କର୍ଣ୍ଣାଟକ ନିର୍ବାଚନରେ ୬ ଓଡ଼ିଆ ଅଧିକାରୀ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ ,୧୫/୪: କର୍ଣ୍ଣ‌ାଟକ ବିଧାନସଭା ନିର୍ବାଚନର ତଦାରଖ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ବାରା ୧୨୯ ସାଧାରଣ ଓ ୩୭ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଇସିଆଇଙ୍କ ଦ୍ବାରା ଜାରି ସାଧାରଣ ପର୍ଯ୍ୟବେକ୍ଷକ ତାଲିକାରେ ଛଅ ଓଡ଼ିଆ ଅଧିକାରୀ ରହିଛନ୍ତି l ଏହି ଅଧିକାରୀମାନେ ହେଉଛନ୍ତି – ଓଡ଼ିଶାର ଆଇଏଏସ୍‌ ଅଧିକାରୀ ସୁଧାଂଶୁ ମୋହନ ସାମଲ। ତେଲେଙ୍ଗାନା କ୍ୟାଡର ଆଇପିଏସ ଡ.ସୌମ୍ୟା ମିଶ୍ର, ଓଡିଶା କ୍ୟାଡର୍‌ ଆଇପିଏସ୍‌ ରାଜେଶ କୁମାର, ସତୀଶ କୁମାର ଗଜଭିୟେ, ଅବିନାଶ…

Read More

କେନ୍ଦ୍ର ସରକାର ବିରୋଧୀଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରିଦେବାକୁ ଚାହୁଁଛନ୍ତି : ମନୋଜ ଝା

ପାଟନା,୧୫।୪: କେନ୍ଦ୍ର ସରକାର ଦେଶର ସମସ୍ତ ବିରୋଧୀ ଦଳ ନେତାଙ୍କୁ ଗ୍ୟାସ ଚାମ୍ବରରେ ବନ୍ଦ କରି ଦିଅନ୍ତୁ। ସିବିଆଇ ଭାରତୀୟ ଜନତା ପାର୍ଟି(ଭାଜପା) ହିସାବରେ କାମ କରିବା ଆରମ୍ଭ କରି ଦେଇଛି l କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟ ଲୋକଙ୍କୁ ରାଜରାସ୍ତାକୁ ଆଣିବା ପାଇଁ ବାଧ୍ୟ କରିବ ବୋଲି ଆରଜେଡି ନେତା ମନୋଜ ଝା କହିଛନ୍ତି l ଶ୍ରୀ ଝା ଏନେଇ ଟୁଇଟରେ କିଛି ଭିଡିଓ ବି ଶେୟାର କରିଛନ୍ତି। ଏହା ଉପରେ ମନୋଜ ଝା ଲେଖିଛନ୍ତି,…

Read More

କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଠଗଡାରେ ଛିଡା କରିଇଲେ ସତ୍ୟପାଲ ମଲ୍ଲିକ।

ନୂଆଦିଲ୍ଲୀ ,୧୫/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିକୁ ଏତେ ବି ଘ୍ରୁଣl କରନ୍ତି ନାହିଁ l ପ୍ରଧାନମନ୍ତ୍ରୀ ନିଜ ଭିତରେ ଭରପୁର ମଜି ରହୁଥିବା ବ୍ୟକ୍ତିତ୍ୱ l କାଶ୍ମୀର ମାମଲାରେ ମୋଦି ବହୁତ କିଛି ଜାଣନ୍ତି ନାହିଁ l କାଶ୍ମୀର ପ୍ରସଙ୍ଗରେ କୌଣସି ମନ୍ତବ୍ୟ ନ ଦେବାକୁ ତାଙ୍କୁ ତାଗିଦା କରାଯାଇଥିଲା ବୋଲି ବରିଷ୍ଠ ରାଜନେତା ସତ୍ୟପାଲ ମଲ୍ଲିକ କହିଛନ୍ତି l ଦେଶର ଜଣାଶୁଣା ୱେବ ଚ୍ୟାନେଲ ଦ ୱୟରକୁ ସାକ୍ଷାତକାର ଦେଇ ଶ୍ରୀ ମଲ୍ଲିକ ଏହା…

Read More

ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି; ପ୍ରତି ପଞ୍ଚାୟତ ପାଇଁ ରିଭଲଭିଂ ପାଣ୍ଠି ୧୫ ହଜାରକୁ ବୃଦ୍ଧି।

ଭୁବନେଶ୍ବର;୧୫/୪(ବ୍ୟୁରୋ); ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ରାଶିକୁ ବଢିଆ ଯାଇଛି। ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହାଜର ଟଙ୍କା ଏବଂ ସହରଂଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାର ବୃଦ୍ଧି କରାଯାଇଛି। ଏଥିପାଇଁ ସବୁ ଗ୍ରାମାଞ୍ଚଳ ପାଇଁ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ୧୫ ହଜାର ଟଙ୍କା ଲେଖଏଁ ଦିଆଯାଇଛି। ଗରିବ ଲୋକ ଯେପରି ତାଙ୍କ ପ୍ରୀୟଜନଙ୍କ ଅନ୍ତେଷ୍ଟିକ୍ରୀୟା କୌଣସି ଅସୁବିଧାର…

Read More

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଝାରସୁଗୁଡା,13/4(ବ୍ୟୁରୋ ) : ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପାଇଛି l ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକଦଳ ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛନ୍ତି l ବିଜେଡ଼ି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥି କରିଛି l ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ ପାଣ୍ଡେଙ୍କୁ ଏବଂ ବିଜେପି ଯୁବ ଚେହେରା ଟଙ୍କଧର ତ୍ରିପାଠିଙ୍କୁ ପ୍ରାର୍ଥୀ କରିଛି lବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଦ୍ୱୟ ନିକଟରେ ନିଜ ନିଜ…

Read More

‘ବେଇମାନ ‘ ଶବ୍ଦ ସିନ୍ଧିଆଙ୍କ ମୁହଁରେ କାହିଁକି ଶୋଭା ପାଉନି

ଭୋପାଳ,୧୩/୪(ବ୍ୟୁରୋ ): ସିନ୍ଧିଆ ପରିବାର ନନ୍ଦନ କିଛିଦିନତଳେ କଂଗ୍ରେସ କୁ ଗଦ୍ଦାର ବୋଲି କହିଥିଲେ l ଏହି ଶବ୍ଦ କୁ ଆମେ ଓଡ଼ିଆରେ ବେଇମାନ ତଥା ନିମକହାରାମ ବୋଲି କହିଥାଉ l ହେଲେ କହିବା ଲୋକ କହିବା ପାଇଁ ଯୋଗ୍ୟ ତ l ବର୍ତ୍ତମାନ ଏହି କଥା ସାଧାରଣ ମହଲରେ ଆଲୋଚନାର ବିଷୟ ପାଲଟିଛି l ଏକଦା କଂଗ୍ରେସର ସଦସ୍ୟ ଥିବା ସିନ୍ଧିଆଙ୍କୁ ଏ ନେଇ ଜୟରାମ ରମେଶ, ପବନ ଖେର ସମାଲୋଚନା କରିଛନ୍ତି l କଂଗ୍ରେସକୁ…

Read More

ଆଇନ ଅନୁଯାୟୀ ଦ୍ବିପାକ୍ଷିକ ଆଲୋଚନା କୋଟିଆ ବିବାଦର ସମାଧାନ ଆଣିବ

ଭୁବନେଶ୍ୱର,୧୩/୪( ବ୍ୟୁରୋ ): ଗତ ଏପ୍ରିଲ ପହିଲାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ପ୍ରଦେଶ ସୀମା ନିକଟ ବର୍ତ୍ତୀ କୋଟିଆ ଗସ୍ତ କରିଥିଲେ l କୋଟିଆକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ l ସେଠାରେ ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ ମଧ୍ୟ କରିଥିଲେ l ଏହା ପ୍ରାୟ ଗୋଟିଏ ସପ୍ତାହ ଖବରର ଶିରୋନାମାରେ ରହିଥିଲା l ମାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଏପରି ଷ୍ଟଣ୍ଟ ସମସ୍ୟାର ଦୀର୍ଘ ମିଆଦୀ ସମାଧାନ କରିବ ନାହିଁ ବୋଲି ସାଧାରଣରେ ମତ…

Read More

ଭାରତର ଏହି ୨ଟି ସହରରେ ବିିଶ୍ବକପ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମୁକେଶ…

Read More

ରିଙ୍କୁ ସିଂହଙ୍କ ସହିତ ନିଜର ଏଡିଟିଂ ଫଟୋ ସେୟାର କରି ଆଡଲ୍ଟ ସିନେ ଷ୍ଟାର କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଚମ୍ଭିତ କରି ଦେଇଥିଲେ। ଏହାପର ଠାରୁ ରିଙ୍କୁଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି। କ୍ରିକେଟ ପ୍ରେମୀଙ୍କ ଠାରୁ…

Read More

ହାଇସ୍ପିଡ୍‌ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା। ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ…

Read More