ନବୀନ ସିନା ବିଜେପୁର ରୀତାଙ୍କ ପାଇଁ ଛାଡ଼ିଥିଲେ.. ପୁରୀରୁ ଜିତିଲେ କାହା ପାଇଁ ଛାଡ଼ିବେ ଆସନ……..

ଭୁବନେଶ୍ୱର : (ଲେଖାଟି ଟିକେ ଦୀର୍ଘ ଧୈର୍ଯ୍ୟର ସହ ପଢିବେ ) ପୁରୀ ଜିଲ୍ଲାର ପୁରୀ ସଦର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବେ। ନିଜ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପରେ ଏହା ତାଙ୍କର ଦ୍ୱିତୀୟ ଆସନ ହେବ। ପଞ୍ଚମ ପାଳିରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରତି ଶନିବାର ନବୀନ ପଟ୍ଟନାୟକଙ୍କ ସବୁଠୁ ନିକଟତମ ରାଜନୈତିକ ବ୍ୟକ୍ତି…

Read More

ଚିରଞ୍ଜୀବ-ମୋକ୍କିମଙ୍କ ନିଲମ୍ବନ ପ୍ରତ୍ୟାହାର, ସଗରିଆଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ଅଶୋଭନୀୟ ଥିଲା କାହିଁକି…..

ଭୁବନେଶ୍ୱର :  ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ,କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ୍ ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରେ ନିଲମ୍ବନ/ବହିଷ୍କାର ଉଠିସାରିଛି। ଗତକାଲି କଂଗ୍ରେସ ପକ୍ଷରୁ ନିଲମ୍ବନ ଉଠି ସାରିଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାତ୍ର ଯେଉଁଭଳି ଢଙ୍ଗରେ ଏହା କରାଗଲା, ତାହାକୁ ନେଇ ଦଳର କେତେକ ବରିଷ୍ଠ ନେତା ଅସନ୍ତୋଷ ଜାହିର କରିଛନ୍ତ। ଏନେଇ ଖୋଲାଖୋଲି ଗଣମାଧ୍ୟମରେ କହି ନ ଥିଲେ ବି ନିଜ ନିଜ…

Read More

‘ଇଣ୍ଡିଆ’ ମେଣ୍ଟର ହାତ ଛାଡ଼ିଲେ ମମତା ଓ କେଜ୍ରିୱାଲ…

‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ଝଟକା । ପ୍ରଥମେ ମମତା ପରେ ଭଗଓ୍ୱନ୍ତ ମାନ ‘ଇଣ୍ଡିଆ’ ମେଣ୍ଟ ସହ କାମ କରିବେନି ବୋଲି କହିଛନ୍ତି । ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଥିବା ବେଳେ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସେହିପରି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଟିମବଙ୍ଗ…

Read More

ବୁମ୍ ବାୟା ନ ହେବାକୁ କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ମିଳିଲା ପରାମର୍ଶ

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଏହାର ଉପକଣ୍ଠ ଅଞ୍ଚଳରେ ଗଢି ଉଠିଛି ଅନେକ କେନ୍ଦ୍ରୀୟ ସଂସ୍ଥା। ପ୍ରାୟ ସବୁ କଂଗ୍ରେସ କିମ୍ବା ଅଣ ବିଜେପି ସରକାରଙ୍କ ସମୟରେ ଏହାର ଅନୁମୋଦନ କରାଯାଇଥିଲା। ବିଜେପି ସମୟରେ ଘୋଷଣା କରାଯାଇଥିବା ସଂସ୍ଥା ୟୁପିଏ ସମୟରେ ବିକଶିତ କରାଯାଇଛି। ହେଲେ କଂଗ୍ରେସ ଏହି ସବୁ ଉପଲବ୍ଧିକୁ ଗଣମାଧ୍ୟମ କିମ୍ବା ଭୋଟରଙ୍କ ସମ୍ମୁଖକୁ ଆଣିବା ଦୂରର କଥା। ନିଜେ ଜାଣି ସଚେତନ ହୋଇପାରୁନାହାନ୍ତି। ବରଂ ମୂଳ ପ୍ରକଳ୍ପରେ ଇଟା…

Read More

ମୂଳ ପର୍ଯ୍ୟବେକ୍ଷକ ଜିଲ୍ଲା ଯାଉ ନାହାନ୍ତି, ପ୍ରକ୍ସି ତଥା କା’ ନେତାଙ୍କ କାର୍ଯ୍ୟ କର୍ମୀ ମହଲରେ ଆଣୁଛି ଅସନ୍ତୋଷ, ଅଭିଯୋଗରୁ ବାଦ୍ ନାହାନ୍ତି ସାଙ୍ଗଠନିକ ସମ୍ପାଦକ ବବି

ଭୁବନେଶ୍ୱର :  ୨୦୨୩ ସରି ଆସୁଥାଏ। ୨୦୨୪ ହେବାକୁ ବସିଥାଏ। ଏହି ସମୟରେ ସମସ୍ତେ ନିଜ ନିଜର ସ୍ମୃତି ସାମାଜିକ ଗଣମାଧ୍ୟମରେ ସାଉଁଟୁ ଥାଆନ୍ତି। ଏହା ମଧ୍ୟରେ ଗୋଟିଏ ଫେସବୁକ୍ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଏହା ଥିଲା ଯେ, ରାଜ୍ୟରେ ଜଣେ ଛାୟା ମୁଖ୍ୟମନ୍ତ୍ରୀ, ଜଣେ ଅବସର ସମୟ ଅତିକ୍ରାନ୍ତ କରୁଥିବା ମୁଖ୍ୟ ଶାସନ ସଚିବ ଏବଂ କାମଚଳା ଭାରାପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକରେ ଚାଲୁଛି। ଇଏତ ଗଲା ଶାସନ ବ୍ୟବସ୍ଥା କଥା। ରାଜ୍ୟର ପ୍ରମୁଖ…

Read More

କାହିଁକି ମୋଦିଙ୍କ ପ୍ରିୟ ହୋଇଗଲେଣି ନବୀନ ଓ ମମତା, ରାଜ୍ୟ କ୍ଷମତା ରଖିବା ପାଇଁ ଲୋକସଭାରେ କାହିଁକି ହାଲକା ଭାବେରେ ଲଢିବାକୁ ଯାଉଛନ୍ତି ବିଜେଡି ଓ ଟିଏମସି

କୋଲକତା : ବିଜେପି ନେତୃତ୍ୱାଧିନ ଏନଡିଏ ୟୁପି,ବିହାର ତଥା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରୁ ଯଦି ଲୋକସଭା ସିଟ୍ ହରାଏ। ତେବେ ଏହାର ବରଣ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ କରିବ। ଏନେଇ ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ଏକ ବିଶେଷ ରଣନୀତି କରିଛନ୍ତି। ଯାହାର ନାମ ରଖାଯାଇଛି ପୂର୍ବୋଦୟ-୪୦। ପଶ୍ଚିମବଙ୍ଗରୁ ୨୫ଟି ଆସନ ଏବଂ ଓଡ଼ିଶାରୁ ୧୫ଟି ଆସନ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ଏନେଇ ବିଜେପି କାମ ଆରମ୍ଭ କରିସାରିଛି।…

Read More

ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମକର ସଂକ୍ରାନ୍ତି ଶୁଭେଚ୍ଛା ସହ ଭୋଜି ଖୁଆଇଲେ ରାଜ୍ୟପାଳ ରଘୁବର

ଭୁବନେଶ୍ୱର :  ମୋତେ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ଲୋକଙ୍କ ଭିତରକୁ ଯିବାକୁ ଭଲ ଲାଗେ। ସେମାନଙ୍କ ସମସ୍ୟା ଶୁଣିବା ହିଁ ମାର ପ୍ରାଥମିକତା। ଯେତେବେଳେ ମହାମହିମ ରାଜ୍ୟପାଳ ହେବାର ଶପଥ ନେଲି। ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି। ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସ୍ଥାନୀୟ ରାଜଭବନ ପରିସରରେ ଥିବା ଅଭିଷକ ହଲରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟି…

Read More

ନିର୍ବାଚନ ପାଖେଇ ଆସିଲାଣି, ସବୁ ଠିକ୍ ଲାଗୁ ଥିଲେ ବି ଏହି ସବୁ ପ୍ରସଙ୍ଗ ବିଜେଡି ଗଣିତ ବିଗାଡ଼ିଦେବ..ଆଶଙ୍କା କରୁଛନ୍ତି ସର୍ଭେକ୍ଷଣ ଟିମ୍

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଓଡ଼ିଶାରେ ସର୍ବାଧିକ ରାଜନୈତିକ ସକ୍ରିୟତା ବିଜେଡି ଦଳରେ ଦେଖା ଦେଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର ଜାରି ରହିଛି। ଏହା ପରେ ଭତ୍ତା ବୃଦ୍ଧି ଘୋଷଣା କରାଯିବ। ନିୟମିତ ବିଭିନ୍ନ ଘୋଷଣା, ନିଯୁକ୍ତି ଏବଂ ଲୋକାର୍ପଣ ଜାରି ରହିଛି। ଏହା ସତ୍ତ୍ୱେ ଦୀର୍ଘ ଅଢେଇ ଦଶନ୍ଧିର ସରକାର ହୋଇଥିବାରୁ ଏକ ଶାସକ ବିରୋଧୀ ମତ ରହିଛି। ପୂର୍ବ ଅପେକ୍ଷା ସରକାରୀ କଳ ଏବଂ ପ୍ରଚାରରେ ବିଜେପି ସଙ୍ଗଠିତ…

Read More

ନୂଆ ପ୍ରଭାରୀଙ୍କୁ ଭୂଆଁ ବୁଲାଇଲେଣି ଓଡ଼ିଶା କଂଗ୍ରେସ ନେତା, ଅଜୟ କହୁଛନ୍ତି ଗୋଟେ..ଛପୁଛି ଗୋଟେ..

ଭୁବନେଶ୍ୱର : ସ୍ଥାୟୀ ଶାସନ ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ବିକାଶ ଆଖି ଦୃଶିଆ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଆସୁଛି। ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ସହ ସାମାଜିକ ନ୍ୟାୟର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ଦ୍ୱାରା ରାଜ୍ୟର ପ୍ରକୃତ ରୂପାନ୍ତରଣ କରାଯାଇପାରିବ। ଏହି କଥା ଡେରିରେ ହେଉ ପଛେ ଏଆଇସିସି ବୁଝିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଯତ୍ନଶୀଳ ଥିଲେ। ପ୍ରଥମ ଦିନର ଅଭିଭାଷଣରେ ଦୁଇ ଲକ୍ଷ କୋଟି ଖଣି ଦୁର୍ନୀତି…

Read More

ଉତ୍ତର ଓଡ଼ିଶାର ବିଭିନ୍ନ ଆସନର ପ୍ରାର୍ଥୀ ଚିନ୍ତା ବିଜେଡିକୁ ଘାରୁଛି, ବିଦ୍ରୋହ ଦମନ ନେତୃତ୍ୱ ପାଇଁ ଆହ୍ୱାନ

ଭୁବନେଶ୍ୱର : ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଓ ବିଜ୍ଞପ୍ତି ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ବ୍ୟାପକ ପ୍ରସ୍ତୁତି ଜାରି ରଖିଛି। ଏହି କ୍ରମରେ ଉତ୍ତର ଓଡ଼ିଶା ପାଇଁ ଦଳ ସ୍ୱତନ୍ତ୍ର ଯୋଜନା କରୁଛି। ମୟୂରଭଞ୍ଜ, କେନ୍ଦୁଝର ଏବଂ ଅବିଭକ୍ତ ବାଲେଶ୍ୱର ଜିଲ୍ଲାକୁ ଉତ୍ତର ଜୋନ୍ ଭାବେ ବିଜେଡି ଚିହ୍ନିତ କରିଛି। ଏହି ଜୋନ୍ ମଧ୍ୟରେ ଆସୁଥିବା ମୟୂରଭଞ୍ଜ ଲୋକସଭା ଆସନ ଜିତିବା…

Read More