ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାରଙ୍କୁ ପୁନଃ ବିସ୍ଥାପନ ପାଇଁ ବୁଲଡୋଜର୍ ରାଜ୍ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ : ରାଜ୍ୟସ୍ତରୀୟ ତଥ୍ୟାନୁସନ୍ଧାନୀ ଦଳର ମତପ୍ରକାଶ

କୋରାପୁଟ, ତା ୦୩/୦୨/୨୬:(ନରେନ୍ଦ୍ର ମହାନ୍ତି)- ୧୯୬୦-୬୪ ମସିହା ମଧ୍ୟରେ କୋରାପୁଟର ସୁନାବେଡ଼ାରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ (ହାଲ୍) ପ୍ରତିଷ୍ଠା ପାଇଁ ୨୦ରୁ ଉର୍ଦ୍ଧ୍ବ ଗାଁ କୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇନାହିଁ । ସେମାନଙ୍କୁ ନ୍ୟାୟସଙ୍ଗତ ଭାବେ ଥଇଥାନ କରିବା ବଦଳରେ  ଅନ୍ୟାୟ ଭାବେ ବୁଲଡୋଜର୍ ରାଜ୍ ଜରିଆରେ ଗତ ୨୧ ଜାନୁଆରୀରେ ପୁନଃ ବିସ୍ଥାପନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଘଟଣାର ଅନୁଧ୍ୟାନ…

Read More

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପୁଲିଙ୍ଗ ପଦର ଗ୍ରାମବାସୀ ଓ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟି

ଥୁଆମୁଳ ରାମପୁର,୩୦/୦୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ୱର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମି ପଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି…

Read More

ନିଆରା ଢଙ୍ଗରେ ନିତ୍ୟାନନ୍ଦପୁରେ ଜନରାଜ୍ୟ ଦିବସ ପାଳିତ

ନିତ୍ୟାନନ୍ଦ ପୁର:  ସାଧାରଣ ତନ୍ତ୍ର ଦିବସ ଅବସରରେ, ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି।       ପୂର୍ବ ବର୍ଷ ପରି ଏଥର ମଧ୍ୟ ଆଠ -ନଅ ବିଦ୍ୟାଳୟର ପାଖାପାଖି ଏକ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବକ୍ତୃତା ପ୍ରତିଯୋଗିତା ରେ ଛଅ ଜଣଙ୍କୁ ଏବଂ କୁଇଜ୍ ପ୍ରତିଯୋଗିତାରେ  ସତ ତିରିଶ ଜଣଙ୍କୁ ପୁରସ୍କାର ଦିଆଗଲା। ପୁରସ୍କାର…

Read More

UGC Regulation Row : Supreme Court ଟିପ୍ପଣୀ ପରେ କ’ଣ ହେବ?

ନୂଆଦିଲ୍ଲୀ : (ବିଜୟ ସାହୁ)-Promotion of Equity in Higher Education Regulation ,2026 କାର୍ଯ୍ୟକାରୀ ଘୋଷଣା ହେବା ପରେ ଉଚ୍ଚବର୍ଣ ସବର୍ଣ୍ଣ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଉଛି ।ଏହି ମାର୍ଗଦର୍ଶିକା ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ହେଇ ନଥିବାରୁ ଉତ୍ତର ଭାରତ ରେ ବିଶେଷ ଭାବରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ହୁଏତ ଭିପି ସରକାର ଅମଳରେ ମଣ୍ଡଳ କମିଶନ ସୁପାରିଶ ଆଂଶିକ ଭାବରେ ଲାଗୁବେଳେ ଯେମିତି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଇଥିଲା…

Read More

THAR କିଣି – ସଜେଇ ବନ ବିଭାଗ ହଟହଟା

ଭୁବନେଶ୍ୱର : (ଶୁଭେନ୍ଦୁ ମଲ୍ଲିକ)-ବିଶ୍ଵସ୍ତ ସୂଚନା ଅନୁଯାୟୀ ବନ ବିଭାଗ ଯେଉଁ ଥର୍🚙 ଗାଡ଼ି କିଣା ହେଇଥିଲା l👉 ଯାହାର AG ଅଡିଟ ହେବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ  I👉 AG ଅଫିସ ସେଇ ମାମଲା ଯାଞ୍ଚ କରିବା ବେଳେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଜଳ ଜଳ ଦେଖା ଗଲାଣି❗ ସମସ୍ତେ ଭାବିଥିଲେ ସେଇ ଥର୍ 🚙 ସବୁ CAMPA ଫଣ୍ଡ ରୁ କିଣା ଯାଇଛି ….👉 ହେଲେ ସେଇ ଗାଡ଼ି ଗୁଡ଼ିକ …

Read More

ହେଡଗେୱାରଙ୍କ ଚର୍ଚ୍ଚିତ
ବିଶ୍ୱାସଘାତକତା, Caravan magazine ରେ ଆସିଲା ରିପୋର୍ଟ

ହେଡଗେୱାର କିପରି ସୁଭାଷ ବୋଷ ଏବଂ ତାଙ୍କ ନିଜସ୍ୱ ସମର୍ଥକଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଥିଲେ ??? ନୂଆଦିଲ୍ଲୀ :(ମୂଳ ଲେଖା – ଧିରେନ କେ ଝା/ଅନୁବାଦ- ନରେନ୍ଦ୍ର ମହାନ୍ତି)- ମହାଲେଖାଗାର ( ଆର୍କାଇଭାଲ୍) ରେକର୍ଡରୁ ଜଣାପଡ଼େ ଯେ ଆର୍.ଏସ୍.ଏସ୍ ର ସରସଂଘଚାଳକ କେଶବ ବଳିରାମ ହେଡଗେୱାରଙ୍କ ର ଗୋପାଳ ମୁକୁନ୍ଦ ହୁଦ୍ଦାରଙ୍କ ପ୍ରତି ଏକ ବିଶେଷ ସ୍ନେହ ଥିଲା। କିନ୍ତୁ ୧୯୩୯ ବୈଠକରେ ହୁଦ୍ଦାର ଯେଉଁ ଭାଷା କହିଥିଲେ ତାହା ହେଡଗେୱାରଙ୍କ ସାଂଗଠନିକ…

Read More

Mark Tully ଭାରତୀୟଙ୍କ ବିଶ୍ୱ ସ୍ୱର

ନୂଆଦିଲ୍ଲୀ :(ନରେନ୍ଦ୍ର ମହାନ୍ତି)-ସାର୍ ମାର୍କ ଟୁଲି ୨୪ ଅକ୍ଟୋବର ୧୯୩୫ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୯୦ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଯାଇଛି। କଲିକତାରେ ଜନ୍ମିତ ବ୍ରିଟିଶ–ଭାରତୀୟ ସାମ୍ବାଦିକ ମାର୍କ ଟୁଲି ସକ୍ରିୟ ସାମ୍ବାଦିକତାରୁ ଅବସର ନେବା ପୂର୍ବରୁ ଭାରତୀୟ ଉପମହାଦେଶରେ ଗୋଟିଏ କିମ୍ବଦନ୍ତୀ ସମ ଚରିତ୍ର ପାଲଟି ଯାଇଥିଲେ। ପାଦ୍ରୀ ଭାବରେ ଯୋଗ ଦେବାକୁ ଥିବା ଟୁଲି ୧୯୬୪ ମସିହାରେ ବିବିସିରେ ଯୋଗ ଦେଇ ପ୍ରାୟ ତିନି ଦଶନ୍ଧି ଧରି କାମ କରିଥିଲେ…

Read More

UGCର ନୂଆ ନିୟମ ଓ ଭାଲଚନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ

ଭୁବନେଶ୍ୱର : (ଭାଲଚନ୍ଦ୍ର ଷଡ଼ଙ୍ଗୀ)-ୟୁଜିସିର ନୂଆ ନିୟମାବଳୀ ଶିକ୍ଷାୟତନରେ କେବଳ ଜାତିଗତ ନୁହେଁ ବରଂ ଧର୍ମ, ଜାତି, ଭାଷା, ଲିଙ୍ଗ, ଆଞ୍ଚଳିକତା ଓ ଶାରୀରିକ ଅକ୍ଷମତା ଉପରେ ଆଧାରିତ ସମସ୍ତ ପ୍ରକାରର ବିଦ୍ଵେଷ ବିରୁଦ୍ଧରେ ଉଦ୍ଦିଷ୍ଟ । ଅତଏବ କେବଳ ଉଚ୍ଚ ଜାତିର ଲୋକଙ୍କୁ ହିଁ ବିଦ୍ଵେଷକାରୀ ବୋଲି ଦର୍ଶାଇ ଏହି ନିୟମ ଅଣାଯାଇଛି ବୋଲି ଯାହା ପ୍ରଚାର କରାଯାଉଛି, ତାହା ଭିତ୍ତିହୀନ ଓ ଉଦ୍ଦେଶ୍ୟ ମୂଳକ ଅଟେ । ଯଦି ଜଣେ ଏସସି ଛାତ୍ର ଆଉ…

Read More

ଏମିତି ବି ଯୋଡ଼ି ହୁଏ…

ଭୁବନେଶ୍ୱର : (ଲିଜାରାଣୀ ନାୟକ)-ଉପରେ ହସ ହସ ଚେହେରା, କିନ୍ତୁ ପଛରେ ଏମାନଙ୍କ ଭୟଙ୍କର ରୂପ। ଦୁଇଜଣ ଯାକ ହେଉଛନ୍ତି ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିବା ଅପରାଧୀ। ଏବେ ଏହି ଦୁଇ କଏଦୀ ପ୍ରିୟା ସେଠ୍ ଏବଂ ହନୁମାନ ପ୍ରସାଦଙ୍କ ଜେଲ୍ ଭିତରେ ପ୍ରେମ ଓ ପୋଲିସର ସୁରକ୍ଷା ବଳୟ ଭିତରେ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା।#ପ୍ରିୟା ୨୦୧୮ ମସିହାରେ ନିଜ ପ୍ରେମିକ ଦୀକ୍ଷାନ୍ତ କାମରାର ଋଣ ଶୁଝିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲେ।ଡେଟିଂ…

Read More

ଡୋଭାସ ସମ୍ମିଳନୀ ସେଦିନ ରୁ ଏଯାବତ

ନୂଆଦିଲ୍ଲୀ : (ବିଜୟ ସାହୁ)- ଏକଥା ଠିକ World Economic Forum ର ଜନ୍ମଦାତା ଜଣେ ଜର୍ମାନୀ ଇଞ୍ଜିନିୟର କ୍ଲାଉଜ ଶୋଆବ ( Klaus Schwab ) ଓ 1971 ମସିହା ଜାନୁଆରୀ 24 ରେ ସୁଇଜରଲାଣ୍ଡର ପର୍ବତ ଶୀତନିବାସରେ ଗୋଟିଏ ବେସରକାରୀ ଥିଙ୍କ ଟ୍ୟାଙ୍କ କ୍ଲବ ଭାବରେ ପ୍ରତିଷ୍ଠା କରିଥିଲେ । ଏହାର ଘୋଷିତ ନୀତି ଥିଲା ବାଣିଜ୍ୟ, ରାଜନୀତି, ଏକାଡେମୀ ଓ ଅନ୍ୟାନ୍ୟ ନେତାମାନଙ୍କୁ ପେଇଙ୍ଗ ଗେଷ୍ଟ ଭାବରେ ନିମନ୍ତ୍ରଣ କରି ବିଶ୍ୱ, ଆଞ୍ଚଳିକ…

Read More