ବବି, ପାଣ୍ଡିଆନଙ୍କୁ ମନଇଚ୍ଛା ଶୁଣାଇଲେ ପ୍ରଭାତ, କହିଲେ କର୍ମଫଳ ମିଳିଛି..
ସାଧାରଣ ନିର୍ବାଚନ ସରିଲା। ବିଜେଡି ନିଜ ରାଜନୈତିକ ଯାତ୍ରାର ପ୍ରଥମ ପରାଜୟ ଚାଖିଲା। ଏହା ପରେ ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଅନେକ କ୍ଷେତ୍ରରେ ଟାର୍ଗେଟ କରାଯାଇଥିଲା। ଏହା ମଧ୍ୟରେ ଭିକେ ପାଣ୍ଡିଆନଙ୍କୁ ନେଇ ମଧ୍ୟ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା। ଶେଷରେ ବିଜେଡିର ରାଜ୍ୟସଭା ଏମପି ସସ୍ମିତ ପାତ୍ର ଭିକେ ପାଣ୍ଡିଆନ ନବୀନଙ୍କ ନିର୍ଦ୍ଦେଶ କ୍ରମେ ନୂଆଦିଲ୍ଲୀ ଗସ୍ତ କରିଥିବା କହିଥିଲେ। ନବୀନ ପଟ୍ଟନାୟକ…
