ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବଢିଲା ହୋଟେଲ ଓ ବିମାନ ଭଡ଼ା …

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଯେତେ ପାଖଉଛି ସେତେ ବଢିବାରେ ଲାଗିଛି ହୋଟେଲ ବୁକିଂ ।କ’ଣ  ଆପଣ ଚାହୁଁଛନ୍ତି ଅଯୋଧ୍ୟାରେ ରହି ଏହି ଭବ୍ୟ ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ  ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଏଠି  ଗୋଟିଏ ରାତି ପାଇଁ ରୁମ୍‌ ରେଣ୍ଟ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା । ରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏବେ ପୂରା ଅଯୋଧ୍ୟାରେ ଦେଖା ଦେବ ଜନ ସମାଗମ ।…

Read More

ଗୌତମ ଆଦାନୀ କଲେ ୪୨୬ କୋଟି ଟଙ୍କାର ବଡ଼ ସପିଂ, କିଣିଲେ ଏହି ସିମେଣ୍ଟ କମ୍ଫାନୀ …

ସୁପ୍ରିମ୍ କୋର୍ଟରୁ ବଡ଼ ଆଶ୍ୱସ୍ତି ପାଇବା ପରେ ଗୌତମ ଆଦାନୀ ଆକ୍ସନ ମୁଡରେ ଅଛନ୍ତି। ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଏସିସି ଲିମିଟେଡ୍ ସୋମବାର ଏସିଆନ୍ କଂକ୍ରିଟ୍ସ ଆଣ୍ଡ  ସିମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରର ଅବଶିଷ୍ଟ ୫୫% ଅଂଶୀଦାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି। ଏହି ଅଂଶଧନର ମୂଲ୍ୟ ୪୨୫.୯୬ କୋଟି ଟଙ୍କା ରହିଛି। ତେବେ ପୂର୍ବରୁ  ୪୫ ପ୍ରତିଶତ ଅଂଶୀଦାର ଏସିସି ପାଖରେ ରହିଥିଲା । ସେଥିପାଇଁ ଏବେ ଏସିସି ପାଖରେ ଏସିସିପିଏଲର ଶତ ପ୍ରତିଶତ ଅଂଶୀଦାର…

Read More

UPIରେ ପଇସା ପଠାଇଲେ ଏହି ବ୍ୟାଙ୍କ ଦେବ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ …

ଘରୋଇ କ୍ଷେତ୍ରର ଡିସିବି ବ୍ୟାଙ୍କ ‘ହାପି ସେଭିଂ ଆକାଉଣ୍ଟ’ ଆରମ୍ଭ କରିଛି। ଏହି ସେଭିଂ ଆକାଉଣ୍ଟର ଖାସ୍ କଥା ହେଉଛି ଏହି ଆକାଉଣ୍ଟ ଜରିଆରେ ୟୁପିଆଇ ଟ୍ରାଞ୍ଜାକସନ୍ କଲେ ଆପଣଙ୍କୁ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଏହି କ୍ୟାସ୍ ବ୍ୟାକ୍ କେବଳ ଡେବିଟ୍ ଟ୍ରାଞ୍ଜାକ୍ସନ ଉପରେ ବ୍ୟାଙ୍କ ଦେବ, ଡିସିବି ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହାପି ସେଭିଂ ଆକାଉଣ୍ଟ କିମ୍ବା ୟୁପିଆଇ ଜରିଆରେ ଡେବିଟ୍ ଟ୍ରାଞ୍ଜାକ୍ସନ ଉପରେ ଏକ ଆର୍ଥିକ…

Read More

ଭାରତର ୧୦ ଧନୀ ବ୍ୟକ୍ତି , ଜାଣନ୍ତୁ କାହା ପାଖରେ କେତେ ଅଛି ସମ୍ପତ୍ତି …

ପଇସାକୁ ନେଇ ଗୋଟିଏ କଥା କୁହାଯାଇପାରିବ କି ଯଦି ପଇସା ଆଜି ଅଛି , ଆସନ୍ତାକାଲି ନାହିଁ । ସେ ସାଧାରଣ ଲୋକଟି ହେଉ ଅବା ହେଉ କୌଣଷି ଧନୀ ବ୍ୟକ୍ତି । ଟଙ୍କା ଆସେ ଓ ଯାଏ , ସେଥିପାଇଁ ତ ଏହାକୁ ଚଞ୍ଚଳା ମଧ୍ୟ କୁହାଯାଏ । ଗୌତମ ଆଦାନୀ ଏକଦା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ । ଆଜି ସେ ବିଶ୍ୱର ୧୫ତମ ଧନୀ ବ୍ୟକ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି (ଗୌତମ…

Read More

ପୀତବାସଙ୍କୁ ସ୍ୱାବଲମ୍ବୀ କରାଇଛି ଥାଇଲାଣ୍ଡ କୋଳି ଚାଷ…

ରାୟଗଡ଼ା ; ବର୍ତ୍ତମାନ ସମୟରେ ଯୁବପିଢିମାନେ ଚାଷରୁ ମୁଁହ ଫେରେଇ ନେଉଥିବା ବେଳେ ପୀତବାସ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ସେ ପନିପରିବା ଚାଷ ହେଉ ଅବା ଫଳ, ଫୁଲ ଚାଷ, ସବୁଥିରେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଜୀବନର ଅନେକ ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ସୁଦ୍ଧା ସମସ୍ତ ବାଧା ପ୍ରତିବନ୍ଧକକୁ ଏଡାଇ ସଫଳତା ପଛରେ ଆଗେଇ ଚାଲିଛନ୍ତି ପୀତବାସ । ଏପରି ଜଣେ ଯୁବ ଚାଷୀ ହେଉଛନ୍ତି ରାୟଗଡ଼ା ଜିଲ୍ଲା…

Read More

ରାମ ମନ୍ଦିର ଦର୍ଶନ ପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି , ଏହି ସବୁ ସହରରୁ ଚାଲିବ ୧୦୦୦ରୁ ଅଧିକ ଟ୍ରେନ୍ ଜାଣନ୍ତୁ …

ନୂଆଦିଲ୍ଲୀ ; ରାମ ମନ୍ଦିର ଖୋଲିବା ପରେ ଯାତ୍ରୀମାନଙ୍କ ଦର୍ଶନ ପାଇଁ ଯିବା ଆସିବାରେ ଯେମିତି କୌଣସି ଅସୁବିଧା ନହୁଏ । ଏଥିପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି। ଦେଶର ବିଭିନ୍ନ ସହରରୁ ଅଯୋଧ୍ୟା ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି ଭାରତୀୟ ରେଳବାଇ। ରାମ ମନ୍ଦିର ଉଦଘାଟନର ମାତ୍ର କିଛି ଦିନ ପୂର୍ବରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ, ଯାହାଦ୍ୱାରା ଯାତ୍ରୀମାନେ ଆରାମରେ ଅଯୋଧ୍ୟା ଯାତ୍ରା କରିପାରିବେ ।…

Read More

Post Office ର ଏହି ଯୋଜନା ଆପଣଙ୍କ ପଇସାକୁ କରିଦେବ ଡବଲ …

ପୋଷ୍ଚଅଫିସ ବା ଡାକଘର , ଡାକଘର ତାର ଛୋଟ ସଂଚୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ତେବେ ସେହିପରି ପୁଣି ଆଉ ଏକ ଯୋଜନା ଡାକଘର ନେଇଆସିଛି ଯାହାର ନାମ ହେଉଛି କିଷାନ ବିକାଶ ପତ୍ର । ଏହି ଯୋଜନାର ସ୍ବତନ୍ତ୍ରତା ହେଉଛି କି ଏହା ଆପଣଙ୍କ ପଇସାକୁ ଦୁଇଗୁଣ ବା ଡବଲ କରିବାର ବିକଳ୍ପ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିକଳ୍ପ ବିଷୟରେ । ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧି…

Read More

ମଦରୁ ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ହରାଇ ସାରିଲେଣି ଓଡ଼ିଶା ସରକାର, ହେଲେ ଦଳୀୟ ଚାନ୍ଦାକୁ କମିନି ପାଉଣା

ଭୁବନେଶ୍ୱର :  ଓଡ଼ିଶାର ବହୁତ ଲୋକ ମଦ ପିଉଛନ୍ତି। ମାତ୍ର ହାତ ଗଣତି କେତେକ ବ୍ୟବସାୟୀ ଏହାର ମାଲିକାନାକୁ ଧରି ବସିଛନ୍ତି। ସେମାନଙ୍କ ପ୍ରଚ୍ଛଦପଟ୍ଟରେ ରାଜନୈତିକ ବଡ଼ପଣ୍ଡା ରହିଛନ୍ତି। ୨୧ ଜିଲ୍ଲାରେ ପ୍ରାୟ ୭୦୦ ମହୁଲି ମଦ ଭାଟି ରହିଛି। ଏହା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ କେବଳ ୪୫୦ ଭାଟି ରହିଛି। ଏହି ସମସ୍ତ ଦୋକାନ ପୁରୁଣା ଲାଇସେନ୍ସରେ ଚାଲିଛି। ଏହାକୁ ପ୍ରତିବର୍ଷ ନବୀକରଣ କରାଯାଉଛି। ନୂଆ ଲାଇସେନ୍ସିଂ କରାଯାଉନି। ତେଣୁ ସରକାରଙ୍କୁ ବ୍ୟବସାୟୀ କିଛି ପରିମାଣର…

Read More

ବ୍ୟାଙ୍କ କର୍ମଚାରୀଙ୍କ ବଢିଲା ଦରମା , ପେନସନ ଓ ୫ଡେ ଉଇକ୍ ଉପରେ ଏପର୍ଯ୍ୟନ୍ତ କୌଣଷି ନିଷ୍ପତି ହୋଇ ନାହିଁ …

ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ଏବଂ କର୍ମଚାରୀ ସଂଘ ୧୭ ପ୍ରତିଶତ ଦରମା ବୃଦ୍ଧି ପାଇଁ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ୨୦୨୨ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ଏବଂ ଏହା ୫ ବର୍ଷ ପାଇଁ ବଳବତ୍ତର ରହିବ। ଏହି ହିସାବରେ ଦରମା ବୃଦ୍ଧି ପାଇଁ ଏସବିଆଇ ସମେତ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ୧୨୪୪୯ କୋଟି ଟଙ୍କାର ବୋଝ ପଡ଼ିବ। ବୁଝାମଣା ଅନୁଯାୟୀ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୭ ପ୍ରତିଶତ ଦରମା ବୃଦ୍ଧି ମିଳିବ। ଏଥିପାଇଁ…

Read More

ନକଲି ଚାଉଳ , ନକଲି ଅଣ୍ଡା ପରେ ଏବେ ନକଲି ରସୁଣ , ଜାଣନ୍ତୁ ଦେହ ପାଇଁ କେତେ କ୍ଷତିକାରକ …

ଭାରତୀୟ ବଜାରରେ ନକଲି ଚାଉଳ ଓ ନକଲି ଅଣ୍ଡା ବିକ୍ରି ହେଉଥିବା ନେଇ ପୂର୍ବରୁ ଦାବି ହୋଇସାରିଛି। ଏବେ ଯଦି ଆପଣ ଜାଣନ୍ତି କି ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ଅସଲି ନୁହେଁ ବରଂ ନକଲି ଅଟେ ତେବେ କ’ଣ ହେବ । ଆମେରିକାର ଜଣେ ସିନେଟର ମଧ୍ୟ ସମାନ ଦାବି କରିଛନ୍ତି। ନକଲି ସାମଗ୍ରୀ ରପ୍ତାନି କଳାରେ ପାରଦର୍ଶିତା ହାସଲ କରିଥିବା ଚୀନ୍ ଏବେ ଭାରତର ବଜାରକୁ ନକଲି ରସୁଣ ପଠାଉଛି।…

Read More