ଓଡ଼ିଶା ଆସୁଛନ୍ତି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱତ୍ ମନ୍, ପରବର୍ତ୍ତୀ ସମୟରେ ଆସିବେ ରାଘବ ଚଢା

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ ଆସିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ୱତ୍ ମନ୍। କେବଳ ମନ୍ ନୁହଁନ୍ତି ଆପ୍ ରାଜ୍ୟସଭା ନେତା ରାଘବ ଚଢା ମଧ୍ୟ ଓଡ଼ିଶା ଆସିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏନେଇ ଉଭୟ ଚଢା ଏବଂ ମନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱତ୍ ମନ ଆସିବାର ସଙ୍କେତ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିସାରିଛି। ରାଘବ ଚଢାଙ୍କ ଗସ୍ତ ନେଇ ସ୍ପଷ୍ଟ ଚିତ୍ର ଏଯାବତ ଆସିନାହିଁ। ଚଳିତ ସପ୍ତାହ…

Read More

କୋରାପୁଟ ଲୋକସଭା ଫଳାଫଳ ବଦଳାଇବ ଇଣ୍ଡିଆ ମେଣ୍ଟ ସମୀକରଣ, ସ୍ୱାଧିନ ବିଧାୟକ ସହ କଂଗ୍ରେସ ଏମପି ପ୍ରାର୍ଥୀଙ୍କ ଜିତିବାରେ ଶ୍ରୀକାନ୍ତଙ୍କ ଭୂମିକା ନେଇ ଚର୍ଚ୍ଚା..

ଭୁବନେଶ୍ୱର :  ଶୀର୍ଷକଟି ପଢି ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।  କାରଣ ଗତ ୨୦୧୯ ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନ କଂଗ୍ରେସ ଜିତିଥିଲା। ନୂଆ କରି ଛିଡ଼ା ହୋଇଥିବା ସପ୍ତଗିରୀ ଉଲ୍ଲାକା ପ୍ରଥମ ଥର ସାଂସଦ ହୋଇଥିଲେ। ଏହି ଲୋକସଭା ଅଧିନରେ ଥିବା ବିଧାନସଭା ଆସନ ଗୁଡିକ ବିଜେଡି , କଂଗ୍ରେସ ଏବଂ ସ୍ୱାଧିନକୁ ଯାଇଥିଲା। ମାତ୍ର କୋରାପୁଟ ଲୋକସଭା ଫଳାଫଳ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସଂଯୋଗ ନିକଟରେ ଚର୍ଚ୍ଚାର କାରଣ ହୋଇଥିଲା।…

Read More

ବର୍ଷ ଆରମ୍ଭରୁ ସତର୍କ ବିଜେଡି, କୌଣସି ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନି ତୃତୀୟ ମହଲା…ସବକା ସାଥ୍ ନୀତିରେ ରଣନୀତି..

ଭୁବନେଶ୍ୱର :  ୨୦୨୪ ବର୍ଷ ଆସୁ ଆସୁ ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହି ଉତ୍କଣ୍ଠା ଆହୁରି ଅଧିକ ରହୁଛି। ଦେଶର ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେଡି ଅଢେଇ ଦଶନ୍ଧି ଧରି କ୍ଷମତାରେ ରହିଛି। ତେଣୁ ଶାସକ ଦଳ ବିଜେଡି ନିର୍ବାଚନକୁ ନେଇ ଅଧିକ ସତର୍କ ରହୁଥିବା ଜଣାପଡିଛି। ଦଳ କୌଣସି ପରିସ୍ଥିତିରେ  କିଛି ଅଡ଼ୁଆ ପରିସ୍ଥିତି…

Read More

କିଏ ହେବ ପୁରୀ ଜିଲ୍ଲା ବିଜେଡି ସଭାପତି, ତର୍ଜମା ଜାରି ରଖିଛି ତୃତୀୟ ମହଲା

ଭୁବନେଶ୍ୱର :  ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁୟାରୀ ତୃତୀୟ ସପ୍ତାହରେ ଲୋକର୍ପଣ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜାତୀୟସ୍ତରରେ ଶ୍ରୀରାମ କୈନ୍ଦ୍ରିକ ଧାର୍ମିକ ରାଜନୀତି ଜୋର ଧରିଥିବା ବେଳେ ଓଡ଼ିଶାରେ ଶ୍ରୀଜଗନ୍ନାଥ କୈନ୍ଦ୍ରିକ କାର୍ଯ୍ୟକ୍ରମ କରାଯାଉଛି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଜାତୀୟସ୍ତରରେ ରାମ-ମନ୍ଦିର ପ୍ରତିଷ୍ଠା ଏବଂ ରାଜ୍ୟରେ ପରିକ୍ରମା ଲୋକାର୍ପଣ ଉତ୍ସବ ଉପରେ ସମସ୍ତଙ୍କ ନଜର ରହିବ। ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି…

Read More

ଆଇସିସି କାହିଁକି କାଟିଲା ଟିମ ଇଣ୍ଡିଆର ପଏଣ୍ଟ ଜାଣନ୍ତୁ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୩୨ ରନ୍ ଓ ଗୋଟିଏ ଇନିଂସରେ ପରାସ୍ତ କରିଛି। ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି, କିନ୍ତୁ ଏବେ ହଠାତ୍ ଶ୍ରେଷ୍ଠ ୫ରୁ ବାଦ୍ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍…

Read More

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଅବଧି ବଢିପାରେ …ନିଷ୍ପତ୍ତିର ପ୍ରଶାସନିକ ଓ ରାଜନୈତିକ ତର୍ଜମା କରିସାରିଛି ତୃତୀୟ ମହଲା….

ଭୁବନେଶ୍ୱର :  ଆଗକୁ ସାଧାରଣ ନିର୍ବାଚନ ରହିଛି। ପ୍ରାୟତଃ ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଆଲୋଚନା ହେଉଛି। ଯଦି ଏପରି ନ ହୁଏ, ତେବେ ମାର୍ଚ୍ଚ ମାସରେ ସୁନିଶ୍ଚିତ ଘୋଷଣା ହେବ। ସମାନ ସମୟରେ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ନିର୍ବାଚନ ପରିଚାଳନା ପୂର୍ବରୁ ପ୍ରଶାସନିକ ନିଯୁକ୍ତି ଉପରେ ସମସ୍ତଙ୍କ ନଜର ରହିବ। ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ କୁମାର ଜେନାଙ୍କ ଅବଧି ବୃଦ୍ଧି ହେବ କି…

Read More

ରାଜ୍ୟରେ ଶୁଭାରମ୍ଭ ହେଲା BSKY ନବୀନ କାର୍ଡ , ଉପକୃତ ହେବେ ୯୦ ପ୍ରତିଶତ ଲୋକ …

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଦିଗରେ କାମକରୁଥିବା ରାଜ୍ୟ ସରକାର ଆଜି ରାଜ୍ୟରେ BSKY ନବୀନ କାର୍ଡ ଆରମ୍ଭ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କର୍ଡ ମାଧ୍ୟମରେ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ବା ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ। ଟଙ୍କା ଅଭାବରୁ ଯେମିତି କୌଣସି ଲୋକ ଭଲ ଚିକିତ୍ସାରୁ ବଞ୍ଚିତ ନହେବ ସେଥିପାଇଁଲ ଏ କାର୍ଡର…

Read More

ମା’ମାଣିକେଶ୍ବରୀ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ

  ଭବାନୀପାଟଣା; ପରିର୍ତ୍ତନ ହେଲା କଲାହାଣ୍ଡି ବିଶ୍ବବିଦ୍ୟାଳୟର ନାମ  । ଜିଲ୍ଲାର ଅଧିଷ୍ଠାତି ଦେବୀ ମା  ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ।ଏହା ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କୌଣସି ଦେବୀଙ୍କ ନାମରେ ନାମିତ କରାଯାଇଛି ।  ଏନେଇ ଉଛଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ…

Read More

ଅଜୟ ଆସିବା ପୂର୍ବରୁ ସବୁ ବରିଷ୍ଠଙ୍କ ସହ କ’ଣ କଥା ହେଉଛନ୍ତି, ଜାନୁୟାରୀ ୬ ପୂର୍ବରୁ କଂଗ୍ରେସ ନୂଆ ଘୋଷଣା କରିବ କି ?

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଜାନୁଆରି ୧୪ ତାରିଖ ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଅନୁରୂପ ଭାବରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି…

Read More

ପୁଣି ରାଜରାସ୍ତାରେ ଚାଲିବେ ରାହୁଲ ଗାନ୍ଧୀ, ଏଥର ଆସିବେ ଓଡ଼ିଶା

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଏନେଇ  ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି ଯେ,  ପ୍ରଥମ ‘ଭାରତ ଯୋଡ଼ୋ ଯାତ୍ରା’ର ବିପୁଳ ଅନୁଭୂତିକୁ ସମ୍ବଳ କରି ଏଥର ରାହୁଲ୍‌ ଗାନ୍ଧୀ ଆଉ ଏକ ଯାତ୍ରାରେ ବାହାରିବେ। ଏହି ଯାତ୍ରାରେ ରାହୁଲ୍‌ ଗାନ୍ଧୀ ଯୁବକ,…

Read More