ଡାକଘରର ଏହି ଯୋଜନାରେ ୧୦,୦୦୦ ଟଙ୍କା ନିବେଶ କରି ପାଆନ୍ତୁ ୪,୪୯୦ ଟଙ୍କାର ରିଟର୍ଣ୍ଣ …

ଛୋଟ ସଞ୍ଚୟ ଯୋଜନା ପାଇଁ ସର୍ବୋତ୍ତମ ପ୍ଲାଟଫର୍ମ ହେଉଛି ଡାକଘର (Post Office) । ଏଠାରେ ଅନେକ ପ୍ରକାରର ଯୋଜନା ପ୍ରଦାନ କରାଯାଏ । ସେଥିମଧ୍ୟରୁ ଏକ ସ୍ୱତନ୍ତ୍ର ଯୋଜନା ହେଉଛି ଡାକଘର ଜାତୀୟ ସଞ୍ଚୟ ପ୍ରମାଣପତ୍ର ଯୋଜନା (ଅଷ୍ଟମ ଇସୁ) । ଏହି ଯୋଜନାରେ ଆପଣ ଉତ୍କୃଷ୍ଟ ରିଟର୍ଣ୍ଣ ସହିତ (ଡାକଘର NSC ସ୍କିମ୍) ଟିକସ ଛାଡ ସୁବିଧା ପାଇପାରିବେ । ଏଥିରେ ଖାତା ଖୋଲିବା ମଧ୍ୟ ବହୁତ ସହଜ । ଏହି ବିନିଯୋଗ ଯୋଜନା…

Read More

ଧୋନିଙ୍କ ସହିତ କାହିଁକି ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତୁ …

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ ଆଜି ମଧ୍ୟ କମିନାହିଁ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂତନ ନାମ ଯୋଡ଼ି ହୋଇଯାଇଛି । ଏବେ ଧୋନି ତାଙ୍କ ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଆମେରିକାର…

Read More

ନିର୍ବାଚନ ଋତୁ : ଖୁବ୍ ଶୀଘ୍ର ଆରମ୍ଭ ହେବ ଚାକିରୀ ଛଡ଼ା ପର୍ବ

ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ନିର୍ବାଚନ ହେଲେ ଆହୁରି  ସାତ ମାସ ସମୟ ରହିଛି। ଆଗୁଆ ନିର୍ବାଚନ ହେଲେ ହାତରେ ତିନିରୁ ଚାରିମାସ ସମୟ ରହିଛି। ଓଡ଼ିଶାରେ ଆଶାୟୀ ପ୍ରାର୍ଥୀମାନେ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଶାସକ ଦଳ ପକ୍ଷରୁ ବହୁ  ଅଧିକାରୀଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳିପାରେ। ଭାରତୀୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥାରେ ଉଚ୍ଚ ବେତନରେ କାମ କରୁଥିବା ବହୁ ଆଶାୟୀ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି। ସେପ୍ଟେମ୍ବର…

Read More

ପିସିସିକୁ ଚକମା ଦେଇ ପୁଅଙ୍କ ବିଜେଡ଼ି ଟିକେଟ୍ ଫାଇନାଲ କରିଦେଲେ ସୁର…ଅସୁବିଧା ହେଲେ ବିଜେପି ଦ୍ୱାର ବି ଖୋଲା..

ଭୁବନେଶ୍ୱର:କଂଗ୍ରେସ ନେତା ସୁର ରାଉତରାୟ ନିଜ ଯୋଜନାରେ ସଫଳ ହେଲେ। ବର୍ତ୍ତମାନ ରାଉତରାୟ ପରିବାରରେ ଖୁସି ଖେଳି ଯାଇଛି। କଂଗ୍ରେସରେ ରହି ପୁଅର ବିଜେଡି ଟିକେଟ୍ ନିଶ୍ଚିତ କରାଇଦେଲେ। ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ମନ୍ମଥଙ୍କୁ ନିଲମ୍ବନ ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୁରଙ୍କ ନିକଟ ସମ୍ପର୍କୀୟଙ୍କ କହିବାନୁଯାୟୀ, ରାଜନୀତି ଅପେକ୍ଷା ସୁର ରାଉତରାୟ ବ୍ୟବସାୟକୁ ଗୁରୁତ୍ୱ ଦେଇଥାନ୍ତି। କାରଣ ବାଣିଜ୍ୟେ ବସତେ ଲକ୍ଷ୍ମୀ। କଂଗ୍ରେସ ସରକାର ସମୟରେ କରିଥିବା ସଂସ୍ଥାକୁ ନିୟମିତ ଚଳାଇବା ପାଇଁ ସରକାରଙ୍କ…

Read More

ଜି – ୨୦ ସମ୍ମିଳନୀରେ କାହିଁକି ସବୁ ପ୍ରତିନିଧି ମାନଙ୍କୁ ମିଳିବ ୧୦୦୦ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ : ଦୁନିଆର ୨୦ ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରିଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଭାରତ ଏହି ସୁଯୋଗର ଅନେକ ଉପାୟରେ ଲାଭ ଉଠେଇବାକୁ ଚେଷ୍ଟା କରୁଛି | ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶିଖର ସମ୍ମିଳନୀକୁ ଆସୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ…

Read More

ଥରେ ବସି ଗଲେ ଆଉ ଉଠନ୍ତି ନାହିଁ ନରେନ୍ଦ୍ର ମୋଦି…ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଶୀର୍ଷକ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଚୌକିରେ ବସିଲେ ଆଉ ଉଠନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଗତ ସପ୍ତାହରେ ଲଲନଟପର ଏକ କାର୍ଯ୍ୟକ୍ରମରେ ସେ ଏହି ବିଷୟରେ ଅବତାରଣା କରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ  ବନ୍ଧୁ କହିଥିଲେ ଯେତେବେଳେ ନରେନ୍ଦ୍ର ଯୁବକ ଥିଲେ, ଗୁଜରାଟର ଏକ ସହରରେ ତାଙ୍କ କକାଙ୍କ…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ପୁଣି ମୁହଁ ଖୋଲିଲେ ସୁର, କହିଲେ ପୁଅ କଂଗ୍ରେସରୁ ଲଢିବ… ହେଲେ ମନ୍ମଥ…

ଜଟଣୀ : ବାପା କହୁଥିଲେ ମୁଁ ଜନ୍ମ କଂଗ୍ରେସ। ମରିବି କଂଗ୍ରେସରେ। ମୋ ପରିବାର କଂଗ୍ରେସ। ମୋ ପୁଅ ବି କଂଗ୍ରେସରୁ ଲଢିବ। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଘରେ ଆଲୋଚନା କରି ସହମତି ଆଣିପାରିଲେନି ପିତା-ପୁତ୍ର। ବାପ କହିଲେ ଗୋଟିଏ କଥା- ପୁଅ କହିଲେ ଆଉ ଗୋଟିଏ କଥା। ହଁ ପାଠକେ ବନ୍ଧୁ। ଆମେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ପ୍ରବକ୍ତା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାଙ୍କ ପୁଅ ମନ୍ମଥ ରାଉତରାୟଙ୍କ…

Read More

କିଙ୍ଗସ୍ କପ୍; ଛେତ୍ରୀଙ୍କ ଅନୁପସ୍ଥିତିରେ ପଡିଆକୁ ଓହ୍ଲାଇବ ଭାରତୀୟ ଫୁଟବଲ୍ ଦଳ

ଆଜି ଭାରତୀୟ ଫୁଟବଲ ଦଳ କିଙ୍ଗସ୍ କପ ଟୁର୍ନାମେଣ୍ଟରେ ଇରାକ ସହ ଖେଳିବା ପାଇଁ ପଡିଆକୁ ଓହ୍ଲାଇବା| ସାଫ୍ ଚାମ୍ପିଅନସିପ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ କପରେ ଚମତ୍କାର ପ୍ରଦର୍ଶନ କରିବା ପରେ ଅଧିନାୟକ ସୁନୀଲ ଛତ୍ରୀଙ୍କ ଅନୁପସ୍ଥିତିରେ କିଙ୍ଗ କପରେ ଭାଗ ନେବା ଭାରତୀୟ ଦଳ | ପୁଅର ଜନ୍ମ ପାଇଁ ସୁନୀଲ ଛେତ୍ରୀ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଏହି ଟୁର୍ନାମେଣ୍ଟରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଇରାକ ଫୁଟବଲ ଦଳର ମାନ୍ୟତା ଭାରତ…

Read More

ଯାଜପୁରରୁ ଯାଉଛି ସର୍ବାଧିକ ଲଘୁ ଖଣିଜ ସମ୍ପଦ

ଭୁବନେଶ୍ୱର : ଓଡ଼ିଶାରେ  ୧୪୦୫ଟି ଲାଇସେନ୍ସପ୍ରାପ୍ତ ଖଣି ଖନନ ଚାଲିଛି। ଏଥିରୁ ସର୍ବାଧିକ ୨୫୭ଟି ଖଣି ଯାଜପୁର ଜିଲ୍ଲାରେ ରହିଛି। ଏକ ସରକାରୀ ତଥ୍ୟରୁ ଏହା ସାମନାକୁ ଆସିଛି। ଖଣି ଖନନ ଯୋଗୁଁ  ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ବାଲି ଖନନ ରାଜ୍ୟରେ ଏକ ପ୍ରମୁଖ ଖଣି କାର୍ଯ୍ୟ ହୋଇଥିବାବେଳେ ଏହା ବ୍ୟତୀତ ପଥର ଖଣି, କୋଇଲା ଏବଂ ଚୂନପଥର ଖଣି କାର୍ଯ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହୋଇଥାଏ ।…

Read More