ନିର୍ବାଚନ ପରେ ବୃଦ୍ଧି ପାଇବ ମୋବାଇଲ୍ ରିଚାର୍ଜ୍ ବିଲ୍…
ଲୋକସଭା ନିର୍ବାଚନ ପରେ ମହଙ୍ଗା ହୋଇପାରେ ମୋବାଇଲ୍ ରିଚାର୍ଜ ।ଖୁବ ଶୀଘ୍ର ମୋବାଇଲ୍ ରିଚାର୍ଜର ମୂଲ୍ୟ ବୃଦ୍ଧି ହୋଇ ପାରେ | ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ଯୋଜନା ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ବିଲରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ। ଏହି ନିଷ୍ପତ୍ତି…
