Post office scheme: ଗୋଟିଏ ଥର ଟଙ୍କା ବିନିଯୋଗ କରି ମାସକୁ ପାଆନ୍ତୁ ୨୦ ହଜାରରୁ ଅଧିକ

ଅନେକ ସରକାରୀ ଯୋଜନା ପୋଷ୍ଟ ଅଫିସ୍ ସ୍କିମ୍ ଅଧୀନରେ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି, ଯାହା ଅଧୀନରେ ଟିକସ ଏବଂ ଅଧିକ ରିଟର୍ଣ୍ଣର ଲାଭ ମିଳିଥାଏ ।ଡାକଘର ଅଧୀନରେ ଥିବା ଏହି ଛୋଟ ସଞ୍ଚୟ ଯୋଜନାଗୁଡିକ ଏକ ନିରାପଦ ବିନିଯୋଗ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁ କାରଣରୁ ଦେଶର ଅଧିକାଂଶ ଜନସଂଖ୍ୟା ଏହି ଯୋଜନାରେ ବିନିଯୋଗ କରନ୍ତି । ଅଧିକ ଲାଭ ପ୍ରଦାନ ବ୍ୟତୀତ, ଏହି ଯୋଜନାଗୁଡିକ ବିଭିନ୍ନ ପ୍ରକାରର ଲାଭ ମଧ୍ୟ ପ୍ରଦାନ କରିଥାଏ…

Read More

୨୨ ରେ ସୃଷ୍ଟି ହେବ ଲଘୁଚାପ, ବାତ୍ୟା ନେଇ କୌଣସି ଆକଳନ ହୋଇନି

ଭୁବନେଶ୍ବର : ରବିବାର ଆଣ୍ଡାମାନ ସାଗରରେ ଘୂ୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟରେ କିଛି ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରିଛି।ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦୀୟ ବଙ୍ଗୋପସାଗରରେ  ୨୨ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟା ଉପରେ କୌଣସି…

Read More

ନିଜ ଯୁକ୍ତିକୁ ଦୃଢ଼ କରିବା
ପାଇଁ ମିଛ ଇତିହାସ ପରିବେଷଣ

ଭୁବନେଶ୍ୱର: (ବିଜୟ ସାହୁ)-ବର୍ତ୍ତମାନ ଟିଭିରେ ଓଡ଼ିଶାର ରାଜନୈତିକ ଝଡ଼ ହେଉଛି ପ୍ରସନ୍ନ ପାଟଶାଣୀ -ଅମର ଶତପଥୀଙ୍କ ନବୀନ ପଟ୍ଟନାୟକଙ୍କୁ ସିଧା ଆକ୍ରମଣ । ଅଵଶ୍ୟ ଏହି ଝଡ଼ ମହାବାତ୍ୟାରେ ପରିଣତ ହେବ କି ଝିପିରି ଝିପିରି ବର୍ଷା ହେଇ କେବଳ ମାଟି ଓଦା କରି ଚାଲିଯିବ ତାହା ସପ୍ତାହ ମଧ୍ୟରେ ସ୍ପଷ୍ଟ ହେଇ ଯିବ ବୋଲି କଣ୍ଟ ଦିଆ ଯାଇଛି ।ଏହି ବିବାଦ ଉପରେ ରାଜ୍ୟର  ବରିଷ୍ଠ ସାମ୍ବାଦିକ ନିଜର ମତାମତ ରଖି ଚାଲିଛନ୍ତି ।ବିବାଦ ଆରମ୍ଭରେ…

Read More

Flipkart Big Diwali Sale; ଟିଭି, ପ୍ରିଜ୍ ମୋବାଇଲ ଉପରେ ମିଳିବ ୮୦ ପ୍ରତିଶତ ରିହାତି, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ସେଲ୍

ବର୍ଷର ସବୁଠାରୁ ବଡ ସପିଂ ସୁଯୋଗ ଆଣିଥାଏ  ଦୀପାବଳି। ଦୀପାବଳି ଆସିଲେ ଲୋକମାନେ ନାନାଦି ପ୍ରକାରର ଘରକରଣା ଜିନିଷଠୁ ଆରମ୍ଭ କରି ଇଲୋକ୍ଟ୍ରାନିକ ଏବଂ ନୂଆ ପୋଷାକ କିଣିବାକୁ ପସନ୍ଦ କରିଥାନ୍ତି । ଦୀପାବଳି ଏବଂ ଧନତରସରେ ପ୍ରତ୍ୟେକ ଭାରତୀୟ କିଛି ନା କିଛି ଜିନିଷ ଘରକୁ ଆଣିଥାଏ । ଆଉ ଠିକ୍ ଏହି ସମୟରେ କମ୍ପାନୀଗୁଡିକ ମଧ୍ୟ ବଡ଼ ଅଫର ସହିତ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଆଜିର ଅନଲାଇନ ଯୁଗରେ ଏହାର…

Read More

ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଲା ହମାସ ମୁଖ୍ୟ ୟାହୟା ସିନୱାର

ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ…

Read More

ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା

ଭୁବନେଶ୍ୱର : (ଅଧିବକ୍ତା। ଆହୂତି ମହାନ୍ତି)-ଆଜିର ପିଢ଼ିକୁ ଅଖଣ୍ଡ ଭାରତ ଗଠନର ଶିଳ୍ପ ପ୍ରକ୍ରିୟା ବିଷୟରେ ଜଣାଇବା ନିହାତି ଅପରି ହାର୍ଯ୍ୟ।ବର୍ତ୍ତମାନକୁ ନେଇ କେବେ ଆଜିର ଭାରତ ପରି କଳ୍ପନା କରା ଯାଇ ନାହିଁ।ଲାଲା ଲଜପତ୍ ରାୟ,ରାଜା ରାମ ମୋହନ ରାୟ,ବାଲ୍ ଗଙ୍ଗାଧର ତିଳକ,ବିପିନ ଚନ୍ଦ୍ର ପାଲ, ସୁବାଷ ବୋଷ,ମହାତ୍ମା ଗାନ୍ଧୀ,ମୋତି ଲାଲ୍ ନେହେରୁ ଙ୍କ ସ୍ୱାଧୀନତା ପୂର୍ବର ବଳିଦାନକୁ ଅସ୍ବୀକାର କରିବା ଅସମ୍ଭବ।ସ୍ୱାଧୀନତା ପର ଭାରତ ବର୍ଷର ବୋଝ ମୁଣ୍ଡାନ୍ତି ସର୍ଦାର ବୋଲବ ଭାଇ ପଟେଲ…

Read More

ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି କିଏ ହେବ ?…ପୁରୁଣା ଆଶାୟୀଙ୍କ ସହ ଯୋଡି ହେଲେ ନୂଆ ଚେହେରା…..

ଭୁବନେଶ୍ୱର : ନିର୍ବାଚନୀ ସଫଳତା ପରେ ସଭାପତିରୁ ଅବ୍ୟାହତି ନେବେ ମନମୋହନ ! କିଛି ଦିନ ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଏହା ପରେ ପୂର୍ଣ୍ଣକାଳୀନ ଛଅ ବର୍ଷ ପାଇଁ ରାଜ୍ୟସଭା । ହେଲେ ଏଠି ପ୍ରଶ୍ନ,  ମନମୋହନଙ୍କ ପରେ କିଏ ହେବ ସଭାପତି ? ହୋଇଯାଇଛି କି ଅଙ୍କ କଷା?  ନିଷ୍ପତ୍ତି ନେଇ ସାରିଛି କି ଆରଏସଏସ? ସମ୍ମତି ଦେଇ ସାରିଛନ୍ତି କି ଓଡ଼ିଶାରେ ପୁଞ୍ଜି ନିବେଶ କରିଥିବା ଶିଳ୍ପପତି। ନାଗପୁର ଅନୁମୋଦନ ପରେ ଦିଲ୍ଲୀ…

Read More

ଯାତ୍ରା ଦୁନିଆ କଥା: କମିଟି, ରେକର୍ଡ ଡାନ୍ସ ଓ ଆମେ

ଭୁବନେଶ୍ୱର: (ହର ପ୍ରସାଦ ବାରିକ)- ଯାତ୍ରା ଯେତେବେଳେ ତୀବ୍ର ବ୍ୟବସାୟିକ ପ୍ରତିଯୋଗିତାକୁ ସାମ୍ନା କଲା, ସେତେବେଳେ ଧୀରେ ଧୀରେ କମିଟିର ଅକ୍ତିଆରକୁ ଚାଲିଗଲା | କମିଟି ଖୋଜିଲା କାହା ରେକର୍ଡ ଡ୍ୟାନ୍ସ ଭଲ, ମାଲିକ ତତ୍ପର ହେଲେ | ଟିପିଟିପି ବର୍ଷା ପାଣି ଗୀତ,ମଟର ଲାଗି ପାଣି ପଡିବ ପିଲା ଓଦା ହେବେ | ହିରୋ ବା ହିରୋଇନ ଅସୁସ୍ଥ ନାଟ କେମିତି ହେବ, ଯେତିକି ବ୍ୟସ୍ତ ନୁହେଁ ମଟର ଖରାପ ଟିପି ଟିପି ବର୍ଷା ପାଣି…

Read More

ନା ବିରାଟ ନା ରୋହିତ ଅଷ୍ଟ୍ରେଲିଆ ଦଳକୁ ଡରାଉଛି ଏହି ଖେଳାଳି, କହିଲେ କମିନ୍ସ

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ନଭେମ୍ବର ଏବଂ ଡିସେମ୍ବର ମାସରେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍  ଅଷ୍ଟ୍ରେଲିଆରେ ଖେଳାଯିବ | ଗତ ଦୁଇଟି ବର୍ଡର-ଗାଭାସ୍କର ସିରିଜରେ ଭାରତ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଛି। ଏଥର ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ପଡ଼ିଆକୁ ଓହ୍ଲାଇବ । ଏହା ଭିତରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଭାରତୀୟ ଦଳର ଜଣେ ଖେଳାଳିଙ୍କ ବିଷୟରେ…

Read More

ଡାକଘର ନା ଷ୍ଟେଟ ବ୍ୟାଙ୍କ କିଏ ଦେଉଛି ଅଧିକ ସୁଧ ଜାଣନ୍ତୁ…

ଗ୍ରାହକଙ୍କୁ ଅଧିକ ରିଟର୍ଣ୍ଣ ଦେବା ପ୍ରସଙ୍ଗରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଡାକଘର ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫିକ୍ସଡ ଡିପୋଜିଟ (ଏଫଡି) ରେ ଗ୍ରାହକଙ୍କୁ ୩.୫୦ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଯେଉଁଠାରେ ଡାକଘର ବିଭିନ୍ନ କାର୍ଯ୍ୟକାଳର ଟାଇମ୍ ଡିପୋଜିଟ୍ (ଟିଡି) ରେ ଗ୍ରାହକଙ୍କୁ ୬.୯ ପ୍ରତିଶତରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି |ଆପଣଙ୍କୁ କହିରଖୁଛୁ ଯେ ଉଭୟ FD ଏବଂ TD…

Read More