ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର

ନୂଆଦିଲ୍ଲୀ : ଦୁଇ ଦିନ ପରେ ବିଶ୍ୱକର୍ମା ପୂଜା। ଏହା ପରେ ଗଣେଶ ପୂଜା। ପୁଣି ଆସିବ ଦଶହରା। ଏହି ସମୟରେ ଗହମ, ଚାଉଳ ଏବଂ ଚିନିର ଆବଶ୍ୟକତା ଅଧିକ ପଡିଥାଏ। ମାତ୍ର ଏହି ସମୟରୁ ଫାଇଦା ନେବା ପାଇଁ କେତେକ ବ୍ୟବସାୟୀ ଅନେଇ ରହିଥାନ୍ତି। ଜାଣିଶୁଣି କୃତ୍ରମି ମହଜୁଦୀକରଣ କରିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ, ଚାଉଳ, ଗହମ…

Read More

୩ ରାଜ୍ୟସଭା ଆସନ ପାଇଁ ୩୦ ଆଶାୟୀ…ଓଡ଼ିଶାରୁ ଆଉ ଯିବେନି ଅଶ୍ୱିନୀ…ପ୍ରଶାନ୍ତଙ୍କୁ ମିଳିବନି ଦ୍ୱିତୀୟ ସୁଯୋଗ…ଚେଷ୍ଟା ଜାରି ରଖିଛନ୍ତି ଅମର..

ଭୁବନେଶ୍ୱର: ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଛି। କିଏ କେତେବେଳେ କ୍ଷମତାରେ ରହିବ। କିଏ କେତେବେଳେ କ୍ଷମତାରୁ ବିଦା ହୋଇଯିବ, ତାହା ଜାଣିବା କଷ୍ଟକର। ତେଣୁ କୌଣସି ମତେ ଦଳୀୟ ଟିକେଟ୍ ହାସଲ କରିଦେବା ପାଇଁ ସମସ୍ତେ ବ୍ୟାକୁଳ. ବିଧାୟକ ଟିକେଟ୍ ପାଇଁ ଅଧିକ ଲବି ଥିବା ବେଳେ ଦ୍ୱିତୀୟରେ ରାଜ୍ୟସଭା ଆସନ ନେଇ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ବିଜେଡ଼ିର ତିନୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ଏହି…

Read More

ଗୋଟିଏ କଲରେ ସବୁ ସମସ୍ୟାର ସମାଧାନଉପଭୋକ୍ତାଙ୍କ ନିମନ୍ତେ ୨୪ ଘଣ୍ଟିଆ ନିଃଶୁଳ୍କ କଲ୍ ସେଣ୍ଟର ସେବା

ବ୍ରହ୍ମପୁର: ବିଦ୍ୟୁତ ସେବା ଓ ସରବରାହ ସମ୍ପର୍କିତ ଯେକୌଣସି ସୂଚନା ନିମନ୍ତେ ଟିପିଏସଓଡିଏଲ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିଃଶୁଳ୍କ ଯୋଗାଯୋଗ ତଥା ପରାମର୍ଶ ସେବା ଯୋଗାଇ ଦେଉଛି l ବିଦ୍ୟୁତ ସଂକ୍ରାନ୍ତୀୟ ସୂଚନା ନିମନ୍ତେ ଉପଭୋକ୍ତାମାନେ ଆମର ୨୪ ଘଣ୍ଟିଆ କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ l ଏଥିପାଇଁ ଟୋଲ ଫ୍ରି ନମ୍ବର 1912 କିମ୍ବା 18003456797ରେ କଲ କରି ଉପଭୋକ୍ତାମାନେ ନିଜ ବିଦ୍ୟୁତ ସେଵାଜନିତ ସମସ୍ୟାର ସମାଧାନ କରିପାରିବେ l ମିଟର ରିଡିଂ, ବିଲ…

Read More

୨୦୧୧ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକା ବାଜିଥିବା ସିଟ୍ ହେବ ନିଲାମ …

ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ସଜେଇ ହେଲାଣି ଭାରତ । ୫ ଅକ୍ଟେବରରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ଏଥର ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ଏଥର ଭାରତରେ ଖେଳାଯିବାକୁ ଥିବାରୁ ଟିମ୍ ଇଣ୍ଡିଆ ପାଖରେ ଏହାକୁ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଦୀର୍ଘ ୧୨ ବର୍ଷ ପରେ ପୁଣି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଧକ୍ଷତା କରିବାକୁ ଯାଉଛି । ତେବେ ଯଦି ବିଶ୍ବକପ କଥା…

Read More

RBI RECRUTMENT ; RBIରେ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି : ଜାଣନ୍ତୁ କେମିତି ରହିଛି ଚୟନପ୍ରକ୍ରିୟା …

ସରକାରୀ ଚାକିରିରେ ବ୍ୟାଙ୍କ ଚାକିରିର ଏକ ଭିନ୍ନ ମହତ୍ତ୍ୱ ରହିଛି। କିନ୍ତୁ ଚାକିରୀ ଯଦି ଆରବିଆଇର ହୋଇଥାଏ ତେବେ ଏହାର ଗୁରୁତ୍ବ ଆହୁରି ବଢିଯାଏ ? ତେଣୁ ଯଦି ଆପଣ ଏହି ନିଯୁକ୍ତିକୁ ଉତ୍ସାହର ସହ ଅପେକ୍ଷା କରିଥିଲେ, ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ସମସ୍ତ ବିବରଣୀ ପଢି ଶେଷ ତାରିଖ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବା ଆବଶ୍ୟକ । ଏହା…

Read More

ଅଗ୍ନିଶମ ବିଭାଗରେ ବାହାରିଲା ୯୪୧ ପଦବୀ ; ଜାଣନ୍ତୁ କେମିତି କରିବେ ଆବେଦନ …

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଞ୍ଜପ୍ତି ପ୍ରକାଶ ପାଇଛି । ଏହି ସଂସ୍ଥାରେ ଚାକିରି କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କୁ  ଫାୟାରମ୍ୟାନ ଓ ଡ୍ରାଇଭର ପଦବୀରେ ନିଯୁକ୍ତି ମିଳିବ। ତେବେ ଏହି ସବୁ ନିଯୁକ୍ତି ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି । ଏହି ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ରାଜ୍ୟ ଅଗ୍ନିସମ…

Read More

ଶିକ୍ଷକଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର

୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଆନ୍ଦେଳନରେ ବସିଥିବା ୧ଲକ୍ଷ ୩୦ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବା ପାଇଁ ଭୟ ଦେଖାଇଛନ୍ତି ସରକାର । ଏହି ଛୁଟିକୁ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଭରଣା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦାବି…

Read More

ଖାଲି ପଡ଼ିଛି ଭିନ୍ନକ୍ଷମ କମିସନର ପଦ, ନିଜ ମନପସନ୍ଦର ଅଫିସରଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ସରକାରଙ୍କ ମନ….

ଭୁବନେଶ୍ୱର : ରାଜ୍ୟରେ ଅମଲାତନ୍ତ୍ର କୈନ୍ଦ୍ରିକ ଶାସକ ବ୍ୟବସ୍ଥା ବିରୋଧରେ ସମାଲୋଚନା ସର୍ବୋଚ୍ଚ ସଂସ୍ଥାରେ ରହିଛି। ଠିକ୍ ଏହି ସମୟରେ ରାଜ୍ୟ ସରକାର ଅମଲାତନ୍ତ୍ର କୈନ୍ଦ୍ରିକ ଶାସନକୁ ଆହୁରି ଦୃଢ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ଏକ ନିଷ୍ପତ୍ତିରୁ ଏହା ଜଣାପଡିଛି। ନୂତନ ନିଯୁକ୍ତି କିମ୍ବା ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିବା ପରିବର୍ତ୍ତେ ଭାରାପ୍ରାପ୍ତ ଅଧିକାରୀଙ୍କୁ ରଖିବାରେ ଗୁରୁତ୍ୱ ଦିଆଯାଉଛି। ଭାରାପ୍ରାପ୍ତ ଅଧିକାରୀ ଅବସର ପରେ ପୁଣି କେମିତି ସେହି ପଦରେ…

Read More

ବିଶ୍ବକପରେ ଅନ୍ୟ ଦଳ ମାନଙ୍କ ପାଇଁ ବିପଦ ଆଣିପାରନ୍ତି ଏହି ଖେଳାଳି …

ଦିନିକିଆ ବିଶ୍ବକପ ପାଇଁ ଆଉ ବାକି ରହିଲା କିଛି ସପ୍ତାହ । ତେବେ ଏହାରି ଭିତରେ ସବୁ ଦଳର ବୋର୍ଡ ଦଳ ମାନଙ୍କ ଅଭ୍ୟାସ ଜାରି ରଖିବା ପାଇଁ ଜଣେ ଅନ୍ୟ ଜଣଙ୍କ ସହ ଶୃଙ୍ଖଳାର ଆୟୋଜନ କରାଯାଉଛି । ଏହି ସମୟରେ ଭାରତୀୟ ଦଳ ସମେତ ପାଞ୍ଚଟି ଦଳ ଏସିଆ କପ ଖେଳୁଥିବା ବେଳେ ଅନ୍ୟ ବିଦେଶୀ ଦଳ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଅଛନ୍ତି । ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ଏବେ ଇଂଲଣ୍ଡ ଗସ୍ତରେ ୪…

Read More

ବର୍ଷା ହେଲେ ଏସିଆ କପରୁ ବିଦା ହେବ ପାକିସ୍ତାନ, କେମିତି ଜାଣନ୍ତୁ…

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ସୁପର ୪ ମ୍ୟାଚରେ ଭାରତ ୪୧ ରନରେ ଜିତିଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ପାକିସ୍ତାନର ଓ ଶ୍ରୀଲଙ୍କା ଠାରୁ ଜିତିବା ପରେ ସେପ୍ଟେମ୍ବର ୧୫ ରେ ବାଂଲାଦେଶ ବିପକ୍ଷ ସୁପର -୪ ରାଉଣ୍ଡର ଶେଷ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭିତରେ ଫାଇନାଲ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ। କାରଣ ଏହି ଦୁଇ ଦଳ ସୁପର…

Read More