ଦେବୀ ମିଶ୍ରଙ୍କ ବିରୋଧରେ ଲଢିବେ ଏହି ଅବସରପ୍ରାପ୍ତ ସରକାରୀ ଅଧିକାରୀ

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ଏକାଧିକ ଜିଲ୍ଲା ପାରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ଏହି ଠାରୁ ଦେବୀ ପ୍ରସାଦ ମିଶ୍ରଙ୍କ ହାତରୁ ସଙ୍ଗଠନ ଖସୁଥିବା ଜଣାପଡିଥିଲା। ମାତ୍ର ନବୀନଙ୍କ ଲୋକପ୍ରିୟତା ଏବଂ ବିଜେପିର ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ୨୦୧୯ ନିର୍ବାଚନ ବାତାବରଣ ଜିତାଇ ଆଣିଥିଲା। ମାତ୍ର ଏହା ପରେ ବିଭିନ୍ନ ତୃଣମୂଳ ସଭାରେ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରାଯିବ, ଅପଦସ୍ତ କରାଯିବା ଦେଖିବାକୁ ମିଳିଥିଲା। ଜଣେ…

Read More

ଦ୍ୱାଦଶ ଦିନରେ  ଆମ ଓଡ଼ିଶା ନବୀନ ଓଡ଼ିଶା, ସାମିଲ ହେଲା ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଡିହେଲା କନ୍ଧମାଳ, ଅନୁଗୋଳ ଏବଂ ଗଜପତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ଗିରଫ ହେଲେ ଟୁଟୁ ନାୟକ, ମନୋଜଙ୍କ ନାଁ ପୋଷ୍ଟର ଚିରା ଅଭିଯୋଗ

ଭୁବନେଶ୍ୱର :  ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶନିବାର ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଦେବସ୍ମିତାଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।  ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ  ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ…

Read More

ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।   ଏଥିପାଇଁ…

Read More

ଆମ ଓଡ଼ିଶା, ନବୀନ ଓଡ଼ିଶାରେ ଯୋଡି ହେଲା କଳାହାଣ୍ଡି ଏବଂ ନବରଙ୍ଗପୁର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

କେଉଁ ସବୁ ଖାଦ୍ୟ ଖାଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୋଇନିସ୍ …..କିଏ ଦେଇଥିଲା ତାଙ୍କୁ ଖାଦ୍ୟ ସମ୍ପର୍କିତ ପରାମର୍ଶ

ନୂଆଦିଲ୍ଲୀ – ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ ଜାରି ରହିଛି।  ଏହି ସମୟରେ କେଉଁ ଖେଳାଳି କଣ ଖାଉଛନ୍ତି। ତାହାକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଖାଦ୍ୟ ଶୈଳୀକୁ ନେଇ ଚର୍ଚ୍ଚା ଜାରି ରହିଛି । ଯେପରି ‌କମ୍‌ କାର୍ବୋହାଇଡ୍ରେଟ୍‌ ଖାଦ୍ୟ ଖାଇବେ ତାହା ଉପରେ ଧ୍ୟାନ ଦେବାକୁ ବ୍ୟକ୍ତିଗତ ରୋଷେୟାଙ୍କୁ  ଷ୍ଟୋଇନିସ୍ ନିଜ ସାଙ୍ଗରେ ସବୁ ସମୟରେ ନେଇ ଥାଆନ୍ତି।  ଷ୍ଟୋଇନିସ୍‌ ଏବେ କିଟୋଜେନିକ୍‌ ଡାଏଟ୍‌ (ହାଇ ଫ୍ୟାଟ୍‌, ଲୋ…

Read More

ଆପଣଙ୍କ ହ୍ୱାଟ୍ସଅପ୍ ବନ୍ଦ ହୋଇ ଯାଇଛି କି… କାହିଁକି ଜାଣନ୍ତୁ……

ମୁମ୍ବାଇ – ସାରା ପୃଥିବୀ ବହୁଳ ବ୍ୟବହୃତ ହେଉଥିବା ବାର୍ତ୍ତା ଆଦାନ ପ୍ରଦାନ ଆପ୍‌ ହେଉଛି ହ୍ବାଟ୍‌ସଆପ୍‌। କିଛିମାସ ହେବ ମନକୁ ମନ କେତେ ବ୍ୟବହାରକାରୀଙ୍କ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ଏହା ହ୍ୱାଟ୍ସଅପ୍ ପକ୍ଷରୁ କରାଯାଇଛି।  ଗତ ସେପ୍ଟେମ୍ବର ମାସରେ ଭାରତରେ ପ୍ରାୟ ୭୧.୧ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ଆକାୁଣ୍ଟ ଗୁଡିକୁ ଦୁଇଟି ନିୟମ ଆଧାରରେ ବ୍ୟାନ କରାଯାଇଥିବା ଜଣାପଡିଛି।  ସାଧାରଣତଃ ଭାରତୀୟମାନଙ୍କ ଚିହ୍ନଟ ସେମାନଙ୍କ ନମ୍ବର +୯୧ରୁ ହୋଇଥାଏ। ସେପ୍ଟେମ୍ବର…

Read More

ଆମ ଓଡ଼ିଶା, ନବୀନ ଓଡ଼ିଶାରେ ସାମିଲ ହେଲା ଗଞ୍ଜାମ ଏବଂ ସୁବର୍ଣ୍ଣପୁର ଜିଲ୍ଲା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ…

Read More

ପାଣ୍ଡିଆନଙ୍କୁ ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କଲେନି ବିଜେପି ଏମପି ବସନ୍ତ ପଣ୍ଡା

ଭୁବନେଶ୍ୱର :ଶ୍ରଦ୍ଧା, ସଦିଚ୍ଛା, ସହଯୋଗ, ସମର୍ଥନ ଏବଂ ଆଶୀର୍ବାଦ କାମନା କରୁଛି। ନବୀନ ଓଡ଼ିଶା ତଥା ଫାଇବ-ଟିର  ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ପ୍ରଚେଷ୍ଟାରେ କଳାହାଣ୍ଡିର ବହୁତ ବିକାଶ ହୋଇଛି। ଏକଥା କଳାହାଣ୍ଡି ବିଜେଡିର କୌଣସି ନେତା କହି ନାହାନ୍ତି। ଏକଥା କହିଛନ୍ତି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପିର ସଭାପତି ରହିଥିବା ବସନ୍ତ ପଣ୍ଡା। ତାହା ପୁଣି ଲକ୍ଷ ଲକ୍ଷ କଳାହାଣ୍ଡିବାସୀଙ୍କ ସମ୍ମୁଖରେ , ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିଜେପି ରାଜନୀତିରେ…

Read More