ବିଜୁ ଜନତା ଦଳକୁ ପୁଣି ଫେରିଲେ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ…

ଭୁବନେଶ୍ବର: ବିଜେଡି ମୁହାଁ ହେଲେ ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୨୨ ରେ ବିଜୁ ଜନତା ଦଳରୁ ବାହିରି ଥିଲେ ରାଜୁ । ଏବେ  ବିଜେପିରୁ ଇସ୍ତଫା ଦେଇ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି ରାଜୁ ଦାସ । ସେ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ରାଜୁ ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ, ତା’ପରେ ବିଜେପିରେ ମିଶିଥିଲେ । ସୋରରୁ…

Read More

୪୧ଟି ଔଷଧର ମୂଲ୍ୟ ହ୍ରାସ କଲେ ସରକାର …

କେତେକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା  ଔଷଧର ମୂଲ୍ୟ ହ୍ରାସ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୪୧ ଟି ଔଷଧ ଏବଂ ୬ଟି ଫର୍ମୁଲେସନର ମୂଲ୍ୟକୁ କମ କରାଯିବା ନେଇ ସ୍ଥିର କରିଛି କେନ୍ଦ୍ର ସରକାର। ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍ ଓ ଆଣ୍ଟିବାୟୋଟିକ୍ ଭଳି ଔଷଧ ଶସ୍ତା ହେବ। ନ୍ୟାସନାଲ…

Read More

ଅବସର ଘୋଷଣା କଲେ ଫୁଟବଲ୍ ତାରକା ସୁନୀଲ ଛେତ୍ରୀ   

ଭାରତୀୟ ଫୁଟବଲ ଦଳର ଷ୍ଟାର  ତଥା ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଫିଫା ବିଶ୍ୱକପ୍‌‌‌‌ ଯୋଗ୍ୟତା ପର୍ଯ୍ୟାୟରେ କୁଏତ୍‌‌ ବିପକ୍ଷ ମ୍ୟାଚ୍‌ ପରେ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ବିଦାୟ ନେବେ ଛେତ୍ରୀ । ଅବସର ନେଇ ମେ’ ୧୬ରେ ଘୋଷଣା କରିଛନ୍ତି ଛେତ୍ରୀ । ସୂଚନା ଅନୁସାରେ ଫିଫା ବିଶ୍ୱକପ୍‌‌ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ ଜୁନ୍‌‌‌ ୬ରେ ଖେଳାଯିବ ଏହି ମ୍ୟାଚରେ ଖେଳିବେ ଛେତ୍ରୀ ।୩୯…

Read More

ଓଡ଼ିଶାକୁ ଛୁଟୁଛି ବରିଷ୍ଠ ନେତାଙ୍କ ସୁଅ…

ଭୁବନେଶ୍ବର;ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ସରିଛି କିନ୍ତୁ ଆଉ ୩ଟି ପର୍ଯ୍ୟାୟ ଭୋଟ ବାକି ରହିଛି । ନିର୍ବାଚନ ସମର ପାଇଁ ସବୁ ଦଳ ମାନଙ୍କ ପ୍ରସ୍ତୁତି ମଧ୍ୟ ଯୋର ଧରିଛି । ତେବେ ଏହାରି ଭିତରେ ଓଡ଼ିଶାକୁ ହେବିୱେଟ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଗୋଟିଏ ପଟେ  ଭୁନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’ । ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଚାଲିଛି  । ତାଙ୍କ ସହ ରହିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ…

Read More

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ…

ସତ୍ୟବାଦୀ: ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି ।…

Read More

ମୋଦିଙ୍କ ଉପରେ ବର୍ଷିଲେ ରାହୁଲ, କିହିଲେ ଜୁନ୍ ୪ ରେ ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର…

ବଲାଙ୍ଗୀର; ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ କରି ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇ ସେ  କେନ୍ଦ୍ର ସରକାର ଓ  ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲେଚନା କରିଛନ୍ତି । ଜୁନ୍ ୪ ତାରିଖରେ ଦେଶରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କିନ୍ତୁ ସବୁଠୁ ରୋଚକ କଥା ହେଲା ସେ ଓଡ଼ିଶା ଆସି ରାଜ୍ୟ…

Read More

ଉନ୍ମୋଚିତ ହେଲା ‘ମୋ ବୁଥ୍ ଆପ୍ ‘ ଏଣିକି ଭୋଟର ପାଇବେ ସବୁ ତଥ୍ୟ..

ଭୁବନେଶ୍ଵର; ଏଣିକି ସଚେତନ ହେବେ ସହାରଞ୍ଚଳ ଭୋଟର । କାରଣ ଏବେ ନିଜ ମୋବାଇଲ୍ ରେ ପାଇ ପାରିବେ ସବୁ ତଥ୍ୟ । କେଉଁଠି ରହିଛି ବୁଥ ଓ କେଉଁଠି ଦେବେ ଭୋଟ ସବୁ ତଥ୍ୟ ନିୟମ ବିଷୟରେ ଅବଗତ କରାଇବ ମୋ ବୁଥ୍ ଆପ । ମୋ ବୁଥ୍‌‌ ଆପ୍‌‌ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍‌‌ ଜରିଆରେ ନିଜ ବୁଥ୍‌‌ ବିଷୟରେ ଜାଣିପାରିବେ ଭୋଟର। ଖାସ କରି ସହରାଞ୍ଚଳ ଭୋଟରଙ୍କୁ…

Read More

“କେନ୍ଦ୍ର କେବଳ କଥା କହେ,ଆମେ କାମରେ ବିଶ୍ୱାସ କରୁ” ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଁ ଉଦବୋଧନ ଦେଇଛନ୍ତି ।   ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସ ୧୧ଟା ୩୦ ରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ବିଶାଳ ନିର୍ବାଚନୀ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ସୁଶାସନ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ…

Read More

୧୬ରେ ରାଜଧାନୀରେ ରୋଡ଼ ସୋ କରିବେ ନବୀନ …

ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ କରିବେ ରୋଡ ସୋ । ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପାଇଁ କରିବେ ରୋଡ୍ ସୋ  । ରୋଡ୍‌ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ଶୋ’ LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ…

Read More

ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…

ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା  ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ…

Read More