ମସ୍କଙ୍କୁ ପଛରେ ପକାଇ ବିଶ୍ଵର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ …

ମାର୍କ ଜୁକରବର୍ଗ ସମ୍ପତ୍ତି ମାମଲାରେ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି ।  ୨୦୨୦ ମସିହା ପରେ ଦ୍ବିତୀୟ ଥର ମସ୍କଙ୍କୁ ପଛରେ ପକାଇଛନ୍ତି  । ଗତ ମାର୍ଚ୍ଚ ପ୍ରାରମ୍ଭରେ ଏଲନ ମସ୍କ ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ଟର ପ୍ରଥମ ସ୍ଥାନ ଥିଲେ ।ମସ୍କ ଏବେ ଧନୀକଙ୍କ ସୂଚୀର ଚତୁର୍ଥ ସ୍ଥାନକୁ ପହଞ୍ଚିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଟେସ୍ଲା ଇଂକ ତାଙ୍କର କମ ମହଙ୍ଗା କାର ଯୋଜନାକୁ ରଦ୍ଦ କରିଦେଇଛନ୍ତି। ଏହା…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

କମିଲା ଗ୍ୟାସ୍ ସିଲିଣ୍ଡର୍ ଦର…

ଏପ୍ରିଲ୍ ୧ ତଥା ଆଜି ଠାରୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷରେ ଆସିଛି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ତାହା ହେଉଛି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । ୧୯ କିଲୋଗ୍ରାମ୍ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର କମିବା ନେଇ ତୈଳ କମ୍ପାନୀଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ନୂଆ ଦର ଆଜି ଠାରୁ ଲାଗୁ କରାଯାଇଛି। ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ୩୦.୫୦ ଟଙ୍କା…

Read More

ଇଣ୍ଡିଆନ ଷ୍ଟିଲ ଆସୋସିଏସନର ସଭାପତି ଭାବରେ ନବୀନ ଜିନ୍ଦଲଙ୍କ ଦାୟିତ୍ବ ଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର ମାର୍ଚ୍ଚ ୨୩: ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସର୍ବସମ୍ମତିକ୍ରମେ `ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଇଓ ତଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଓମେନଙ୍କ ଠାରୁ ଶ୍ରୀ ଜିନ୍ଦଲ ଆଇଏସ୍ଏର ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ଆଇଏସ୍ଏର ପୂର୍ବତନ ସଭାପତିମାନଙ୍କ ମଧ୍ୟରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ର ସିଏମଡି ଶ୍ରୀ ସଜ୍ଜନ ଜିନ୍ଦଲ ଏବଂ…

Read More

ଏପ୍ରିଲ୍ ପହିଲାରୁ ଦେଶରେ ମହଙ୍ଗା ହେବ ଜରୁରୀ ଔଷଧ

ଏପ୍ରିଲ ଆରମ୍ଭରୁ ଦେଶରେ ମହଙ୍ଗା ହେବାକୁ ଯାଉଛି ଔଷଧ ସାମଗ୍ରୀ । ଏଥିରେ ୮୦୦ ଜରୁରୀ ଔଷଧର ମୂଲ୍ୟରେ ବୃଦ୍ଧି ଘଟିବ । ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ଏକ ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଇ)ରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକା (ଏନ୍‌ଏଲ୍‌ଇଏମ୍‌)ରେ ରହିଥିବା ଔଷଧ ମୂଲ୍ୟରେ ୦.୦୦୫୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେବାକୁ ଯାଉଛନ୍ତି। ଗତ କିଛି…

Read More

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ପାଆନ୍ତୁ …

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ୨ ଲକ୍ଷ ଟଙ୍କା ଜୀବନ ବୀମା ଯୋଗାଉଛି | ଭାରତ ସରକାରଙ୍କ ଏହି ଯୋଜନାରେ କୌଣସି କାରଣରୁ ମୃତ୍ୟୁ ହେତୁ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ମିଳିଥାଏ| ଅଟୋ ଡେବିଟ୍ ମାଧ୍ୟମରେ ଆକାଉଣ୍ଟଧାରୀଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରୁ ପ୍ରିମିୟମ୍ ରାଶି କଟାଯାଇଥାଏ ଏବଂ ପ୍ରତିବର୍ଷ ୩୧ ମେ ରେ ଦେୟ ପ୍ରଦାନ କରାଯାଏ | ଏହା ଏକ ବର୍ଷର ଜୀବନ…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More

ଆମେରିକାରେ ଚାଲିବନି ଆଉ ‘ଟିିକଟକ୍’

ପୂର୍ବରୁ  ଭାରତ ଓ ନେପାଳ ସରକାର ଟିକ ଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ । ଏବେ ଆମେରିକାରେ ବି ଏହି ଆପ୍‌ ବ୍ୟାନ୍‌ ହେବାକୁ ଯାଉଛି। ଚୀନର ଏହି ସୋସିଆଲ୍‌ ମିଡିଆ ଆପ୍‌କୁ ବ୍ୟାନ୍‌ କରିବାରେ ଆମେରିକା ହେଉଛି ଦ୍ବିତୀୟ ବଡ଼ ଦେଶ । ଆମେରିକାରେ ଚାଇନିଜ୍ ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବରୁ ବିଭିନ୍ନ ମହଲରୁ ଦାବି ଉଠୁଥିବାର ଦେଖା ଦେଇଥିଲା । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ…

Read More

ପୋଷ୍ଟ ଅଫିସର ନୂଆ ଯୋଜନା ଘରେ ବସି ପାଆନ୍ତୁ ଏତିକି ଟଙ୍କା …

ଘରେ ବସି ରୋଜଗାର ଟଙ୍କା ରୋଜଗାରର କଥା ଆପଣ ଆଜି କାଲି ବିଭିନ୍ନ ସୋସିଆଲ ମିଡିଆରୁ ଶୁଣିବାକୁ ପାଉଥିବେ । ତେବେ ଆଜିର ଦୁନିଆରେ ସମସ୍ତେ ଚାହିଁନ୍ତି ସହଜରେ ଟଙ୍କା ରୋଜଗାର କରିବାକୁ । ଭାବୁଛନ୍ତି କି କେମିତି ଓ କିପରି କରିବେ ରୋଜଗାର ? ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସହଜ ଓ ସରଳ ଉପାୟ…ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଦରମାରୁ କିଛି ଅଂଶ ସଂଚୟ କରିବାକୁ ଚାହାଁନ୍ତି । ତେବେ ଆପଣ ଏହି…

Read More

ଭାରତରେ ନିର୍ବାଚନ ପାଇଁ ଫେସବୁକରେ ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା ୨୦୧୪ ପରଠାରୁ ପରିବର୍ତ୍ତନ ହୋଇଛି ଅନେକ ପରିସଂଖ୍ୟାନ

ଗଣତନ୍ତ୍ରରେ ଲୋକଙ୍କ ଭୋଟରେ ସରକାର ଗଠନ ଓ ଭଙ୍ଗ ହୋଇଥାଏ। ସମଗ୍ର ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରଚାର । ଦୁଇ ଦଶନ୍ଧି ପୂର୍ବରୁ ଟିଭି ଓ ଖବରକାଗଜ ପ୍ରଚାରର ସବୁଠାରୁ ବଡ଼ ମାଧ୍ୟମ ଥିଲା।୨୪ ଘଣ୍ଟାରେ ଥରେ ଖବରକାଗଜ ପ୍ରକାଶ ପାଇବା ପରେ ଖବରକାଗଜ ସର୍ବସାଧାରଣଙ୍କ ପାଖରେ ପହଞ୍ଚୁଥିବାବେଳେ ଟେଲିଭିଜନରେ ୨୪ ଘଣ୍ଟିଆ ଖବର ପ୍ରକାଶ ପାଇଥାଏ। କିନ୍ତୁ ଏବେ ସେକେଣ୍ଡରେ ଲୋକଙ୍କ ପାଖରେ ସୂଚନା ପହଞ୍ଚୁଛି ଏବଂ ଏହାର ସବୁଠାରୁ ବଡ଼ ମାଧ୍ୟମ…

Read More