ଖୁବଶୀଘ୍ର ବିଜେପିରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ, କଥାବାର୍ତ୍ତା ଜାରି ରଖିଛନ୍ତି ଆଉ ଜଣେ ମନ୍ତ୍ରୀ
ଭୁବନେଶ୍ୱର,୬।୩ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବିଜେଡି ଟିକେଟ୍ ରେ ବିଜୟୀ ହୋଇଥିଲେ। ମାତ୍ର ତିନି ଜଣେ ନେତା ବର୍ତ୍ତମାନ ବିଜେପିରେ ଯୋଗଦାନ କରିସାରିଲେଣି। ଆଗକୁ ଏହି ତାଲିକା ବଢିବାରେ ଲାଗିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ରାଜ୍ୟର ଜଣେ ପୁରୁଣା ଏବଂ ଅଭିଜ୍ଞ ରାଜନେତା ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛି। ସେ ଜନତା ଦଳ ସମୟରୁ ରାଜନୀତି କରି ଆସୁଛନ୍ତି।…
