Asia Cup 2023 ; ଭାରତ – ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟରଙ୍କୁ ସର୍ତକ କରାଇଲେ ଏହି ଖେଳାଳି…
କ୍ରିକେଟ୍ ପ୍ରେମୀ ଏସିଆ କପ୍ ୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ସେପ୍ଟେମ୍ବର ୨ ରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲଲେକେ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ଦୁଇ ଦଳ ମଧ୍ୟରେ ବୟାନ ବାଜି ଦେଖିବାକୁ ମିଳୁଛି। ଏସିଆ କପ୍ 2023 ରେ ନେପାଳ ବିପକ୍ଷରେ ଏକ ବଡ଼ ବିଜୟ ପାଇ ସାରିବାପରେ ପାକିସ୍ତାନ…
