ନିୟମ ଉଲ୍ଲଘଂନ କରି ଚାଲିଛି ବେଦାନ୍ତ କମ୍ପାନୀ, ବିନା ପରିବେଶ ମଞୁରୀରେ ଲୁଟୁଛି ଖଣି

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ…

Read More

ସରକାର ବଢାଇଲେ ଇପିଏଫ ସୁଧହାର

ଦେଶର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟ ପାଣ୍ଠି ଯୋଜନା ଅଧୀନରେ ଜମା ଉପରେ ସରକାର 8.15 ପ୍ରତିଶତ ସୁଧ ହାର ନିଶ୍ଚିତ କରିଛନ୍ତି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) 28 ମାର୍ଚ୍ଚ 2023 ରେ 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ 8.15 ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ EPFO…

Read More

କୋଚ୍ ହେଲେ କ୍ୱିତୋଭାଙ୍କ ଜୀବନସାଥି , ଖୁସି ଜାହିର କରି ସାମାଜିକ ଗଣମାଧ୍ୟମରେ କ’ଣ ଲେଖିଲେ ପଢନ୍ତୁ..

ଚେକ୍ ରିପ୍ଲବିକ :  ଚେକ୍ ରିପବ୍ଲିକ୍‌ର ‌ଟେନିସ୍ ରାଣୀ ତଥା ଦୁଇଥର ଓ୍ୱିମ୍ବଲଡ଼ନ ବିଜୟିନୀ ପେଟ୍ରା କ୍ୱିତୋଭାଙ୍କୁ କିଏ ବା ନ ଜାଣେ। ଦୀର୍ଘଦିନ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଟେନିସ୍ ଖେଳକୁ ନେଇ ନୁହେଁ। ତାଙ୍କ ଜୀବନସାଥିଙ୍କୁ ନେଇ ସେ ଏବେ ଚର୍ଚ୍ଚାରେ। କ୍ୱିତୋଭାଙ୍କ ଜୀବନରେ ତାଙ୍କ କୋଚ୍  ଜିରି ଭାନେକ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଟେନିସ୍ ପଡ଼ିଆରେ ପେଟ୍ରାଙ୍କୁ ବିଶ୍ୱ ବିଜୟିନୀ କରିଥିବା  ଭାନେକ ଜୀବନ ଲଢେଇରେ ମଧ୍ୟ…

Read More

କମିଟିଟିଏ ପାଇଁ ନୂଆଦିଲ୍ଲୀରେ ନାକେଦମ୍ ମନମୋହନ-ମାନସ, ଏଯାଏଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର : ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଖେଇଲାଣି। ଦଳ  ଥରେ ଚେଷ୍ଟା କରି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଛି। କେନ୍ଦ୍ରରେ ସରକାର ଅଛି। ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ସାଥ୍ ଦେବ। ଦ୍ୱିତୀୟରୁ ପ୍ରଥମ ଚେଷ୍ଟା କଲେ ପୂର୍ଣ୍ଣ ସଫଳତା ନ ମିଳିପାରେ। ହେଲେ ୧୫ ରୁ ୧୬ ଲୋକସଭା ଏବଂ ୫୦ ରୁ ୬୦ ବିଧାନସଭା ଆସନ ହାତେଇ ହେବ। ୟୁପିରେ ଦଳକୁ ବିଜୟୀ କରିଥିବା ସୁନୀଲ ବଂଶଲଙ୍କ ପରି…

Read More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….

ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ…

Read More

କାଲି ବିଶ୍ୱ ଦେଖିବ ଭାରତ-ପାକିସ୍ଥାନ ମ୍ୟାଚ୍

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍ ଫାଇନାଲରେ ଭାରତ- ଏ ଫାଇନାଲରେ ପ୍ରବେଶ କରିସାରିଛି  । ବାଂଲାଦେଶ- ଏ କୁ ୫୧ ରନରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ କାଟିଛି । ସେହିପରି ଅନ୍ୟପଟେ ପାକିସ୍ତାନ ଏ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଆସନ୍ତାକାଲି ଏହି ଦୁଇ ଚିର ପ୍ରଦିଦ୍ବନ୍ଦି ଫାଇନାଲମରେ ମୁହାଁ-ମୁହିଁ ହେବାକୁ ଯାଉଛନ୍ତି । ଆମେ ଯଦି ୧୦ ବର୍ଷ ତଳକୁ ଫେରିଯିବା ତେବେ…

Read More

କେମିତି ଫେରି ପାଇବେ ସାହାରା ଇଣ୍ଡିଆ ଟଙ୍କା..ଜାଣନ୍ତୁ….

ସାହାରା ଇଣ୍ଡିଆରେ ଫସି ରହିଥିବା ୧୦କୋଟିରୁ ଅଧିକ ନିବେଶକଙ୍କୁ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ଶୀଘ୍ର ସେମାନଙ୍କ ଟଙ୍କା ଫେରସ୍ତ ହେବ । ଏଥିପାଇଁ ସରକାର ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ଜରିଆରେ ଯେଉଁମାନଙ୍କର ଟଙ୍କା ସାହାରାରେ ଅଟକି ରହିଛି, ସେମାନେ ବର୍ତ୍ତମାନ ଅନଲାଇନରେ ଟଙ୍କା ଫେରସ୍ତ ପାଇ ପାରିବେ । କେବଳ ସାହାରାର ୪ଟି ସମବାୟ ସମିତିର ନିବେଶକମାନେ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଆସନ୍ତୁ ଜାଣିବା…

Read More

ମଧ୍ୟପ୍ରଦେଶରେ କଂଗ୍ରେସ କରିବ ସରକାର, ଆସିଲା ସର୍ଭେକ୍ଷଣ ରିପୋର୍ଟ

ଭୋପାଳ:  ଆଉ ମାତ୍ର ନବେ ଦିନ ପରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମଧ୍ୟ ଭାରତର ଏହି ରାଜ୍ୟର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସେଠାରେ ବିଜେପି ଶାସନ କରୁଛି। ବିଜେପି ନେତା ଶିବରାଜ ସିଂଚୌହାନ ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି। ହେଲେ ଗତଥର ନିର୍ବାଚନରେ କଂଗ୍ରେସ ଅଧିକ ଆସନ ଦଖଲ କରିବା ସହ ସରକାର କରିଥିଲା। ମାତ୍ର କରୋନା ସମୟରେ  ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବାକୁ କମଲନାଥଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇଥିଲା।…

Read More

କେବେ ବି ବିରୋଧି ଦଳରେ ବସିନାହାନ୍ତି ନବୀନ ପଟ୍ଟନାୟକ, ଭାରତୀୟ ରାଜନୀତିରେ ବିରଳ ରେକର୍ଡ

ଭୁବନେଶ୍ୱର- ଦୀର୍ଘ 23 ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନିଜର ରାଜନୈତିକ କ୍ୟାରିୟରରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳରେ ସବୁ ସମୟରେ ଶାସକ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମଧ୍ୟ ନବୀନ ରେକର୍ଡ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ରାଜନୀତିରେ ଏହିପରି କରିଥିବା ସେ ଏକମାତ୍ର ନେତା। ରାଜନୈତିକ ଯାତ୍ରାର ଆରମ୍ଭରୁ ଲଗ୍ନରୁ ଏଯାବତ୍ ଶ୍ରୀ ପଟ୍ଟନାୟକ ସରକାରୀ ଦଳ(ଟ୍ରେଜରୀ ବେଞ୍ଚ)ର ହିଁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶାର…

Read More

ଜ୍ୟୋତି ବସୁଙ୍କୁ ପଛରେ ପକାଇ ଚାମଲିଂଙ୍କ ରେକର୍ଡ ଭାଙ୍ଗିବାକୁ ଅଗ୍ରସର ହେଲେ ନବୀନ

ଭୁବନେଶ୍ୱର : ଦିନ ଥିଲା ରାଜନୀତିର ‘ର’ ବୁଝୁ ନ ଥିଲେ। ହେଲେ ଆଜି ରାଜ୍ୟ ରାଜନୀତିର ବର୍ଣ୍ଣମାଳା ତାଙ୍କ ଆଗରେ ଫିକା ପଡ଼ିଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲମ୍ବା କ୍ଷମତା ରାଜନୈତିକ କ୍ୟାରିଅରରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ପଡୋଶୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ। ଆଜି ଯାଏଁ ଜ୍ୟୋତି ବସୁ ଦେଶର ଦ୍ୱିତୀୟ ସର୍ବାଧିକ  ଅବଧିର ମୁଖ୍ୟମନ୍ତ୍ରୀ ବୋଲାଉ ଥିଲେ। ହେଲେ ସ୍ୱର୍ଗତ ବସୁଙ୍କୁ ପଛରେ…

Read More