ଏବେ ମଧ୍ୟ ବଜାରରେ ରହିଛି ୦.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ …

ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୨୦୦୦ ଟଙ୍କିଆ ନୋଟ୍ | ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ଏହି ନୋଟଗୁଡିକ ରହିଛି, ତେବେ ଏହି ନୋଟ ଗୁଡ଼ିକୁ ବ୍ୟାଙ୍କରେ ଜମା କରିବାର ସୁଯୋଗ ଅଛି | ଯଦି ଆପଣ ଏହି ଦୁଇ ଦିନ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହି ଗୋଲାପୀ ନୋଟଗୁଡ଼ିକୁ ମେ…

Read More

ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି

ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…

Read More

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

• ସର୍ବସାଧାରଣଙ୍କ ସୁରକ୍ଷାକୁ ଟିପିଏସଓଡ଼ିଏଲର ଗୁରୁତ୍ୱ• ସବ-ଷ୍ଟେସନ ଚାରିପଟେ ତିଆରି ହେଉଛି ସୁରକ୍ଷା ପାଚେରୀ ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ ଲୋକେ ଏବଂ ବୁଲା ଜୀବଜନ୍ତୁ ବିଦ୍ୟୁତଜନିତ ଦୁର୍ଘଟଣାରୁ ବର୍ତ୍ତିପାରିବେ । ଗତ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ କମ୍ପାନୀ…

Read More

ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ଦୁବାଇ ପୁଲିସ୍ ଆଗରେ କଣ କହିଥିଲେ ସ୍ୱାମୀ ବୋନି କପୁର ..

ମୁମ୍ବାଇ : ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ। ୨୪ ଫେବୃଆରୀ, ୨୦୧୮ ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏବେ ବି ବହୁ ଜଣଙ୍କ ପାଇଁ ରହସ୍ୟଜନକ।  ହେଲେ ବହୁ ଦିନ ପରେ ସ୍ତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ସ୍ୱାମୀ  ବୋନି କପୁର। ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ  ଶ୍ରୀ କପୁର କହିଛନ୍ତି ଯେ,  ଶ୍ରୀଦେବୀ ଠିକଭାବରେ ଖିଆପିଆ କରୁନଥିଲେ। ସେ ବେଳେବେଳେ ଉପାସ ରହୁଥିଲେ। ଏହା ମାଧ୍ୟମରେ ସେ ଭଲ…

Read More

ଭାରତ ଏବଂ ଏସିଆ ମହାଦେଶର ସବୁଠୁ ଧନୀ ମହିଳା କିଏ….ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆମ ଦେଶରେ ଧନୀମାନଙ୍କ କଥା ପଡ଼ିଲେ ଆଖି ଆଗକୁ  ଅମ୍ବାନୀ ଓ ଆଦାନୀ ପରିବାରଙ୍କ ନାମ ଆଗକୁ ଚାଲିଆସେ।  ହେଲେ ଆମ ଦେଶର ମହିଳା ଉଦ୍ୟୋଗପତି ଧନୀ ଅଛନ୍ତି। ସେମାନେ ଅଦାନୀ ଏବଂ ଅମ୍ବାନୀଙ୍କୁ ସିଧା ଟକ୍କର ଦେଉଛନ୍ତି।  ଦେଶର ଯେତେ ମହିଳା ଉଦ୍ୟୋଗୀ ଅଛନ୍ତି, ତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି  ସାବିତ୍ରୀ ଜିନ୍ଦଲଙ୍କ । ସେ  ବର୍ତ୍ତମାନ ଜିନ୍ଦଲଙ୍କ ଗ୍ରୁପ୍‌କୁ ସମ୍ଭାଳୁଛନ୍ତି। ଦେଶର ଧନୀ ତ‌ାଲିକା ମଧ୍ୟରେ ୭୩ ବର୍ଷୀୟା ଏହି…

Read More

ବିଶ୍ୱକପ୍ କ୍ରିକେଟ୍ ଖେଳ ସହ ଆର୍ଥିକ ଫାଇଦାରେ ରହିବ ଭାରତ, ଜାଣନ୍ତୁ କେତେ କୋଟି ଟଙ୍କା କରିବ ଆୟ ..

ଅହମ୍ମଦାବାଦ : ଆରମ୍ଭ ହୋଇଯାଇଛି ଆଇସିସି ପ୍ରାୟୋଜିତ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା।  ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଆୟୋଜନ ଜାରି ରହିବ।  ସେପଟେ ଖେଳ ଚାଲିବ। ଏପଟେ ଭାରତୀୟ ଅର୍ଥନୀତି ମଧ୍ୟ ଲାଭ କରିବାକୁ ଯାଉଛି।   ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ଏକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିଛି। ବିଶ୍ୱକପ୍ କାରଣରୁ ଭାରତର ଅର୍ଥନୀତି (ଜିଡିପି)କୁ ୨୨,୦୦୦ କୋଟି ଟଙ୍କା ବା ୨.୬୫ ବିଲିୟନ ଡଲାରର  ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।…

Read More

ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ…

Read More

ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ ଏକଦିନିଆ କର୍ମଶାଳା

ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ “ଇଣ୍ଡସ ଏଡୁଟ୍ରେନ ପ୍ରାଇଭେଟ ଲିମିଟେଡ଼” ପକ୍ଷରୁ ଭୁବନେଶ୍ୱର ରିଜୋନାଲ ସାଇନ୍ସ ସେଣ୍ଟର ଠାରେ ଦିନିକିଆ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ୧୨୯ଜଣ ଧନ୍ଦାମୂଳକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଭୋକେସନାଲ କୋଡ଼ିନେଟର କୌଶିକ ଉତ୍କଳ ମହାନ୍ତି, ଜ୍ୟୋତି ରଞ୍ଜନ ବିଶ୍ୱାଳ ଏବଂ ସୌନିକ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଓସେପା ପକ୍ଷରୁ ଆୟୋଜିତ ହୋଉଥିଲା…

Read More

ଆଇଆଇଏମସି, ଢେଙ୍କାନାଳର ସମସ୍ୟା ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ା୧୦: ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର…

Read More

‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସର ପବିତ୍ର ମାଟି ପାଇଁ ହୋଇଛି । ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି ବୋଲି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି…

Read More