ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ଆରଂଭ ହେବ ସକାଳୁଆ ସ୍କୁଲ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ…

Read More

ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More

ଜୟ ନାରାୟଣଙ୍କ ଓଡ଼ିଶା ବିଭାଜନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ କୃଷ୍ଣା ମହାନ୍ତିଙ୍କ ଚିଠି

ଅନୁଗୋଳ :ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୋଶଳ ବୟାନ ପରେ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି l ଏହି ପ୍ରସଙ୍ଗରେ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି l ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡିଶାର ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ ନକରିବା ତଥା ଏହାକୁ…

Read More

ପୁଣି ହାଇକୋର୍ଟରେ ସମାଜସେବୀ ରୋଜାଲିନ ହତ୍ୟା ମାମଲା , ଏସପିଙ୍କୁ ରିପୋର୍ଟ ତଲବ।

କେନ୍ଦୁଝର :(ଦିଲ୍ଲୀପ କୁମାର ସାହୁ) – ପୁଣି କେନ୍ଦୁଝରର ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା ଓଡ଼ିଶା ହାଇକୋର୍ଟରେ ଉଠିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନିଜେ ରୋଜାଲିନଙ୍କ ମାଆ ରେବତୀ ସାହୁଙ୍କ ପାଖରୁ ଅଭିଯୋଗପତ୍ର ଅଭିଯୋଗ ଶୁଣାଣିରେ ନେଇ ପୋଲିସ ଡ଼ିଜିଙ୍କ ପାଖକୁ ପଠାଇ ଥିଲେ। ହେଲେ ପୋଲିସ ହତ୍ୟା ଆରୋପୀଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ କିଛି ତଦନ୍ତ ହୋଇନଥିଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତର କଲାନି ବୋଲି ରେବତୀ ସାହୁ କ୍ଷୋଭର…

Read More

KIIT ମାମଲା : ଦୁଇ ଦିନ ସମୟ ନେଲେ ସରକାର

ଭୁବନେଶ୍ୱର : କିଟ ବିଶ୍ୱ ବିଦ୍ୟାଳୟ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ଦୁଇ ଦିନ ପାଇଁ ସ୍ଥଗିତ l ସରକାର ପ୍ରତିଶ୍ରୁତି ପୁରଣ ନକଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସାମାଜିକ କର୍ମୀମାନେ ଚେତାବନୀ ଦେଇଛନ୍ତି lବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ସମୟରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଆସିଲା । ୧୦ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ…

Read More

ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ଟ୍ରମ୍ପଙ୍କ ନୀତି ଦେଖି ମନେ ପଡିଲେ ବିଜୁ ବାବୁ ଓ ତାଙ୍କ ସ୍ବପ୍ନ

ଭୁବନେଶ୍ୱର : (ବିଜୟ ସାହୁ )- ସେଦିନ ବିଜୁ ବାବୁ ଦ୍ଵିତୀୟ ପାରିରେ ବିଶାଳ ବିଧାୟକଙ୍କୁ ଜିତେଇ ମୁଖ୍ୟମନ୍ତ୍ରୀ ହେଇଥାନ୍ତି । ପ୍ରଥମେ ନିଜେ କେବଳ ଶପଥ ନେଇ ମୁଖ୍ୟମନ୍ତ୍ରୀ ଚେମ୍ବର ରେ ବସିଥାନ୍ତି । ଖୁବ ଚିନ୍ତିତ ଥାଆନ୍ତି । ମୁଁ ଓ ଏସ ୟୁ ସି ଆଇର ପୂର୍ବତନ ବିଧାୟକ କମ୍ରେଡ଼ ଶମ୍ଭୁନାଥ ନାୟକ ତାଙ୍କ ଚେମ୍ବରକୁ ଗଲୁ, ଏକ ବିଶେଷ ଦରଖାସ୍ତ ନେଇ ।ଦରଖାସ୍ତକୁ APPROVED କରି ପ୍ରାଇଭେଟ ସେକ୍ରେଟାରୀ ଙ୍କୁ ପଠେଇ…

Read More

ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା। ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ…

Read More

‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି। ୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ।…

Read More

ବାରବାଟୀ ଆଉ ନଦେଖି ପାରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ,ପୁଣି ଥରେ ବିଦେଶୀଙ୍କ ଆଗରେ କଟିଲା ନାକ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୯ ତାରିଖରେ ହୋଇଥିବା ଦିନିକିଆ ମ୍ୟାଚକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଓ ବିତର୍କ। ୪ ୱିକେଟରେ ଏହି ମ୍ୟାଚକୁ ଜିତିଥିବା ଭାରତୀୟ ଦଳ କିନ୍ତୁ ବାରବାଟୀରେ ଖୁସି ନଥିଲେ। ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ମ୍ୟାଚ ତ ଜିତିଲେ କିନ୍ତୁ ଖୁସି କାହିଁ ନଥିଲେ? ସୂଚନାଯୋଗ୍ୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରି ପରିବେଶକୁ ଗରମ କରିବା ବେଳକୁ ଠିକ୍ ସେତିକି…

Read More