ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….

 ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…

Read More

ଖୁବଶୀଘ୍ର ବିଜେପିରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ, କଥାବାର୍ତ୍ତା ଜାରି ରଖିଛନ୍ତି ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୬।୩ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବିଜେଡି ଟିକେଟ୍ ରେ ବିଜୟୀ ହୋଇଥିଲେ। ମାତ୍ର ତିନି ଜଣେ ନେତା ବର୍ତ୍ତମାନ ବିଜେପିରେ ଯୋଗଦାନ କରିସାରିଲେଣି। ଆଗକୁ ଏହି ତାଲିକା ବଢିବାରେ ଲାଗିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ରାଜ୍ୟର ଜଣେ ପୁରୁଣା ଏବଂ ଅଭିଜ୍ଞ ରାଜନେତା ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛି। ସେ ଜନତା ଦଳ ସମୟରୁ ରାଜନୀତି କରି ଆସୁଛନ୍ତି।…

Read More

ଶକ୍ତି ପ୍ରଦର୍ଶନ କରିବେ ଅମରେଶ ଓ ଅମରେନ୍ଦ୍ର…….ବିଜେଡି ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର : ବିଜୁ ଜନତା ଦଳରେ ପ୍ରାୟ ଦଶହଜାର ଆଶାୟୀ। ଏକଦା ଦଳର ତିନି ନମ୍ବର ନେତା ପ୍ରଣବ ପ୍ରକାଶ ଦାସ କିଛିଦିନ ତଳେ ଟୁଇଟ୍ କରିଥିଲେ। ୧୪୭ ବିଧାନସଭା, ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ବାଦ୍ ଦେଲେ ଆହୁରି ନଅ ହଜାରୁ ଅଧିକ ଆଶାୟୀ। ମାତ୍ର ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି 3 ଜଣ ପ୍ରମୁଖ ଆଶାୟୀ ରହୁଛନ୍ତି। ଏହି କ୍ରମରେ ଯେଉଁ ଆଶାୟୀମାନଙ୍କର ନିଜସ୍ୱ ସଙ୍ଗଠନ ରହିଛି। ସେମାନେ ନିଜ ନିଜ ତରିକାରେ…

Read More

ବାଙ୍କୀରୁ ବିଜେପିରୁ ପ୍ରାର୍ଥୀ ହେବେ ଦେବାଶିଷ ପଟ୍ଟନାୟକ !

ବାଙ୍କୀ : କଟକ ଜିଲ୍ଲା ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ସେପଦ୍ମ ଦଳରୁ ବାଙ୍ଗୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏନେଇ କଂଗ୍ରେସ ବ୍ୟାନର ବିନା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶ୍ରୀ ପଟ୍ଟନାୟକ କିଛିଦିନ ତଳେ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ବଡ଼ ନିଷ୍ପତ୍ତି ନେଉଥିବା କହିଥିଲେ। ଏଥିରେ ଲୋକମାନଙ୍କ ସହଯୋଗ ରହିବ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ।…

Read More

ଖଣ୍ଡପଡ଼ାରେ ବିଜେଡି ଟିକେଟ୍ ଦେବ କାହାକୁ….ଅନୁଭବଙ୍କୁ ନେଇ କାହିଁକି ଅନିଶ୍ଚିତତା…

ନୟାଗଡ଼,୧।୩ : ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ ରାଜନୈତିକ ଉଷ୍ମତା ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି । ମୁଖ୍ୟତଃ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ବିଜୁ ଜନତା ଦଳରୁ ବିଦା ହେବା ପରେ ଖଣ୍ଡପଡ଼ା ପାଣିପାଗ ଏକରକମ ସରଗରମ ହୋଇଛି । ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଟିକେଟ ଆଶାୟୀ…

Read More

ଭୁବନେଶ୍ୱର ବିଜେପିକୁ ଝଟକା ଦେବ ବିଜେଡି, ଜଗନ୍ନାଥ ହେବେ ସାମିଲ

ଭୁବନେଶ୍ୱର : ଆଜି ଖୋର୍ଦ୍ଧା ଜିଲ୍ଲା ବିଜେଡିକୁ ଏକ ବଡ଼ ଧକ୍କା ଲାଗିଛି। ବିଜେଡିର ଟାଣୁଆ ବିଧାୟକ ତଥା ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କର  ବିଜେପିରେ ଯୋଗଦାନ ଖୋର୍ଦ୍ଧା-ବେଗୁନିଆ-ଚିଲିକାରେ ପ୍ରଭାବ ପକାଇବ। ତେଣୁ ବିଜେପିର ଏହି ମିଶ୍ରଣ ପର୍ବକୁ ମୁକାବିଲା କରିବା ପାଇଁ ବିଜେଡି ନୂଆ ରଣନୀତି କରିବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର କିଛି ଟାଣୁଆ ବିଜେପି ନେତାଙ୍କୁ ଦଳରେ ମିଶାଇବାକୁ ଚାହୁଁଛି। ଏଥିପାଇଁ…

Read More

କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ଚିରଞ୍ଜୀବ….ନାଉଗାଁ ବନ୍ଧୁ ମିଳନରେ ଦେଲେ ସୂଚନା …

ଜଗତସିଂହପୁର: ମୁଁ ନିର୍ବାଚନ ଜିତିଲେ ହେଉ କି ହାରିଲେ। ଆପଣମାନେ ସବୁ ବେଳେ ମୋ ସାଥୀରେ ରହି ଆସିଛନ୍ତି। ଗତ ସାଢେ ଚାରି ବର୍ଷରେ ମଧ୍ୟ ମୋ ସାଥ୍ ଦେଇଛନ୍ତି। ତେଣୁ ଆପଣମାନଙ୍କ ନ ଜଣାଇ ମୁଁ ଆଗାମୀ କାର୍ଯ୍ୟପନ୍ଥା କେମିତି ସ୍ଥିର କରିବି। ଆସନ୍ତା ସପ୍ତାହେ କିମ୍ବା ଦଶ ଦିନ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏଥିପାଇଁ ଆପଣଙ୍କ ସହଯୋଗ ଦରକାର ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କହିଥିଲେ। ଜଗତସିଂହପୁର ଜିଲ୍ଲା…

Read More

ଭାରତର ନିର୍ବାଚନ ଆକଳନ ଏକ ଜଟିଳ ବ୍ୟାପାର କାହିଁକି …….

ଭୁବନେଶ୍ୱର :(ବିଜୟ ସାହୁ) ୧୯୫୧-୫୨ମସିହାରୁ ୨୦୧୯ ପର୍ଯ୍ୟନ୍ତ ଯେତେ ନିର୍ବାଚନ ହେଲାଣି । କୌଣସି ଗୋଟିଏ ନିର୍ବାଚନ ଅମୁକ ସରକାର ଗଢ଼ିବା ପାଇଁ ହେଇ ନାହିଁ । ସବୁ ନିର୍ବାଚନର ମୁଖ୍ୟ ସ୍ଲୋଗାନଗୁଡିକୁ ( ସରକାରକୁ ଆସିଥିବା ଦଳ ଓ ସରକାରରୁ ହଟେଇବାକୁ ଦଳ ବା ଦଳସମୂହଙ୍କ )  ଅଧ୍ୟୟନ କଲେ ଏଭଳି ତଥ୍ୟ ମିଳିବ । ୧୯୭୧ ନିର୍ବାଚନ ପରଠାରୁ ସବୁ କଥା ସ୍ପଷ୍ଟ ମନେ ପଡୁଛି । ପୂର୍ବର ନିର୍ବାଚନଗୁଡିକ ସମ୍ପର୍କରେ ଅନେକ ଗବେଷଣାତ୍ମକ…

Read More

ବଦଳିଯିବ ବିଜେଡ଼ିର ବହୁ ବରିଷ୍ଠଙ୍କ ଆସନ …ଉପକୂଳରେ ବହୁ ଆସନରେ ହେବ ପରିବର୍ତ୍ତନ …

ଭୁବନେଶ୍ୱର : ବିଜୁ ଜନତା ଦଳ ଚଳିତ ସାଧାରଣ ନିର୍ବାଚନରେ ବହୁ ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରାର୍ଥୀ ବଦଳ କରିବାକୁ ମନସ୍ଥ କରିସାରିଛି। ଏନେଇ କେତେକ ନେତାଙ୍କୁ ସବୁଜ ସଙ୍କେତ ଦିଆଯାଇସାରିଲାଣି। କେତେକ ସ୍ଥାନର ଛାମୁଆ ନେତୃତ୍ୱଙ୍କୁ ଡାକି ମଧ୍ୟ ଶଙ୍ଖ ଭବନରେ ନିୟମିତ ଅବଗତ କରାଯାଉଛି। ଗତଥର ଖୋର୍ଦ୍ଧା, ଚିଲିକା, ବେଗୁନିଆ, କେନ୍ଦ୍ରାପଡ଼ା, ଝରିଗାଁରେ ଏହି ଯୋଜନା ସଫଳ ହୋଇଥିଲା। ଚଳିତ ଥର ବଡ଼ ଧରଣର ଅଦଳବଦଳ ଆଶା କରାଯାଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ଆସନ ହିଞ୍ଜିଳି…

Read More

ବିଧାୟକ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ଓଡ଼ିଆ ନେତା…ସାଂସଦ ପଦକୁ ନେଇ ଟେକୁଛନ୍ତି…

ଭୁବନେଶ୍ୱର : ଦିନ ଥିଲା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ହେବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ତଥା ସଂସଦରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ରାଜନେତା ଖୁସି ଅନୁଭବ କରୁଥିଲେ। ଦିଲ୍ଲୀରେ ଓଡ଼ିଶାର କଥା ରଖିବାର ଦକ୍ଷତା ଓ ସେଠାରୁ ଲଢି ରାଜ୍ୟର ସାମ୍ବିଧାନିକ ଭାଗ ଆଣିବା ପ୍ରାଥମିକତା ଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ରବି ରାୟ, ସମରେନ୍ଦ୍ର କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା…

Read More