଦ (ବଲାଙ୍ଗୀର) ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪…

Read More

୨୯ ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ୨୦୨୫ ପାଇଁ ମନୋନୀତ ହେଲା  ‘ଲାପତା ଲେଡିଜ୍’

ଚଳିତ ବର୍ଷ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ‘ ଲାପତା ଲେଡିଜ୍’ ବର୍ତ୍ତମାନ ଏକ ବଡ ମାଇଲଖୁଣ୍ଟ ହାସଲ କରିଛି। ନିର୍ଦ୍ଦେଶକ କିରଣ ରାଓଙ୍କ ଏହି ଚଳଚ୍ଚିତ୍ର ଓସ୍କାର ୨୦୨୫ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ ମନୋନୀତ ହୋଇଛି |ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ୨୯ ଟି ସର୍ଟଲିଷ୍ଟ ଫିଲ୍ମ ତାଲିକାରୁ ଓସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ’ ଲାପତା ଲେଡିଜ୍’ କୁ ଚୟନ କରିଛି | ଏହି ତାଲିକାରେ ରଣବୀର କପୁରଙ୍କ ଅଭିନୀତ…

Read More