ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ସ୍ଥାନରେ କିଏ ଖେଳିବ ଜାଣନ୍ତୁ…

ଦିନିକିଆ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ତାର ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଟେବୁଲର ଶୀର୍ଷରେ ରହିଛି । ଟିମ ଇଣ୍ଡିଆ ଏହି ପ୍ରତିଯୋଗିତାରେ ମୋଟ ୫ଟି ମ୍ୟାଚ ଖେଳିଛି । ତେବେ ଏହି ୫ଟି ମ୍ୟାଚରୁ ସମସ୍ତ ମ୍ୟାଚରେ ଅଜୟ ରହିଛି ରୋହିତ ବାହିନୀ । ସେହିପରି ଟିମ ଇଣ୍ଡିଆ ୨୦ ବର୍ଷ ପରେ କୌଣଷି ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ମଧ୍ୟ ସଫଳ ହୋଇଛି । କିନ୍ତୁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା…

Read More

ଆଗକୁ ଶସ୍ତା ହେବାକୁ ଯାଉଛି ତେଲ, ସାବୁନ ଓ ସର୍ଫ ପରି ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ …

ଭାରତରେ ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ଖୁବଶୀଘ୍ର କମିବାକୁ ଯାଉଛି । ଏହା ଏଥିପାଇଁ କୁହାଯାଉଛି ଯେ  କାରଣ ଏହି ଏଫଏମସିଜି କମ୍ପାନୀମାନେ ଭାରତରେ ମୂଲ୍ୟ ଉପରେ ନରମ ଆଭିମୁଖ୍ୟ ଗ୍ରହଣ କରିବାର ସଙ୍କେତ ଦେଖାଯାଉଛି  । ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ମୂଳ ସଂସ୍ଥା ୟୁନିଲିଭର ଆଗାମୀ ଦିନରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ଶସ୍ତା କରିବ ବୋଲି ଆଶା କରାଯାଉଛି ଏବଂ କମ୍ପାନୀ ମଧ୍ୟ ଏହାର ଘୋଷଣା କରିଛି ।…

Read More

କାର୍ତ୍ତିକ ମାସ ପାଇଁ ଆମିଷ ବଜାରରେ ନିଆଁ , ମଟନ ୮୦୦ ଟଙ୍କା ଥିବା ବେଳେ, ଇଲସି ଦର ୧୦୦୦

ଆସନ୍ତାକାଲି ପରଠୁ କାର୍ତ୍ତିକ ମାସର ପ୍ରବେଶ ହେତୁ ଆଜି ଆମିଷ ବାଜାରରେ ଦେଖିବାକୁ ମିଳିଛି ଭିଡ଼ । ଆଜି ଶୁକ୍ରବାର ହୋଇଥିବାରୁ ଲୋକମାନେ  ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ଆରମ୍ଭ ହେଇଯିବ ହବିସ । ସେଥିପାଇଁ  ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ ସହ ଚିଙ୍ଗୁଡି ।ତେବେ ଆଜିର ଏହି ଭିଡକୁ…

Read More

ଏସିଆନ୍ ପାରା ଗେମ୍ସରେ ଭଗତଙ୍କୁ ସ୍ବର୍ଣ୍ଣ ପଦକ …

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ଓଡି଼ଆ ପୁଅ ପ୍ରମୋଦ ଭଗତ ଭାରତ ପାଇଁ  ୨୧ତମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ଏକ ସଙ୍ଘର୍ସ ପୂର୍ଣ୍ଣ ସେଟ୍  ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ପରାସ୍ତ କରି   ସ୍ବର୍ଣ୍ଣ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି, ନିତେଶ କୁମାର ମଧ୍ୟ…

Read More

 କେମିତି କରିବେ ସମାଲୋଚନା, ବାଟ ଖୋଜୁଛନ୍ତି ବିଜେପି-କଂଗ୍ରେସ

ଭୁବନେଶ୍ୱର : ଭି.କେ ପାଣ୍ଡିଆନଙ୍କୁ ଆମେ ବିଧାନସଭାରେ ଆକ୍ରମଣ କରିବୁ। ତାଙ୍କୁ କଳା ପତାକା ଦେଖାଇବୁ। ଆମ ପିଲା କେସ୍ ଖାଇବେ। ଅଫିସର ହୋଇ ରାଜନୀତି କରିବେ କାହିଁକି ବୋଲି ପ୍ରଶ୍ନ କରିବୁ। ଯେତେବେଳେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ, ସେ ସମୟରେ ଆମ ଦଳ ଜାଣିପାରିଲେ ନାହିଁ କାହିଁକି। କେନ୍ଦ୍ରକୁ ଆବେଦନ ଗଲା। ଆମର ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ପୂର୍ବ ପ୍ରଶାସିକା କେମିତି ଟେର ପାଇଲେନି। ହଁ ଆଜ୍ଞା…

Read More

ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

 ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ…

Read More

ରାଜ୍ୟରେ ବହୁଳ ଭାବେ ପ୍ରତିଷ୍ଠା ହେବ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ  ବୁଧବାର ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସାରା ରାଜ୍ୟରେ ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ୍-ଓଜୋଲା ଚେସକୁ  ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।…

Read More

 ମଲ୍ଲିକାର୍ଜୁନଙ୍କ ମନ କିମ୍ବା ମୁଣ୍ଡରେ ଓଡ଼ିଶା କଂଗ୍ରେସ ନାହିଁ, ତାଙ୍କୁ ଓଡ଼ିଶା ଆଣିବାରେ ବିଫଳ ନେତୃତ୍ୱ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ନଅ ବିଧାୟକ ଅଛନ୍ତି। ଆଗାମୀ ଦିନରେ ଏହା ନବେରେ ପହଞ୍ଚିବ। ବିଜେଡି-ବିଜେପି ଭାଇଭାଇ, କଂଗ୍ରେସ ହିଁ ବିକଳ୍ପ। ଏମିତି କିଛି ସ୍ଲୋଗାନବାଜି ଦେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବର୍ଷକରୁ ଉର୍ଦ୍ଧ୍ୱ ସମୟ ଧରି କହି ଆସୁଛନ୍ତି। ଇତି ମଧ୍ୟରେ ପିସିସି କମିଟି ଘୋଷଣା ହେବା ସହ ଏକାଧିକ ଛୋଟମୋଟ କାର୍ଯ୍ୟକ୍ରମ ନିଆଗଲାଣି। ଅନୁରୂପ ଭାବେ କେନ୍ଦ୍ରରେ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ଦାୟିତ୍ୱ ନେବାର ବର୍ଷେ ମଧ୍ୟ ପୂରିଗଲାଣି। ହେଲେ…

Read More

ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…

Read More

ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ…

Read More