ତିବତ ସମସ୍ୟା : ଚୀନ-ଭାରତ ବିବାଦ
ଓ ରସେଲ ମଧ୍ୟସ୍ଥିତା
ନୂଆଦିଲ୍ଲୀ :(ବିଜୟ ସାହୁ )-ସଂପ୍ରତି ନିଶିକାନ୍ତ ଦୁବେଙ୍କ CIA ପ୍ରକରଣ ମାଧ୍ୟମରେ ଯେତେବେଳେ କଥାଟି ବିଜୁବାବୁ ଓ ପଣ୍ଡିତ ନେହେରୁଙ୍କୁ ନେଇ ଚର୍ଚ୍ଚିତ ହେଉଛି , ଯଦିଓ ଇତିମଧ୍ୟରେ ମାନ୍ୟବର ଦୁବେ ନବୀନ ବାବୁଙ୍କ ପରାମର୍ଶ କ୍ରମେ ସୋସିଆଲ ମିଡିଆରେ ଦୁଃଖ ବାର୍ତ୍ତାଟିଏ ପୋଷ୍ଟ କରି ମସ୍ତିଷ୍କ ଚିକିତ୍ସା ପାଇଁ ରାଞ୍ଚିରେ ଆଡ୍ମିସନ କଲେଣି ବୋଲି ସୂତ୍ର କହୁଛି, ତେଣୁ ମୋର ଏହି ପୋଷ୍ଟ କେବଳ ଶୀର୍ଷକ ଉପରେ କେନ୍ଦ୍ରିତ ହେବ ।ତିବତ ଓ 1962 ଭାରତ…
