ଭାରତର ଅଭିବୃଦ୍ଧିରେ ଉତ୍ତର-ପୂର୍ବ ରାଜ୍ୟ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ଭୁବନେଶ୍ବର: ଭାରତର ଅନ୍ୟତମ ସର୍ବ ପୁରାତନ ସର୍ବୋଚ୍ଚ ଚାମ୍ବର ତଥା ଦ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ (ଫିକି) ଦ୍ବାରା ଉତ୍ତର-ପୂର୍ବ ରାଜ୍ୟରେ ତାହାର ପ୍ରଥମ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ (ଏନଇସିଏମ) ଆସାମର ଗୌହାଟିରେ ଅନୁଷ୍ଠିତ ହୋଇଯାଇଛି । ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭିତ୍ତିଭୂମି କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ଏବଂ ସରକାରଙ୍କ ସ୍ୱଚ୍ଛ ବ୍ୟବସ୍ଥା ଦ୍ବାରା ରାଜ୍ୟରେ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ…

Read More

ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ, ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ବିଶେଷ କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ  ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁରୁବାର ପ୍ରଶାନିକ ନିର୍ଦ୍ଦେଶ…

Read More

ସାନା-ଲିସା ଆଉ ତାଙ୍କ ଭଉଣୀ..ନେଇଯିବେ ମଣିଷ ଚାକିରୀ.. ବସି ବଜେଇବ ଖଞ୍ଜଣି….

ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମରେ ସମାଜରେ ଦେଖୁଥିବା ଦର୍ଶକ ସାନା ଏବଂ ଲିସା ନାମ ସହ ବେଶ୍ ପରିଚିତ ହୋଇଯିବେଣି। ସାନା ଜାତୀୟସ୍ତରୀୟ ଜଣେ ଅଗ୍ରଣୀ ଚ୍ୟାନେଲର ଉପସ୍ଥାପିକା ଏବଂ ଲିସା ଆମ ରାଜ୍ୟ ଓଡ଼ିଶାର ସବୁଠୁ ଲୋକପ୍ରିୟ ଚ୍ୟାନେଲର ଉପସ୍ଥାପିକା। ଏମାନେ ସାଧାରଣ ଉପସ୍ଥାପିକା ନୁହଁନ୍ତି। କୃତ୍ରିମ ବୁଦ୍ଧିମତ୍ତା/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଏହି ଦୁଇ ଉପସ୍ଥାପିକାଙ୍କୁ ସୃଷ୍ଟି କରାଯାଇଛି। ଏମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବ, ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ପୂର୍ବରୁ ଏହି…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More

ଆଦିତ୍ୟ ରୟ କପୁରଙ୍କୁ ଡେଟିଂ କରୁଛନ୍ତି ଅନନ୍ୟା ପାଣ୍ଡେ, ବାହାଘର ତାରିଖ ନେଇ କହିଲେ  ଏପରି କଥା

ବମ୍ବେ : ରଣବୀର-ଆଲିଆ, ସିଦ୍ଧାର୍ଥ-କିଆରା ପରେ ଆଉ ଗୋଟିଏ ସେଲିବ୍ରିଟି କପଲ୍ ବଲିଉଡରେ ଉଭା ହୋଇପାରନ୍ତି। ଏହି ଦୁଇଜଣ ହେଉଛନ୍ତି-ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଅନନ୍ୟା ଏବଂ ଆଦିତ୍ୟ ପରସ୍ପରକୁ ଡେଟ୍ କରୁଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡିଛି। ସେମାନେ ଖୁବ୍ ଶୀଘ୍ର ନିଜ ରିଲେସନସିପ୍ ବିଷୟରେ ଘୋଷଣା କରିପାରନ୍ତି ବୋଲି ବି-ଟାଉନ୍ ରେ ଆଲୋଚନା ହେଉଛି। ଆର୍ଶ୍ଚଯ୍ୟର କଥା ଦୁଇ ଜଣ ପରସ୍ପରକୁ ଡେଟ୍ କରୁଥିବା କଥା ଏଯାଏଁ ଉଲ୍ଲେଖ  କରିନାହାନ୍ତି। ମାତ୍ର ଏହି…

Read More

ଦୁଇ ଖଣ୍ଡ ଟମାଟୋ ଦୁଇ ଭାଗ କରିଦେଲା ସଞ୍ଜୀବଙ୍କ ସଂସାର, ତିନି ଦିନ ହେଲା ସ୍ତ୍ରୀଙ୍କୁ ଖୋଜୁଛନ୍ତି

ଭୋପାଳ: ମନାନ୍ତର, ପରକୀୟା ପ୍ରୀତି ଏବଂ ଯୌତୁକ କାରଣରୁ  ସ୍ତ୍ରୀ-ସ୍ୱାମୀଙ୍କୁ ଛାଡିଯିବା ସମସ୍ତେ ଜାଣିଥିବେ। ହେଲେ ମାତ୍ର ଦୁଇଟା ପରିବା ପାଇଁ ସୁନାର ସଂସାର ଭାଙ୍ଗିଯିବ, ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମାନ ପରିବା ଦରରେ ହାତ ମାରି ହେଉ ନାହିଁ। ସାଧାରଣ ଖାଉଟି ଟିଏ ପରିବା କିଣିଲେ ଶହେଥର ଭାବୁଛି। ଦିନ ଥିଲା ଟମାଟୋ ଟ୍ରକ ଟ୍ରକ ଫୋପଡା ହେଉଥିଲା। ମାତ୍ର ଆଜି ଟମୋଟୋର ଭାଉ କେତେ। ମାତ୍ର ଟଙ୍କେ-ଦିଟଙ୍କାରେ ବିକ୍ରି ହେଉଥିବା ଟମାଟୋ…

Read More

କିଏ ଏହି ଖେଳାଳି ଯିଏ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ?

ଭାରତ – ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୧୫୦ ରନ୍ ରେ ରୋକିବା ସହ ପ୍ରଥମ ପାଳିରେ କୌଣଷି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି । ସେହିପରି ଏହି ମ୍ୟାଚ୍ ରେ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ଦେଖାଦେଇଛି । ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଘଣ୍ଟାରେ…

Read More

ଗୁପ୍ତେଶ୍ବର ପୀଠର ହେବ ସର୍ବାଙ୍ଗୀନ ଉନ୍ନତି ; ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର…

Read More

ଇଡ଼ି ନିର୍ଦ୍ଦେଶକ ପଦ ଦୌଡ଼ରେ ଅଛନ୍ତି କେଉଁ ଓଡ଼ିଆ ଅଧିକାରୀ…ଜାଣନ୍ତୁ

ଭୁବନେଶ୍ୱର  :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତି ଅଗଷ୍ଟ ପହିଲା ପୂର୍ବରୁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନ ଇଡି ନିର୍ଦ୍ଦେଶକ ଥିବା ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ଶେଷରେ ସମାପ୍ତ ହେଉଛି। ତେଣୁ ଏହା ପରେ ଇଡି ନିର୍ଦ୍ଦେଶକ ଭାବେ କିଏ ନିଯୁକ୍ତି ପାଇବେ। ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଏକାଧିକ ବରିଷ୍ଠା ଅଧିକାରୀ ନାଁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଓଡ଼ିଆ ଅଫିସର ତଥା ୧୯୮୮…

Read More

ନିର୍ବାଚନ ଯେତେ ପାଖଉଛି, ତାଳଚେର କଥା ସେତେ ମନେ ପଡୁଛି.. ଆଗକୁ ଜୋର ଧରିବ ସ୍ୱତନ୍ତ୍ର ଜିଲ୍ଲା ଦାବି …

ତାଳଚେର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଳଚେର ପାଇଁ ଏକାଧିକ ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ତାଳଚେର ଗସ୍ତ କରିଥିଲେ। ଦୀର୍ଘଦିନ ତଳେ ଅନୁଗୁଳ ଜିଲ୍ଲାର ତାଳଚେରକୁ ଏତେଟା ଗୁରୁତ୍ୱ ପ୍ରଦାନ କରାଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି।  ଆଗାମୀ ଦିନରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭାରେ ପ୍ରାର୍ଥୀ ହେବେ ବୋଲି ଜୋରଦାର ଆଲୋଚନା ହେଉଛି। ତେଣୁ ଢେଙ୍କାନାଳ…

Read More