ବ୍ୟାଙ୍କ କର୍ମଚାରୀଙ୍କ ବଢିଲା ଦରମା , ପେନସନ ଓ ୫ଡେ ଉଇକ୍ ଉପରେ ଏପର୍ଯ୍ୟନ୍ତ କୌଣଷି ନିଷ୍ପତି ହୋଇ ନାହିଁ …
ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ଏବଂ କର୍ମଚାରୀ ସଂଘ ୧୭ ପ୍ରତିଶତ ଦରମା ବୃଦ୍ଧି ପାଇଁ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ୨୦୨୨ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ଏବଂ ଏହା ୫ ବର୍ଷ ପାଇଁ ବଳବତ୍ତର ରହିବ। ଏହି ହିସାବରେ ଦରମା ବୃଦ୍ଧି ପାଇଁ ଏସବିଆଇ ସମେତ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ୧୨୪୪୯ କୋଟି ଟଙ୍କାର ବୋଝ ପଡ଼ିବ। ବୁଝାମଣା ଅନୁଯାୟୀ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୭ ପ୍ରତିଶତ ଦରମା ବୃଦ୍ଧି ମିଳିବ। ଏଥିପାଇଁ…
