ପଦୋନ୍ନତି ସମ୍ପର୍କିତ ବିବାଦୀୟ ସର୍କୁଲାରକୁ ରଦ୍ଦକଲେ ହାଇକୋର୍ଟ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଗତ ୧୧, ସେପ୍ଟେମ୍ବର ୨୦୨୪ରେ ଏକ ସର୍କୁଲାର ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରି କରିଥିବା ଜନଜାତି ଓ ଜାତି ବର୍ଗର କର୍ମଚାରୀ, ଅଣ ସଂରକ୍ଷିତ ପଦବୀକୁ ମଧ୍ୟ ପଦୋନ୍ନତି ପାଇ ପାରିବେ। ଏ ବିବାଦୀୟ ସର୍କୁଲାର କୁ ଆଜି…
